Yearly Archives

2022

ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ୧୭ତମ ବାର୍ଷିକୋତ୍ସବ ଓ ଆଲୋଚନାଚକ୍ର

ଯେଉଁ ସମାଜର ଲୋକେ ସଚେତନ, ସେ ସମାଜ ସେତେ ଉନ୍ନତ : ସାରଦା ରାଉରକେଲା, (ସସ୍ମିତା ପ୍ରଧାନ) : ଯେଉଁ ସମାଜର ଲୋକେ ସଚେତନ, ସେ ସମାଜ ସେତେ ଉନ୍ନତ । ସାମ୍ବାଦିକତା ଓ ସମ୍ବାଦପତ୍ର ନିରପେକ୍ଷ ହେଲେ ସୁସ୍ଥ ସମାଜ ଗଠନ ହୋଇ ପାରିବ ବୋଲି ଅତିଥିମାନେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର
Read More...

ଭୁଜାଲି ଦେଖାଇ ଟଙ୍କା ଲୁଟ୍‌ ଅଭିଯୋଗ

ଅନୁଗୁଳ : ଭୁଜାଲି ଦେଖାଇ ୩ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଅନୁଗୁଳ ଜିଲ୍ଲା ପାଳଲହଡା ଥାନା ଠାରୁ ମାତ୍ର ୫୦ ମିଟର ଦୂରରେ ଲୁଟ୍ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଗ୍ରାହକ ସେବା କେନ୍ଦ୍ର କରି ଆନନ୍ଦ ସୁନାର ଲୋକଙ୍କୁ ବ୍ୟାଙ୍କ ସେବା ଯୋଗାଇ ଆସୁଥିଲେ । ଗତକାଲି ଆନନ୍ଦ
Read More...

ବ୍ରାଉନସୁଗାର ଜବତ, ୨ ଯୁବକ ଗିରଫ

ପୁରୀ : ପୁରୀରୁ ବ୍ରାଉନସୁଗାର ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଆଜି ଅବକାରୀ ବିଭାଗର ସ୍କ୍ୱାର୍ଡ ପୁରୀର ଗଙ୍ଗାରାମ ନୂଆସାହିରୁ ୧୬୪ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ମାମଲାରେ ନୂଆସାହିର ୨ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ୨ ଯୁବକଙ୍କ ବୟସ ୧୮ ବର୍ଷ ହେବ ।
Read More...

ଦେଓଗାଁ ସାହୁପଡ଼ାର ୨୪ ପ୍ରହରୀ ନାମଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ କଛାରପାଲି, ସାହୁପଡ଼ା ପ୍ରଗତୀ ଯୁବକ ସଂଘର ସଭାକକ୍ଷରେ ପୂର୍ବତନ ସଭାପତି ସାଧୁ ଚରଣ ସାହୁଙ୍କ ସଭାପତିତ୍ୱରେ ଶନିବାର ରାତିରେ ଏକ ବୈଠକ ଅନୁ‌ଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅନୁ‌ଷ୍ଠାନର ପୂର୍ବତନ ସମ୍ପାଦକ ଅନନ୍ତ ସାହୁ ସଭାର ଉଦ୍ଦେଶ୍ୟ
Read More...

ବୁଢାରଜା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ବୋର୍ଡା ଦଳ ଚାମ୍ପିଆନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚାନ୍ଦୋତରା ଗ୍ରାମର ଖେଳପଡ଼ିଆ ଠାରେ ଚାଲିଥିବା ବୁଢାରଜା ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୮ ଗୋଟି ଦଳ ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ବୋର୍ଡା ଓ
Read More...

