Daily Archives

ବାହାର ରାଜ୍ୟକୁ ଚାଲାଣ ବେଳେ ରେଲୱେ ଜଙ୍କସନରୁ ୨୫ ଜଣ ଦାଦନ ଶ୍ରମିକ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ରେଲୱେ ଜଙ୍କସନରୁ ବାହାର ରାଜ୍ୟକୁ ଚାଲାଣ ବେଳେ ୨୫ ଜଣ ଦାଦନ ଶ୍ରମିକଙ୍କୁ ରେଳବାଇ ସୁରକ୍ଷା ବଳ ଉଦ୍ଧାର କରିଥିବା ନେଇ ଖବର ମିଳିଛି । ଉଦ୍ଧାର ଦାଦନ ଶ୍ରମିକମାନେ ବିଜୟୱାଡା ଓ ବିଶାଖାପାଟଣା ଯାଉଥିବା ଜଣାପଡ଼ିଛି । ଖବର ପାଇ ଶ୍ରମ ବିଭାଗ ଆରପିଏଫ
Read More...

ଜିପିଡ଼ିପି ପାଇଁ ଜନ ଯୋଜନା ଅଭିଯାନ କର୍ମଶାଳା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ଗୁଡିକ ଲୋକାଭିମୁଖୀ ଓ ସାମାଜିକ ନ୍ୟାୟ, ଆର୍ଥିକ ବିକାଶ, ଜନ ଉପଯୋଗୀ ଯୋଜନା ପ୍ରସ୍ତୁତି କରବା ନେଇ ଶନିବାର ଡେଲାଙ୍ଗ ପଞ୍ଚାୟତ ସମିତି କାର୍ୟ୍ୟାଳୟ ସ୍ଥିତ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ଜନ ଯୋଜନା ଅଭିଯାନ
Read More...

ବିଶ୍ଵ ଭିନ୍ନକ୍ଷମ ଦିବସ ଉପଲକ୍ଷେ ମାହେଶ୍ଵରୀ ସଙ୍ଗଠନ ପକ୍ଷରୁ ନିଆରା ପ୍ରୟାସ

ଭିନ୍ନକ୍ଷମଙ୍କ ଘରକୁ ଯାଇ ଶୁଭେଚ୍ଛା ଜଣାଇଲେ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାହେଶ୍ଵରୀ ଅନୁଷ୍ଠାନ ପକ୍ଷରୁ ଏକ ନିଆରା ଢଙ୍ଗରେ ଭିନ୍ନକ୍ଷମମାନଙ୍କ ସହ ମିଶି ସୁଖ ଦୁଃଖର କଥା ଆଲୋଚନା କରି ନିଆରା ପ୍ରୟାସ କରିଛନ୍ତି । ନିଜର ମନକୁ ଦୁର୍ବଳ ନ ଭାବି ସାମାଜିକ କାର୍ଯ୍ୟରେ ଜଡିତ
Read More...

ରାସ୍ତା ନିର୍ମାଣ କାର୍ଯ୍ୟ ବିଳମ୍ବ, ବଢୁଛି ଜନ ଅସନ୍ତୋଷ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଦିଗହରା । ଏହି ବ୍ଲକ ଅନ୍ତର୍ଗତ କୁଶପଲି ଠାରୁ ଆରମ୍ଭ କରି ସନ୍ତୋଷପୁର ପର୍ଯ୍ୟନ୍ତ ଭୟାମଲାଡ଼ ଓ ବରୋଦା ଦେଇ ହେଉଥିବା ରାସ୍ତା ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଦେଖିବାକୁ ମିଳିଛି । ଫଳରେ
Read More...

ବିଫଳତାର ସୋପାନରେ ସଫଳତାର ସ୍ପନ୍ଦନ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ସେ ନିଜେ ନିଜର ଇତିହାସକୁ କହିଥାନ୍ତି, 'ବିଫଳତାର ସୋପାନରେ ସଫଳତାର ସ୍ପନ୍ଦନ'।କଣ୍ଟାବାଞ୍ଜି ମାଟିରେ ପଲ୍ଲବିତ ଏଇ ମଣିଷ ମେଟ୍ରିକ ପାସ କଲାପରେ ମହାବିଦ୍ୟାଳୟରେ ପାଦ ପକାଇବାର ସୁଯୋଗ ପାଇ ନଥିଲେ ସୁଦ୍ଧା ସମୟଚକ୍ରରେ ଗୋଟିଏ ପରେ ଗୋଟିଏ ଏପରି ନଅ ଗୋଟି
Read More...

