ସମୁଦ୍ରରେ ବୁଡ଼ି ୧ ମୃତ୍ୟୁ
ଭୋଗରାଇ : ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ଉପାନ୍ତ ଉଦୟପୁର ବେଳାଭୂମି ସମୁଦ୍ରରେ ସ୍ନାନ କରିବାକୁ ଯାଇ ଜଣେ ବଙ୍ଗୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ ପର୍ଯ୍ୟଟକ ହେଲେ ପଶ୍ଚିମବଙ୍ଗ ରାଜ୍ୟ ସାଂକୋ ଥାନା ମେଛୁଆ ବଜାର ଅଞ୍ଚଳର ୬୦ ବର୍ଷୀୟ ଉମେଶ ପ୍ରସାଦ । ସୂଚନା ମୁତାବକ!-->…
Read More...
Read More...