Yearly Archives

2022

ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶରେ ଅନୁଭୂତ ହୋଇଛି ଭୂକମ୍ପ ଝଟକା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଆଜି ଅରୁଣାଚଳ ପ୍ରଦେଶର ଲେପା ରାଡା ଜିଲ୍ଲାରେ ଅବସ୍ଥିତ ବସର ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । କୁହାଯାଉଛି ଯେ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୭ ଥିଲା ଓ ଏହି
Read More...

ଖୋର୍ଦ୍ଧା ଜିଲ୍ଲାରେ ଜାତୀୟ ପ୍ରେସ ଦିବସ ପାଳିତ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସମ୍ମଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି । ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମୁଖ୍ୟବକ୍ତା ଭାବେ ପ୍ରଫେସର ନାରାୟଣ
Read More...

ଟ୍ରେନରୁ ଖସିପଡି ଯୁବକ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସୁଦପଡା ରେଳ ଫାଟକ ନିକଟରେ ଟ୍ରେନରୁ ଖସିପଡି ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଯୁବକ ଜଣକ ଝାରଖଣ୍ଡର ଓ ତାଙ୍କ ନାଁ ଛୋଟୁ କୁମାର ବୋଲି ଜଣାପଡିଛି । ସକାଳୁ ପୁରୀ-ଆଜମେର ଟ୍ରେନର ଗେଟ ପାଖରେ ଥିବା ସମୟରେ ସେ ଖସି ପଡିଥିଲେ ।
Read More...

ଗଞ୍ଜାମ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଜାପାଇର ଚାରି ଜଣିଆ ପ୍ରତିନିଧି ଦଳ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ଅବସ୍ଥିତ ଗଞ୍ଜାମ ସ୍ୱାସ୍ଥକେନ୍ଦ୍ରକୁ ଭୁବନେଶ୍ୱର ଇଣ୍ଟରନ୍ୟାସନାଲ ସଂସ୍ଥା ଜାପାଇର ଏକ ଚାରି ଜଣିଆ ପ୍ରତିନିଧି ଦଳ ମଙ୍ଗଳବାର ପରିଦର୍ଶନ କରିଛନ୍ତି । ଉକ୍ତ ପ୍ରତିନିଧି ଦଳରେ ଦିଲ୍ଲୀର ଦୁଇଜଣ ଡାକ୍ତର, ଆମେରିକାର ଜଣେ ମହିଳା ଡାକ୍ତରଙ୍କ
Read More...

ବକେୟା କୃଷିବୀମା ସହାୟତା ଦାବୀରେ ବିଜେଡିର ଶୋଭାଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବକେୟା କୃଷିବୀମା ସହାୟତା ଦାବୀରେ ବିଜେଡି ପକ୍ଷରୁ ଶୋଭାଯାତ୍ରା କରାଯାଇଛି । ଶୋଭାଯାତ୍ରା ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଛି ।
Read More...

ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ

ମାର୍ଗଶିର କୃଷ୍ଣ ଅଷ୍ଟମୀ ତିଥି ଦିନ ଶ୍ରୀମନ୍ଦିରରେ ଭୋଗ ମଣ୍ଡପ ସରିବା ପରେ ୩ ବାଡରେ ମଇଲମ କରାଯାଇ ପୂଜାପଣ୍ଡା ସେବକଙ୍କ ଦ୍ୱାରା ମହାସ୍ନାନ ନୀତି ହୋଇଥାଏ । ଏହାପରେ ପାଳିଆ ପୁଷ୍ପାଳକ ଶ୍ରୀବିଗ୍ରହମାନଙ୍କୁ ନୂଆଲୁଗା ଲାଗି କରାଇଥାନ୍ତି । ପୂଜାପଣ୍ଡା, ପତିମହାପାତ୍ର, ମୁଦିରସ୍ତ ସେବକ
Read More...

ବଲାଙ୍ଗିର-ସୋନପୁର ରାସ୍ତା ସ୍ଥିତ ସାତମାଇଲ ଠାରେ ଟ୍ରକ ଓଲଟି ଚାଳକ ସମେତ ୨ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ତାଳଚେର ଠାରୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ ବଲାଙ୍ଗିର-ସୋନପୁର ରାସ୍ତା ସ୍ଥିତ ସାତମାଇଲ ଠାରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯାଇଥିବା ବେଳେ ଚାଳକ ଓ ହେଲପର ଗୁରୁତର ଭାବେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଠାରେ ଭର୍ତ୍ତି ହୋଇଥିବା
Read More...

ଖୁଣ୍ଟପାଲି ଠାରେ ଲୋୟର ସୁକତେଲ ବିସ୍ଥାପିତ ଓ ପୋଲିସ ପ୍ରଶାସନ ମୁହାଁମୁହିଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦରଥାନା ଅନ୍ତର୍ଗତ ଖୁଣ୍ଟପାଲି ଠାରେ ପୋଲିସ ପ୍ରଶାସନ ଓ ଖୁଣ୍ଟପାଲିର ଲୋୟର ସୁକତେଲ ବିସ୍ଥାପିତ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ଅନସୁାରେ ପୋଲିସ ଓ ଜିଲ୍ଲା ପ୍ରଶାସନ ସଦର ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲିକୁ ଉଚ୍ଛେଦ ପାଇଁ
Read More...

ଗଣମାଧ୍ୟମର ଆରମ୍ଭ ଓ ଭୂମିକା

ଆମ ଭାରତରେ ୪ ଜୁଲାଇ ୧୯୬୬ରେ ପ୍ରେସ କାଉନସିଲ ଗଠନ ହୋଇଥିଲା । ୧୯୬୬ ମସିହା ନଭେମ୍ବର ୧୬ରେ ଏହା କାର୍ଯ୍ୟକାରୀ ହେଲା । ତେଣୁ ପ୍ରତିବର୍ଷ ନଭେମ୍ବର ୧୬ ତାରିଖ ଦିନଟି ଜାତୀୟ ପ୍ରେସ ଦିବସ ଭାବରେ ପାଳନ କରାଯାଏ । ପ୍ରତି ବର୍ଷ ନଭେମ୍ବର ୧୬ରେ ପାଳନ କରାଯାଇଥାଏ ଜାତୀୟ ପ୍ରେସ ଦିବସ ।
Read More...

ରାତି ଅଧାରେ ଲୁଟିନେଲେ ସରକାରୀ ସମ୍ପତ୍ତି : ସାଧାରଣରେ ଅସନ୍ତୋଷ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ଶ୍ମଶାନ ନିକଟସ୍ଥ ଋଷିକୁଲ୍ୟା ନଦୀ ଘାଟ ମଧ୍ୟରୁ ଜେସିବି ଲଗାଇ ଲକ୍ଷ୍ୟାଧିକ ପରିମାଣର ବାଲି ଋଷିକୂଲ୍ୟା ଗର୍ଭ ମଧ୍ୟରୁ ଉତ୍ତୋଳନ କରାଯାଇଥିବା ଦେଖିବାକୁ ମିଳିଛି । ବିଳମ୍ବିତ ରାତ୍ରରେ ଏହି ବାଲି ଉତ୍ତୋଳନ
Read More...