ଦାବୀ ପୂରଣ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବେ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ

ଲୋଇସିଂହା, (କେପିଏନ୍‌ଏସ୍‌) : ଓଡିଶା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ତୃଣମୂଳ ସ୍ତରରେ କାର୍ଯ୍ୟରତ ପ୍ରାୟ ୨୦ ହଜାର ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ଦୀର୍ଘଦିନ ଧରି ସେମାନଙ୍କ ନ୍ୟାଯ୍ୟ ଦାବୀରୁ ବଞ୍ଚିତ ରହିଛନ୍ତି । ପ୍ରତି ସରକାରୀ କର୍ମଚାରୀ ନିଜ ଚାକିରି
Read More...

ସ୍ତ୍ରୀ ପାଇଁ ସ୍ୱାମୀକୁ କୋର୍ଟ ଚାଲାଣ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ବିରିପୁର ଗ୍ରାମର ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ଯୌତୁକ ନିର୍ଯ୍ୟାତନା ଅଭିଯୋଗରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ପତ୍ନୀ ସୁଫଳା ଦାସ ଯୌତୁକ ଜନିତ ନିର୍ଯ୍ୟାତନା ସହିନପାରି ଗଞ୍ଜାମ ଥାନାରେ ଅଭିଯୋଗ କରିଥିଲେ ।
Read More...

ମିଶନ ଶକ୍ତି ବିଭାଗ ଦ୍ୱାରା ଜିଲ୍ଲାର ରାଧାକୃଷ୍ଣ ମହିଳା ସ୍ୱୟଂ ସହାୟକ ଓ ସୀତାରାମ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଓଡିଶା କନକ୍ଲେଭ୍‌ ୨୦୨୨ ତା.୩୦ ନଭେମ୍ବରରୁ ତା.୦୪ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ଚାଲୁଥିବା ବେଳେ ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ରାଧାକୃଷ୍ଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅଭିନବ ରୋଜଗାରଭିତ୍ତିକ ନିଦର୍ଶନ ସ୍ୱରୂପ ମିଶନ ଶକ୍ତି ବିଭାଗ ଓଡିଶା
Read More...

ସର୍ବ ଭାରତୀୟ ବ୍ୟଙ୍ଗଚିତ୍ର ପ୍ରତିଯୋଗିତାରେ ଅବନୀ ପୁରସ୍କୃତ

କର୍ଣ୍ଣାଟକର : କର୍ଣ୍ଣାଟକର କୁଣ୍ଡାପୁର ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବ୍ୟଙ୍ଗଚିତ୍ର ମହୋତ୍ସବ ‘କାର୍ଟୁନୁ ହବ୍ୱା’ ନଭେମ୍ବର ୨୩ ଓ ୨୭ ପର୍ଯ୍ୟନ୍ତ ଆୟୋଜିତ ହୋଇଯାଇଛି । ଏହି ଉପଲକ୍ଷେ ଏକ ସର୍ବଭାରତୀୟ ବ୍ୟଙ୍ଗଚିତ୍ର ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି ସମ୍ମାନଜନକ
Read More...

ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ତେନ୍ତୁଳିଖୁଣ୍ଟି ବ୍ଲକ ଗସ୍ତ

ତେନ୍ତୁଳିଖୁଣ୍ଟି : ନବରଙ୍ଗପୁର ଜିଲ୍ଲାର ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅନନ୍ୟା ଦାସ ଆଜି ତେନ୍ତୁଳିଖୁଣ୍ଟି ବ୍ଲକ ଗସ୍ତ କରିଛନ୍ତି । ଏହି ଅବସରରେ ସେ ତେନ୍ତୁଳିଖୁଣ୍ଟି, ଦିଗି, ପୂଜାରୀଗୁଡା, ଅଞ୍ଚଳ ଗୁମା, ପାତ୍ରପୁଟ, କାମତା, କଂଗରା, କୁକୁଡ଼ାବାଇ ପଞ୍ଚାୟତକୁ ଗସ୍ତ କରିଛନ୍ତି
Read More...