Yearly Archives

2022

ଭାଲୁ ଆକ୍ରମଣରେ ଚାଷୀ ମୃତ

ଅନୁଗୁଳ : ସମଲ ବ୍ୟାରେଜ ଥାନା ଅଞ୍ଚଳ ବୁଲାଝର ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଚାଷୀ ଜଣଙ୍କ ଜୟ ସାହୁ (୫୪) ବୋଲି ଜଣାପଡିଛି । ସୂଚନା ମୁତାବକ, ସୋମବାର ଅପରାହ୍ନ ସାଢେ ୩ଟା ବେଳେ ସମଲ ବ୍ୟାରେଜ ଥାନା ଅଞ୍ଚଳ ବୁଲାଝର ଗ୍ରାମରେ ଭାଲୁ ଆକ୍ରମଣରେ
Read More...

ବ୍ଲକସ୍ତରୀୟ ଅଭିଯୋଗ ଶୁଣାଣି ଶିବିର

ଝାରମୁଣ୍ଡା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଝାରମୁଣ୍ଡା ପଞ୍ଚାୟତରେ ସୋମବାର ବ୍ଲକସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଏସ୍‌ପି ନିତିନ କୁଶଲକର ଯୋଗ ଦେଇ ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ । ବିଭିନ୍ନ ପଞ୍ଚାୟତରୁ ଆସିଥିବା ଅଭିଯୋଗର
Read More...

ଏପ୍ରିଲ ୧ରୁ ହଟିବ ୧୫ ବର୍ଷରୁ ପୁରୁଣା ସରକାରୀ ଗାଡ଼ି : ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ : ୧୫ ବର୍ଷରୁ ପୁରୁଣା ସରକାରୀ ଗାଡ଼ି ରାସ୍ତାରୁ ହଟିଯିବ । ୨୦୨୩ ଏପ୍ରିଲ ୧ରୁ ଏହା କାର୍ଯ୍ୟକାରୀ ହେବ ବୋଲି ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରୁ ଜଣାପଡ଼ିଛି । ଏଥିସହିତ ଉଭୟ ନିଗମ ଏବଂ ପରିବହନ ଏଜେନ୍ସିଗୁଡ଼ିକ ୧୫ ବର୍ଷରୁ ଅଧିକ ପୁରୁଣା ବସ୍‌ ଏବଂ
Read More...

ହୋଟେଲ ଭିତରେ ପଶିଗଲା କମଳା ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ହୋଟେଲ କର୍ମଚାରୀ

ତେଲକୋଇ : ହୋଟେଲ ଭିତରେ ପଶିଗଲା କମଳା ବୋଝେଇ ଟ୍ରକ୍ । ଅଳ୍ପକେ ବର୍ତ୍ତିଗଲେ ହୋଟେଲ କର୍ମଚାରୀ । ତେଲକୋଇ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ଜଗମୋହନପୁର ଛକ ନିକଟରେ ଏଭଳି ଘଟଣା ଘଟିଛି । ସୂଚନାନୁଯାୟୀ, ସୋମବାର ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ରାୟପୁର ପଟୁ ଏକ କମଳା ବୋଝେଇ
Read More...

ଟ୍ରେନ୍‌ରେ ଚାପି ହୋଇ ବୃଦ୍ଧ ଗୁରୁତର

ଢେଙ୍କାନାଳ : ଢେଙ୍କାନାଳ ଶ୍ୟାମଚରଣପୁର ଷ୍ଟେସନରେ ଟ୍ରେନ୍‌ରେ ଚଢିବା ଗୋଡ ଖସି ଯିବାରୁ ଟ୍ରେନ୍‌ରେ ଚାପି ହୋଇ ବୃଦ୍ଧ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତରଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
Read More...

