Yearly Archives

2022

ପୁଡେଲକୁନାଠାରେ ଜିଲ୍ଲାସ୍ତରୀୟ ଗୋଁଣ୍ଡୱାନା ଗୋଁଣ୍ଡ ସମାଜର ମହାସଭା ଓ ଲଗ୍ନନିଅଁ ତାଲିମ ଶିବିର ଉଦ୍‌ଯାପିତ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ପୁଡେଲକୁନା ଗ୍ରାମ ଠାରେ ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ସମାଜ ତରଫରୁ ଗ୍ରାମ୍ୟ ସଭାପତି ଇନ୍ଦ୍ର ପାତ୍ରଙ୍କ ସଭାପତିତ୍ୱରେ ଦୁଇ ଦିନ ଧରି ଶନିବାର ଓ ରବିବାର ଚାଲିଥିବା ତାଲିମ ଶିବିର ଗତକାଲି ଉଦ୍‌ଯାପିତ ହୋଇଯାଇଛି ।
Read More...

୬୧ତମ ଜାତୀୟ ଫାର୍ମାସୀ ସପ୍ତାହ ପାଳନ ଏବଂ ଓପ୍ମା ବଲାଙ୍ଗିର ନୂତନ ପରିଚାଳନା କମିଟି ଗଠନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏନ୍‌ଏଚ୍‌ଏମ ସମ୍ମିଳନୀ କକ୍ଷ ସିଡିଏମ୍‌ ଏବଂ ପିଏଚ୍‌ଓ କାର୍ଯ୍ୟାଳୟ ପରିସର ବଲାଙ୍ଗିର ଠାରେ ଓପ୍ମା ବଲାଙ୍ଗିର ଶାଖା ତରଫରୁ ୬୧ତମ ଜାତୀୟ ଫାର୍ମାସୀ ସପ୍ତାହ ପାଳନ କରାଯାଇଛି । ଏହି ଅବସରରେ ଓପ୍ମା ବଲାଙ୍ଗିର ଶାଖାର ନୂତନ ପରିଚାଳନା କମିଟି ନିର୍ବାଚନ
Read More...

ରାଣୀବନ୍ଧ, କରଗାଁକଣ୍ଟା କାମ ଓ ସହର ସଫେଇ ଦୁର୍ନୀତିକୁ ନେଇ ନଗର କଂଗ୍ରେସର ବିକ୍ଷୋଭ ଓ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଣୀବନ୍ଧ, କରଗାଁକଣ୍ଟାର ଦୁର୍ବଳ କାମ ଓ ସହରରେ ହେଉଥିବା ସଫେଇ ଦୁର୍ନୀତିକୁ ନେଇ ଆଜି ବଲାଙ୍ଗିର ନଗର କଂଗ୍ରେସ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି । ପୌର ପରିଷଦର ଅପାରଗତା ଓ ଦୁର୍ନୀତ ବିରୁଦ୍ଧରେ ଗର୍ଜିବା ସହିତ
Read More...

ମ.ରାମପୁର ବ୍ଲକ ସ୍ୱଚ୍ଛାଗ୍ରାହୀ ସଂଘ ଗଠିତ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ଜଳ ଓ ପରିମଳ ବିଭାଗର ସ୍ୱଚ୍ଛାଗ୍ରାହୀମାନଙ୍କ ଦ୍ୱାରା ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମ.ରାମପୁର ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମ ପଞ୍ଚାୟତର ସମସ୍ତ ସ୍ୱଚ୍ଛାଗ୍ରାହୀମାନଙ୍କ ଉପସ୍ଥିତିରେ ମ.ରାମପୁର ବ୍ଲକର
Read More...

ପୌର ପରିଷଦ ରାସ୍ତା ଜବର ଦଖଲ ଘଟଣା : ପୌର ନିର୍ବାହୀ ଅଧିକାରୀ ଓ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର କଦମପଡା ସ୍ଥିତ ଶାନ୍ତି ନଗର ଦେଇ ବିଷ୍ଣୁମୁଣ୍ଡା ବନ୍ଧକୁ ଯାଇଥିବା ରାସ୍ତାକୁ ପ୍ରକାଶ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ବେଆଇନ ଭାବେ ଜବର ଦଖଲ କରି ଗୋଦମ ଗୃହ ନିର୍ମାଣ କରିଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
Read More...

ଲଭଜିହାଦ ବିରୁଦ୍ଧରେ କଠୋର ଆଇନ ହେଉ – କୁସୁମ

ରାଉରକେଲା, (ସସ୍ମିତା ପ୍ରଧାନ) : ଦିନକୁ ଦିନ ଦେଶରେ ଲବଜିହାଦ ଘଟଣା ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବା ନିମନ୍ତେ କଠୋର ଆଇନ ତିଆରି କରିବାକୁ ଦାବୀ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ ନେତା ଶାନ୍ତନୁ କୁସୁମ । ଏହି ଅବସରରେ ଭିଏଚ୍‌ପି ନେତା ଶ୍ରୀ କୁସୁମ ଏକ ପ୍ରେସ ବିବୃତ୍ତିରେ
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ୩୦ ଅଭିଯୋଗ ଦରଖାସ୍ତ ଗ୍ରହଣତୁରନ୍ତ ସମାଧାନ ହେଲା ୫ ଅଭିଯୋଗ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡୁଙ୍ଗୁରିପାଲି ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ଓ
Read More...

ଜେଏସ୍‌ଏମ୍‌ ବାଣିଜ୍ୟ ମହାବିଦ୍ୟାଳୟର ସପ୍ତମ ଫାଉନଣ୍ଡେସନ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜେଏସ୍‌ଏମ ବାଣିଜ୍ୟ ମହାବିଦ୍ୟାଳୟ, ବଲାଙ୍ଗିରର ସପ୍ତମ ଫାଉନଣ୍ଡେସନ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ସି.ଏ ଶ୍ରୀକାନ୍ତ ଶର୍ମାଙ୍କ ତତ୍ତ୍ୱାବଧାନରେ ଫାଉନଣ୍ଡେସନ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ
Read More...

ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ମହୁଲ ପୋଚ ନଷ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହର ଉପକଣ୍ଠ ଖୁଜେନପାଲି ଗାଁରେ ବେଆଇନ ଭାବରେ ଦେଶୀମଦ ରନ୍ଧା ଯାଉଥିବା ଖବର ପାଇ ଅବକାରୀ ବିଭାଗ ଚଢାଉ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ରେଳୱେ ଲାଇନ କଡ ନିଛାଟିଆ ଜଙ୍ଗଲ ଭିତରେ ମହୁଲ ପୋଚରୁ ଦେଶୀ ରନ୍ଧାମଦ ତିଆରି କରି ବିକ୍ରି କରୁଥିଲେ ମଦ ମାଫିଆ
Read More...

ପାଗଳାବାବା ଆଶ୍ରମ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ତିନିଜଣ କଲେଜ ଛାତ୍ରୀ ଗୁରୁତର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମୁଣ୍ଡା ସ୍ଥିତ ଭାବନ୍ଧ ନିକଟ ପାଗଳାବାବା ଆଶ୍ରମ ସମ୍ମୁଖରେ ଗତକାଲି ଏକ ସଡ଼କ ଦୁର୍ଘଟଣା ଘଟି ତିନିଜଣ ସାଇକେଲ ଆରୋହୀ ଗୁରୁତର ହୋଇ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ସୂଚନା ଅନୁସାରେ ଏକ
Read More...