Daily Archives

ମୁରିବାହାଲରେ ଯୋଗାଣ ବିଭାଗର ଚଢ଼ାଉ, ଧାନ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ଅନ୍ତର୍ଗତ ଲଖନା ପଞ୍ଚାୟତର ନୂଆପଡା ଗାଁରେ ବଲାଙ୍ଗିର ଯୋଗାଣ ବିଭାଗ ତରଫରୁ ଚଢାଉ କରାଯାଇଥିବା ଜଣାପଡିଛି । ଦିଲ୍ଲୀପ ଦାସ ନାମକ ଜଣେ ବ୍ୟକ୍ତିଙ୍କ ଗୋଦାମରେ ପ୍ରାୟ ୨୦୦୦ ବସ୍ତାରୁ ଅଧିକ ବସ୍ତା ଧାନ ବେଆଇନ ଭାବରେ ଗଚ୍ଛିତ ଥିବା ଦେଖାଯାଇଛି
Read More...

ପଞ୍ଚାୟତ ଭବନ ଓ କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ

ବ୍ରହ୍ମଗିରି : ବ୍ରହ୍ମଗିରି ବ୍ଲକ ଘଟକୂଦି ପଞ୍ଚାୟତରେ ପୂର୍ବତନ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମାଙ୍କ କରକମଳରେ ପଞ୍ଚାୟତ ଭବନ ଓ କଲ୍ୟାଣ ମଣ୍ଡପ, ଘଟକୂଦି ସେତୁ ଛକରୁ ଚାଇଗେଣିଆ ଗ୍ରାମ ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ରତ୍ନଚିରା ଡାହାଣ
Read More...

ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସରେ ଜିଲ୍ଲା ଦିବ୍ୟାଙ୍ଗ ସାଧନ କେନ୍ଦ୍ର ଉଦ୍‌ଘାଟିତ

ମାଲକାନଗିରି : ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ମାଲକାନଗିରି ଜିଲ୍ଲାରେ ଦିବ୍ୟାଙ୍ଗ ସାଧନ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ମାଲକାନଗିରି ଜିଲ୍ଲା ସଦର ମହକୁମା ରୁଙ୍କୁଣିଗୁଡାଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଜିଲ୍ଲା ଦିବ୍ୟାଙ୍ଗ
Read More...

୨୫କେଜି ଗଞ୍ଜେଇ ଜବତ, ୧ ଗିରଫ

ମନମୁଣ୍ଡା : ମନମୁଣ୍ଡା ପୁଲିସ ପକ୍ଷରୁ ପ୍ରାୟ ୨୫.୪୦୦କେଜି ଗଞ୍ଜେଇ ଜବତ କରାଯିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ମନମୁଣ୍ଡା ଥାନା କସୁରବନ୍ଧ ପଞ୍ଚାୟତ ସାନଡୁଙ୍ଗୁରିପାଲି ଗ୍ରାମର ଭୂଷଣ ଗରିଆ(୩୩) ବୋଲି ଜାଣିବାକୁ ମିଳିଛି । ସୂଚନା ଅନୁଯାୟୀ ଶଗଡା ଫାଣ୍ଡି ଅଧିକାରୀ
Read More...

ମେକ୍‌ ଇନ ଓଡିଶା ମିଶନ ଶକ୍ତି ଉଦ୍ୟୋଗୀ ସମାବେଶରେ ଆଦିବାସୀ ଅଧ୍ୟୁଷିତ କାଲିମେଳାର ମହିଳା ପୁରସ୍କୃତ

ମାଲକାନଗିରି : ମେକ ଇନ ଓଡିଶା ମିଶନ ଶକ୍ତି ଉଦ୍ୟୋଗୀ ସମାବେଶରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅଞ୍ଚଳରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ପୁରସ୍କୃତ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବେନେଶ୍ୱର ଜନତା ମୈଦାନ ଠାରେ ମେକ ଇନ
Read More...

ଆଇରନ୍ ବୋଝେଇ ଟ୍ରକ୍ ଲୁଟ୍ ଘଟଣା : ୨ ଲୁଟେରା ଗିରଫ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଇରନ୍ ବୋଝେଇ ଟ୍ରକ୍‌ର ଚାଳକଙ୍କୁ ମାଡ଼ପିଟ୍ କରିବା ସହ ତାଙ୍କ ପାଖରୁ ନଗଦ ଟଙ୍କା ଓ ଚାଲାନ୍ କାଗଜପତ୍ର ଏବଂ ଟ୍ରକ୍ ଲୁଟି ନେବା ଘଟଣାରେ ଲାଠିକଟା ଥାନା ପୁଲିସ୍ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ଜଣ ହେଲେ ସାରନଗରୀ ଅଞ୍ଚଳର । ସେମାନଙ୍କ ପାଖରୁ
Read More...

ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସାଧନ କେନ୍ଦ୍ର ଉଦ୍‌ଘାଟନ ସହ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ ଯଥା ସ୍ପିଚ ଥେରାପୀ, ଫିଜିଓ ଥେରାପୀ, ସ୍ପଳ୍ପ ଦୃଷ୍ଟିହୀନ ତଥା ଅନ୍ୟାନ୍ୟ ବର୍ଗର ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଧିଷ୍ଟ ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସାଧନ କେନ୍ଦ୍ର, ସମଗ୍ର
Read More...

ଉତ୍କଳ ବାଳାଶ୍ରମରେ ତାଲୁକ ଆଇନ ସହାୟତା କମିଟି ଦ୍ୱାରା ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସ୍ଥିତ ଉତ୍କଳ ବାଳାଶ୍ରମରେ ଶନିବାର ସଂଧ୍ୟାରେ ଏକ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ବାଳାଶ୍ରମର ୧୪ଜଣ ଅନ୍ତେବାସୀଙ୍କୁ ବିଭିନ୍ନ ପ୍ରକାର ଭିନ୍ନକ୍ଷମତା ଉପରେ ସଚେତନ କରାଯାଇଥିଲା । ଏହି
Read More...

ଶ୍ରୀ ଶ୍ରୀ ରାମେଶ୍ୱର ମହାଦେବଙ୍କ ୯ମ ବାର୍ଷିକ ଉତ୍ସବ ଓ ରୁଦ୍ର ମହାଯଜ୍ଞ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ସ୍ଥିତ ନେହେରୁ ପଲ୍ଲୀ ସ୍ଥିତ ଶ୍ରୀ ଶ୍ରୀ ରାମେଶ୍ୱର ମହାଦେବଙ୍କ ନବମ ବାର୍ଷିକୋତ୍ସବ ଓ ରୁଦ୍ର ମହାଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଯଜ୍ଞ ସମ୍ପାଦନ ପାଇଁ ପୁରୀରୁ ସପ୍ତମୂର୍ତ୍ତି ବ୍ରାହ୍ମଣ ମଣ୍ଡଳୀ ଉପସ୍ଥିତ ରହି ଯଜ୍ଞ କର୍ମ
Read More...