ବାରବାଟୀରେ ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ପାଇଁ ଚାଲିଛି ପ୍ରସ୍ତୁତି : ୨୫ ସୁଦ୍ଧା ଶେଷ ହେବ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ

କଟକ : ଜାନୁଆରୀ ୧୩ ତାରିଖରୁ ଭୁବନେଶ୍ୱର ଓ ରାଉରକେଲାରେ ପୁରୁଷ ହକି ବିଶ୍ୱ କପ୍‌ ଆରମ୍ଭ ହେବ । ଏହାର ଉଦ୍‌ଘାଟନୀ ଉତ୍ସବ ସାରା ରାଜ୍ୟରେ ପାଳନ କରିବାକୁ ସରକାର ଯୋଜନା କରଛନ୍ତି । ୫ଟି ମହାନଗରୀରେ ହକି ବିଶ୍ୱକପ୍‌ ଉତ୍ସବ ପାଳନ ହେବ । ଏହି ୫ଟି ସହର ହେଉଛି କଟକ, ଭୁବନେଶ୍ୱର, ରାଉରକେଲା,
Read More...

ହେଲିକପ୍ଟର ପାଇଲଟ ଟ୍ରେନିଂରେ ପ୍ରଥମ ଅନୁଗୁଳ ମାଟିର ପୁଅ ସତୀଶରାଜ

ଅନୁଗୁଳ, (ଆର୍ତ୍ତତ୍ରାଣ ପାଣି) : ଭାରତୀୟ ନୌସେନାରେ ଯୁବ ଲେପ୍ଟନାଣ୍ଟ୍‌ ଅଫିସର୍‌ ଭାବେ କାର୍ଯ୍ୟରତ ଅନୁଗୁଳ ହେମସୁରପଡ଼ାର ସତୀଶରାଜ ପ୍ରଧାନ ତାମିଲନାଡୁର ଆଇଏନ୍‌ଏସ୍‌ ରାଜାଲି ନାଭାଲ ଏୟାର୍‌ ଷ୍ଟେସନରେ ୯୯ ଏଚ୍‌ସିସି କୋର୍ସର ଦୀକ୍ଷାନ୍ତ ସମୋରାହରେ ସମ୍ମାନିତ ହୋଇଛନ୍ତି । ଶୁକ୍ରବାର
Read More...

ରସୁଲଗଡ ଓଭରବ୍ରିଜରେ ଜଳିଗଲା କାର୍, ଅଳ୍ପକେ ବର୍ତ୍ତିଲେ ୨ ଯାତ୍ରୀ

ଭୁବନେଶ୍ୱର, (କେପିଏନଏସ୍‌) : ଭୁବନେଶ୍ୱର ରସୁଲଗଡ ଓଭରବ୍ରିଜ୍ ଉପରେ ଜଳିଗଲା ଚଳନ୍ତା କାର୍ । ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବିଭାଗ । କଟକ ପଟରୁ କାରଟି ଆସୁଥିବା ସମୟରେ ଜଳି ଯାଇଥିବା ଜଣାପଡିଛି । ତେବେ ୨ ଯାତ୍ରୀ ଏଥିରେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ।
Read More...

ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ସୁଖବିନ୍ଦର ସିଂ ସୁଖୁ

ସାରା ଦେଶରେ ପରିବର୍ତ୍ତନ ଆଣିବ ହିମାଚଳର ପରିଣାମ : ସୁଖବିନ୍ଦର ସିଂ ସୁଖୁ ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ସୁଖବିନ୍ଦର ସିଂ ସୁଖୁ । ରାଜ୍ୟପାଳ ରାଜେନ୍ଦ୍ର ବିଶ୍ଵନାଥ ଆର୍ଲେକର ଶପଥ ପାଠ କରାଇଛନ୍ତି । ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ ମୁକେଶ
Read More...

ସ୍କୁଲ କୋଠରୀରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍କୁଲ କୋଠରୀରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ । ସ୍କୁଲ ମାଲିକଙ୍କ ସମେତ ମଦ ମାଫିଆ ଗିରଫ । ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ ସ୍ଥିତ ଫୁଲଝରରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଏକ ଘରୋଇ ସ୍କୁଲ କୋଠାରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ
Read More...