Yearly Archives

2022

ପଦ୍ମପୁର ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀଙ୍କ ରୋଡ଼ ସୋ’ରେ ଯୋଗଦେଲେ ଓଡିଶା ପ୍ରଭାରୀ ଡ଼. ଏ ଚେଲ୍ଲାକୁମାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ପ୍ରଭାରୀ ସାଂସଦ ଡ. ଏ ଚେଲ୍ଲାକୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ପଦ୍ମପୁର ଉପନିର୍ବାଚନର କଂଗ୍ରେସ ପାର୍ଥୀ ସତ୍ୟ ଭୂଷଣ ସାହୁ ପ୍ରମୁଖ ନେତୃବୃନ୍ଦ ଗତକାଲି ପାଇକମାଳର ନୃସିଂହନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ସେଠାରୁ ଓଡିଶା
Read More...

ପଛୁଆ ବର୍ଗ ମୋର୍ଚ୍ଚା ନେତୃତ୍ୱରେ ଜିଲ୍ଲା ବ୍ୟାପି ଭାରତ ବନ୍ଦ ଡାକରା

ନୂଆପଡା, (ନିରାକାର ମେହେର) : ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଅଧ୍ୟକ୍ଷ ଚୌଧୁରୀ ବିକାଶ ପଟେଲଙ୍କ ଆହ୍ୱାନ କ୍ରମେ ନୂଆପଡା ଜିଲ୍ଲା ପଛୁଆ ବର୍ଗ ମୋର୍ଚ୍ଚା ନେତୃତ୍ୱରେ ଗତକାଲି ଜିଲ୍ଲା ବ୍ୟାପି ଭାରତ ବନ୍ଦ ଡାକରା ଦିଆଯାଇଛି । ଭାରତ ବର୍ଷରେ ପଛୁଆ ବର୍ଗ ଲୋକଙ୍କ ଜାତିଭିତ୍ତିକ ଜନଗଣନା
Read More...

ପ୍ରତାରଣା କଲା ମାଲିକ : ବାଛୁରୀ ଆଖିରେ ଲୁହ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ତ୍ରିବେଣୀ ମଠ ଛକ ପଡିଆରେ ବାଛୁରୀ ଟି ଜୀବନ ସହ ସଙ୍ଘର୍ଷ କରି ଛଟପଟ ହେଉଥିବା ବେଳେ ତା' ମାଲିକ ସ୍ୱାର୍ଥପର ଭାବେ ବାଛୁରୀ ଟିକୁ ଦେଖି ନଦେଖିଲା ଭଳି ଅଭିନୟ କରି ଛାଡି ଚାଲିଯାଇଛି । ସେହି ରାସ୍ତା ଦେଇ ଯାଉଥିବା କିଛି ସ୍ୱେଛାସେବୀ
Read More...

ଅଗ୍ନିକାଣ୍ଡ ଘଟି ଜଳିଗଲା ଦୁଇଟି ଘର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ପଂଚାୟତର ମଲାଡ଼ ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରାୟ ସାଢେ ସାତଟା ସମୟରେ ଅଗ୍ନିକାଣ୍ଡ ଘଟି ଦେଖୁ ଦେଖୁ ଡି. ଭାଗିରଥି ଓ ଡି. ରଘୁଙ୍କ ଦୁଇଟି ଚାଳଛପର ଘର ଜଳି ପୋଡି ପାଉଁଶ
Read More...

ଡିସେମ୍ବର ୨ରେ ଆସିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପଦ୍ମପୁର, (କେପିଏନ୍‌ଏସ୍‌) : ଆସନ୍ତା ଡିସେମ୍ବର ୨ ତାରିଖ ଦିନ ପଦ୍ମପୁର ଉପନିର୍ବାଚନରେ ପ୍ରଚାର ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ଦିନର ପଦ୍ମପୁର ଗସ୍ତରେ ଆସି ସଂପୃକ୍ତ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ପାଇକମାଳ, ଝାରବନ୍ଧ ଓ ପଦ୍ମପୁରରେ ଆୟୋଜିତ
Read More...

