Yearly Archives

2022

ଛତ୍ରପୁର ରେଳଷ୍ଟେସନରୁ ବଡ଼ ଦାସୁଡୁ ସତ୍ୟମଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବଡ ଦାସୁଡୁ ନୃତ୍ୟଗୁରୁ ଆର୍‌. ସତ୍ୟମ ରେଡ୍ଡୀ ବହୁଜନ ସାହିତ୍ୟ ଏକାଡେମୀ ନୂଆଦିଲ୍ଲୀ ତରଫରୁ କଳାରତ୍ନ ଜାତୀୟ ଆୱାର୍ଡ-୨୦୨୨ରେ ସମ୍ମାନିତ ହୋଇଛନ୍ତି । ଏହି ଅବସରରେ ବଡ଼ ଦାସୁଡୁଙ୍କ ସହ ଯାଇଥିବା ପ୍ରତିନିଧି ମଣ୍ଡଳୀଙ୍କ ସହ ଦିଲ୍ଲୀରୁ ଫେରି ପୁରୀ
Read More...

ଭାରତୀୟ ପ୍ରେସ ପରିଷଦ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ନୂଆଦିଲ୍ଲୀ, (ପିଆଇବି) : ନୂଆଦିଲ୍ଲୀର ସ୍କୋପ ସମ୍ମିଳନୀ କେନ୍ଦ୍ର ଠାରେ ବୁଧବାର ଦିନ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଚଳିତ ବର୍ଷର ‘‘ରାଷ୍ଟ୍ର ନିର୍ମାଣରେ ଗଣମାଧ୍ୟମର ଭୂମିକା’’ ବିଷୟବସ୍ତୁକୁ ନେଇ ପ୍ରେସ ଦିବସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ସମାରୋହରେ କେନ୍ଦ୍ର
Read More...

ପ୍ରଥମ ବିଶ୍ୱ ଗଣମାଧ୍ୟମ କଂଗ୍ରେସରେ ଉଦ୍‌ବୋଧନ ଦେଲେ ସୂଚନା ଓ ପ୍ରସାରଣ ସଚିବ ଅପୂର୍ବ ଚନ୍ଦ୍ର

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅୂପୂର୍ବ ଚନ୍ଦ୍ର ବୁଧବାର ଦିନ କହିଛନ୍ତି ଯେ, ଭାରତରେ ୧୨୦ କୋଟି ମୋବାଇଲ ଫୋନ ବ୍ୟବହାରକାରୀ ଏବଂ ୬୦କୋଟି ସ୍ମାର୍ଟଫୋନ୍ ବ୍ୟବହାରକାରୀ ରହିଛନ୍ତି । ଇଣ୍ଟରନେଟ ଡାଟା ଦର କମ ଥିବା କାରଣରୁ ଉପଭୋକ୍ତା ବା
Read More...

ରାଉରକେଲାରେ ଜାତୀୟ ପ୍ରେସ୍‌ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ଜାତୀୟ ପ୍ରେସ୍‌ ଦିବସ ଉଦିତନଗର ସ୍ଥିତ ଆଇଟିଡିଏ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଗଣମାଧ୍ୟମ ପ୍ରତିନିଧିମାନେ ତଥ୍ୟ ଓ ସୂଚନା ସମ୍ବଳିତ ଖବର ପରିବେଷଣ କରିବା ଓ ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ସହିତ
Read More...

ସର୍ବସାଧାରଣ ଜନ ଶୁଣାଣି କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମ ସ୍ଥିତ ପୂନ୍ୟତୋୟା ଋଷିକୂଲ୍ୟା ନଦୀ କୂଳରେ ଅବସ୍ଥିତ ବାବା ବାଲି ଲୋକନାଥ ଶୈବପୀଠ ପ୍ରାଙ୍ଗଣରେ ସର୍ବସାଧାରଣ ଜନ ଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଛତ୍ରପୁର ଉପଜିଲ୍ଲାପାଳ
Read More...