ପାଟଣାଗଡ ବସ୍‌ଷ୍ଟାଣ୍ଡରୁ ୧୨ ଶ୍ରମିକ ଉଦ୍ଧାର

ପାଟଣାଗଡ, (କେପିଏନ୍‌ଏସ୍‌) : ରାଜ୍ୟ ବାହାରକୁ ବେଆଇନ ଭାବେ ଚାଲାଣ ପାଇଁ ନିଆଯାଉଥିବା ୧୨ ଜଣ ଦାଦନ ଶ୍ରମିକଙ୍କୁ ପୁଲିସ ପାଟଣାଗଡ ବସ୍‌ଷ୍ଟାଣ୍ଡରୁ ଉଦ୍ଧାର କରିଥିବା ସୂଚନା ମିଳିଛି । ସେମାନଙ୍କୁ ଚାଲାଣ କରୁଥିବା ଅଭିଯୋଗରେ ମୁଣ୍ଡୋଦର୍ହ ଗାଁର ରତନ ବିଶ୍ୱାଳ ନାମକ ସର୍ଦ୍ଦାରଙ୍କୁ ପୁଲିସ
Read More...

ଭଦ୍ରକ ବାଲେଶ୍ଵର କୋ-ଅପରେଟିଭ ବ୍ୟାଙ୍କର ଉପସଭାପତି ହେଲେ ରଞ୍ଜିତା

ନୀଳଗିରି : ନୀଳଗିରି ନିର୍ବାଚନ ମଣ୍ଡଳୀ ଅଧିନ ମାଟିଆଳି ଲ୍ୟାମ୍ପ ଡିରେକଟର ରଂଜିତା ସିଂ ଭଦ୍ରକ ବାଲେଶ୍ଵର କୋପେରିଟିଭ ବ୍ୟାଙ୍କର ଉପ ସଭାପତି ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ଆଜି ଭଦ୍ରକ ବାଲେଶ୍ଵର କୋପେରିଟିଭ ବ୍ୟାଙ୍କର ସଭାପତି ଗଣେଷ ମହାପାତ୍ର, ୧୩ ନମ୍ବର ଜୋନର
Read More...

ଚୋରାମଦ ଜବତ, ୧ ଗିରଫ

ବୀରମହାରାଜପୁର : ବୀରମହାରାଜପୁର ଅବକାରୀ ବିଭାଗ ତରଫରୁ ବେଆଇନ ମଦ ରନ୍ଧା ହେଉଥିବା ସ୍ଥାନରେ ଚଢାଉ କରିଥିଲେ । ସୁବଲୟା ଥାନା ଖଣ୍ଡହତା ପଞ୍ଚାୟତ ଅନ୍ତର୍ହତ ଚୁବକାଦାଦର ଗ୍ରାମରୁ ମହୁଲ ପୋଚ ଓ ଚୋରା ଦେଶୀମଦ ଜବତ କରାଯାଇଛି । ଚୋରାମଦ ପ୍ରସ୍ତୁତିରେ ସଂପୃକ୍ତ ଉକ୍ତ ଗ୍ରାମର ଜଣେ
Read More...

ଘୋଡ଼ାଡିଆଁ ଗ୍ରାମରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ

ନିମବାହାଳି : ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଘୋଡାଡିଆଁ ଗ୍ରାମରେ ଶ୍ରୀ ଶ୍ରୀ ଅନନ୍ତ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହେଉଅଛି । ଏହି ଅବସରରେ ଜଗନ୍ନାଥ ମନ୍ଦିରରୁ ନିକଟସ୍ଥ ସରପା ଯୋର କୂଳକୁ କଳସ ଶୋଭାଯାତ୍ରା ବାହାରି ଥିଲା । ଗ୍ରାମର ୨୬୧ ଜଣ
Read More...

ପୂଜାରିଗୁଡା ନଦୀପଠାରୁ ନରକଙ୍କାଳ ଉଦ୍ଧାର

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନସ୍ଥ ମେକା ପଞ୍ଚାୟତ ନିକଟ ବତ ପୂଜାରୀ ଗୁଡା ନଦୀପଠାରୁ ରବିବାର ସନ୍ଧ୍ୟାରେ ଉଦ୍ଧାର ହୋଇଥିବା ନରକଙ୍କାଳର ପରିଚୟ ପୁଲିସ ଜାଣିବାକୁ ପାଇଛି । ସୂଚନା ଅନୁସାରେ ଗତ ମାସକ ତଳେ ପୂଜାରୀ ଗୁଡା ଗ୍ରାମର ଜଣେ ୪୫ବର୍ଷ ବୟସ୍କ ବ୍ୟକ୍ତି କେଉଁଆଡ଼େ
Read More...