ବଲାଙ୍ଗିରରେ ରୋଗ ପ୍ରତିରୋଧକ ଔଷଧ ବ୍ୟବହାର ସଚେତନତା କର୍ମଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି କମିବା ସହିତ ବିଭିନ୍ନ ରୋଗରେ ପଡି ମୃତ୍ୟୁହାର ବଢୁଛି । ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ତଥା ଉଚିତ ମାତ୍ରାର ଆଣ୍ଟିବାୟୋଟିକ ଦେଇ
Read More...

ମନ କୀ ବାତ୍ କୁଇଜରେ ଅଂଶଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଆମନ୍ତ୍ରଣ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ କୀ ବାତ୍ କୁଇଜ୍ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଆମନ୍ତ୍ରଣ କରିଛନ୍ତି । ଏହି ପ୍ରଶ୍ନୋତ୍ତର ପ୍ରତିଯୋଗିତାରେ ବିଭିନ୍ନ ଗୋଷ୍ଠୀଭିତ୍ତିକ ପ୍ରୟାସ ସମେତ ସଦ୍ୟତମ ଅଧ୍ୟାୟର ବିଷୟବସ୍ତୁ ସ୍ଥାନ ପାଇବ । ପ୍ରଧାନମନ୍ତ୍ରୀ
Read More...

ପଦ୍ମପୁର ପାଇକମାଲରେ କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ ନିର୍ବାଚନୀ ପ୍ରଚାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୀର ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ବଂଶଜ ପଦ୍ମପୁରବାସୀଙ୍କୁ ଶାସକ ଦଳ ଲୋକ କିମ୍ବା ପ୍ରଲୋଭନ ଦେଖାଇ ପ୍ରଭାବିତ କରିପାରିବ ନାହିଁ ବୋଲି ବୁଧବାର ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ମାଣ୍ଡୋସିଲ ଓ ଅନେକ ସ୍ଥାନରେ ଦଳୀୟ ପ୍ରାର୍ଥୀ ପ୍ରଦୀପ
Read More...

ସମ୍ବାଦ ପ୍ରସାରଣରେ ଗତି ଅପେକ୍ଷା ସଠିକତା ଅଧିକ ଗୁରୁତ୍ୱପୂର୍ଣ୍ଣ : କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

• ପ୍ରାମାଣିକ ସମ୍ବାଦ ପରିବେଷଣ ପ୍ରତି ଯୋଗାଯୋଗକାରୀମାନେ ଧ୍ୟାନ ଦେବା ଉଚିତ : କେନ୍ଦ୍ର ମନ୍ତ୍ରୀ• ଦାୟିତ୍ବସମ୍ପର୍ଣ୍ଣ ଗଣମାଧ୍ୟମ ପ୍ରତିଷ୍ଠାନ ପାଇଁ ଜନତାଙ୍କ ବିଶ୍ବାସ ବଜାୟ ରଖିବା ମାର୍ଗଦର୍ଶୀ ସିଦ୍ଧାନ୍ତ ହେବା ଆବଶ୍ୟକ : ଶ୍ରୀ ଠାକୁର ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସୂଚନା ଓ
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଫୁଡ୍ କୋର୍ଟ ଉଦ୍‌ଘାଟିତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଚକ୍ରତୀର୍ଥ ରୋଡ ସ୍ଥିତ ୟୁଥ ହଷ୍ଟେଲ ନିକଟରେ ପର୍ଯ୍ୟଟନ ବିଭାଗ ସହାୟତାରେ ଏସଏସ କନସୋରିଟିୟମର ଭିବ୍ରାନ୍ସ ନାମରେ ଏକ ଫୁଡ କୋର୍ଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି । ପୁରୀ ଧାର୍ମିକ ଓ
Read More...