ବାଇକରୁ ଖସିପଡି ମହିଳା ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ରାକ୍‌ସୀମୁଣ୍ଡା ଠାରେ ବାଇକରୁ ଖସିପଡି ଜଣେ ମହିଳା ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ କେଉଁଟିପାଲିର ଉପେନ୍ଦ୍ର କୁମ୍ଭାର ଓ ତାଙ୍କ
Read More...

ବଢୁଛି ପ୍ରଦୀପ ପୁରୋହିତଙ୍କ ଲୋକ ପ୍ରିୟତା : ବିଜେପିରେ ସାମିଲ ହେଉଛନ୍ତି ବିଜେଡି ଓ କଂଗ୍ରେସର ନେତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ଅବସରରେ ପ୍ରଦୀପ ପୁରୋହିତଙ୍କ ପତିଆରା ଧୀରେ ଧୀରେ ବୃଦ୍ଧି ପାଇବାକୁ ଲାଗୁଛି । ତାଙ୍କର କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ ଝାରବନ୍ଧ ବ୍ଲକ ଚଣ୍ଡୀଭଟା ଗ୍ରାମ ପଞ୍ଚାୟତ ଜାମପାଲି ଗ୍ରାମର ବରିଷ୍ଠ କଂଗ୍ରେସ ନେତା
Read More...

ଦୀର୍ଘ ଅନଧିକୃତ ଅନୁପସ୍ଥିତ ଓ ଦାୟିତ୍ୱରେ ଅବହେଳା ଯୋଗୁଁ ଶିକ୍ଷକଙ୍କ ବିରୁଦ୍ଧରେ ଜିଲ୍ଲାପାଳଙ୍କ ଦୃଢ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାକୁ ଶିକ୍ଷା କ୍ଷେତ୍ରରେ ଏକ ଅଗ୍ରଣୀ ଜିଲ୍ଲାରେ ପରିଣତ କରିବା ପାଇଁ ଜିଲ୍ଲାପାଳ ଚଞ୍ଚଳ ରାଣା ସବୁବେଳେ ପ୍ରୟାସରତ । ଏହି କ୍ରମରେ କର୍ତ୍ତବ୍ୟରେ ଅବହେଳା ଓ ଅଧିନକୃତ ଭାବରେ ବିଦ୍ୟାଳୟରେ ଦୀର୍ଘଦିନ ଅନୁପସ୍ଥିତ ଥିବା ତିନି ଜଣ ଶିକ୍ଷକଙ୍କୁ
Read More...

ଗୁହାଳ ତିଆରି କରି ପ୍ରାପ୍ୟ ନ ପାଇବାରୁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଫପ୍‌ସି ଗ୍ରାମର ଗୋପାଳକମାନେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୁହାଳ ତିଆରି କରି ପ୍ରାପ୍ୟ ପାଇ ନଥିବାରୁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଫପ୍‌ସି ଗ୍ରାମର ଗୋପାଳକମାନେ । ସେମାନଙ୍କ କହିବା ଅନୁସାରେ, ସରକାର ଗୋପାଳକମାନଙ୍କୁ ଗୁହାଳ ଯୋଗାଇ ଦେଉଥିବା ବେଳେ ତାଙ୍କ ପାଖରେ ଗାଈ ଅଛି କିନ୍ତୁ ଗୁହାଳ ନାହିଁ । ଗାଈ
Read More...

ବଲାଙ୍ଗିର ଜିଲ୍ଲା ମଦଭାଟି ରାସ୍ତାରେ ଯୁବକଙ୍କୁ ଆକ୍ରମଣ ଓ ଲୁଟ୍‌ ଉଦ୍ୟମ ନେଇ ଥାନାରେ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମଦଭାଟି ରାସ୍ତାରେ ଯୁବକଙ୍କୁ ଆକ୍ରମଣ ଓ ଲୁଟ୍‌ ଉଦ୍ୟମ ନେଇ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ସୁଦପଡା ମଦଭାଟି ରାସ୍ତାରେ ନବଘନ ମରାଠୀ ନାମକ ଜଣେ ଯୁବକ ତାଙ୍କ ସାଙ୍ଗ ଘରକୁ ଯାଉଥିବା ବେଳେ ତିନି ଜଣ
Read More...