tur
Daily Archives

ବିଆରଜି ପ୍ଳାଣ୍ଟରୁ ଚୋରି ଉଦ୍ୟମ ବେଳେ ଧରା ପଡ଼ିଲେ ୨ ଦୁର୍ବୃତ୍ତ

ନିମବାହାଳି : ବିଆରଜି ପ୍ଳାଣ୍ଟରୁ ଚୋରି ଉଦ୍ୟମ ବେଳେ ଧରା ପଡ଼ିଲେ ଦୁଇ ଜଣ ଦୁର୍ବୃତ୍ତ । ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା କୁରୁଣ୍ଟିରେ ଥିବା ବିଆରଜି ପ୍ଳାଣ୍ଟରୁ ଏପରି ଚୋରି ଉଦ୍ୟମ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଉତ୍ତର ପ୍ରଦେଶ ରାଜ୍ୟର ଜଲନ୍ନା
Read More...

ଓଏସଏପି(୮) ଅଷ୍ଟମ ବଟାଲିୟନ ରାମଚଣ୍ଡୀ ଶକ୍ତିପୀଠରେ ସ୍ଵଚ୍ଛ ପରିମଳ ଅଭିଯାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ କରପଡା ପଞ୍ଚାୟତରେ ରହିଥିବା ପ୍ରସିଦ୍ଧ ମା' ରାମଚଣ୍ଡୀ ଶକ୍ତିପୀଠକୁ ସୁନ୍ଦର କରିବା ପ୍ରୟାସରେ ଛତ୍ରପୁର ଓଏସଏପି ଅଷ୍ଟମ ବାଟାଲିୟନ ତରଫରୁ ସ୍ଵଚ୍ଛ ପରିମଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଠାରେ ବାଟାଲିୟନର ସମସ୍ତ ଅଫିସର ଠାରୁ
Read More...

ବଲାଙ୍ଗିର ମଣ୍ଡଳସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିବତଲା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ସଦର ବ୍ଲକ ଓ ମ୍ୟୁନିସିପାଲଟିରୁ ମୋଟ ୧୩୫ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଉକ୍ତ ମେଳାରେ ବଲାଙ୍ଗିର ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ସୁନା,
Read More...

ଓକିଲଙ୍କ ଆନ୍ଦୋଳନ

ଗଜାନନ ମିଶ୍ର ଅଦାଲତର କାର୍ଯ୍ୟରେ କେହି ବାଧା ସୃଷ୍ଟିକାରୀ ହୋଇ ପାରିବେ ନାହିଁ । ଓକିଲଙ୍କ ଆନ୍ଦୋଳନକୁ ନେଇ ଏପରି ଅସନ୍ତୋଷ ଓ କଡା ଆଭିମୁଖ୍ୟ ପ୍ରକାଶ କରିଛନ୍ତି ଉଚ୍ଚତମ ନ୍ୟାୟାଳୟ । ଏଇଟା ସତ ଯେ ଗଣତାନ୍ତ୍ରିକ ବ୍ୟବସ୍ଥାରେ କେହି ନ୍ୟାୟପାଳିକାକୁ ଅସମ୍ମାନ କରି ପାରିବେ ନାହିଁ କି
Read More...

ରାୟଗଡ଼ାରେ ଅପରେସନ ଗ୍ରୀନ୍ କ୍ଲିନ୍ : ଗଞ୍ଜେଇ ଚାଷ ନଷ୍ଟ କଲା ଅବକାରୀ ବିଭାଗ

ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲାର ଅପରେସନ ଗ୍ରୀନ୍ କ୍ଲିନ୍ ଦ୍ୱାରା ଜିଲ୍ଲାପାଳ ଓ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ବେଆଇନ ଭାବେ ଲାଗିଥିବା ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଥିବା ଜଣାପଡିଛି । ପଦ୍ମପୁର ଥାନା ଅନ୍ତର୍ଗତ ନୂଆଗାଁ, ଗୁଡାରି ଥାନା ଅନ୍ତର୍ଗତ ବୁରୁଣ୍ଡି ଓ
Read More...

ମୁଖ୍ୟମନ୍ତ୍ରୀଙ୍କ କୃଷି ଉଦ୍ୟୋଗ ଯୋଜନାରେ ଚାଷୀକୁଳ ଅଧିକ ଲାଭବାନ ହୋଇପାରିବେ – ଜିଲ୍ଲାପାଳ

• ହିଞ୍ଜିଳିକାଟୁ ବ୍ଲକ କୃଷି ଉଦ୍ୟୋଗର ବିକାଶ ଦିଗରେ ବୈଷୟିକ ଦଳଙ୍କ ବୈଠକ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର କୃଷି ଉଦ୍ୟୋଗ ଗୁଡିକର ବିକାଶ ହୋଇପାରିଲେ କୃଷିର ଉନ୍ନତି ହେବା ସହିତ ଅଣ-୯ ଧାନଚାଷ ନିମନ୍ତେ ସମସ୍ତ ବ୍ୟବସ୍ଥା ହୋଇପାରିଲେ, ଚାଷୀକୁଳ ଅଧିକ
Read More...

ସଂଯୋଗ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ମାଗଣା ଚିକିତ୍ସା ଶିବିର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସଂଯୋଗ ସ୍ୱେଚ୍ଛାସେବୀ ସଂଗଠନ ଚାକୁଣ୍ଡାପଲୀ ଓ ଇକୋସ୍ ଚକ୍ଷୁ ଚିକିତ୍ସାଳୟ ବ୍ରହ୍ମପୁରର ମିଳିତ ଅନୁକୂଲ୍ୟରେ ସୋମବାର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଆଗଝୋଳ ଠାରେ ସକାଳ ୯.୦୦ ଘଣ୍ଟା ଠାରୁ ଦିବା ୧.୦୦ ପର୍ଯ୍ୟନ୍ତ ଏକ ଦିନିକିଆ
Read More...

ପ୍ରଭୁ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟୋମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନିକିଆ ତାଳଚେର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ତାଳଚେର ବ୍ଲକ ଗୁରୁଜାଙ୍ଗ ଗ୍ରାମରେ ପ୍ରଭୁ ହନୁମାନଙ୍କର ନୂତନ ବିଗ୍ରହ ପ୍ରତିଷ୍ଠା
Read More...