ଭୟାବହ ସଡକ ଦୁର୍ଘଟଣା : ବାଇକ୍କୁ ପିଟିଲା କାର୍, ପୋଲ ତଳକୁ ଛିଟ୍କି ପଡ଼ିଲେ ଦମ୍ପତି
ଭୁବନେଶ୍ୱର, (କେପିଏନ୍ଏସ୍) : ରସୁଲଗଡ଼ ଓଭରବ୍ରିଜ୍ ଉପରେ ଏକ ଭୟାବହ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଘଟଣାରେ ଏକ ଦମ୍ପତ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଦମ୍ପତିଙ୍କ ଘର କଟକରେ । କିନ୍ତୁ ସେମାନେ ଫୁଲନଖରା ପାଖରେ ଭଡ଼ାଘରେ ରହୁଛନ୍ତି । କୌଣସି ଏକ କାମରେ!-->…
Read More...
Read More...