Monthly Archives

September 2022

ଜିଲ୍ଲା ବିଜେପିର ସେବା ପକ୍ଷ ଅନ୍ତର୍ଗତ ରକ୍ତଦାନ ଶିବିର

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଯୁବମୋର୍ଚ୍ଚା ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଜିଲ୍ଲା ସଦର ମହକୁମା ଡାକ୍ତରଖାନା ବ୍ଲଡ଼ ବ୍ୟାଙ୍କ ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ତମ ଜନ୍ମତିଥି ପାଳନ ଅବସରରେ ସେବା ପକ୍ଷର ପ୍ରଥମ ଦିନରେ
Read More...

ବୌଦ୍ଧରେ ବିକାଶ ଦିବସ ପାଳିତ

ବୌଦ୍ଧ, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟର ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜିଲ୍ଲାସ୍ତରୀୟ ବିକାଶ ଦିବସ ପାଳିତ ହୋଇଯାଇଛି । ବୌଦ୍ଧ ନେହେରୁ ଯୁବ କେନ୍ଦ୍ର ତରଫରୁ ପ୍ରଥମେ ଜାମପାଲିରେ
Read More...

+୩ ନାମଲେଖା : ଦ୍ୱିତୀୟ ପର୍ଯ୍ୟାୟରେ ୩୯,୮୮୪ ଜଣ ମନୋନୀତ

ଭୁବ‌ନେଶ୍ୱର : ରାଜ୍ୟରେ ଡିଗ୍ରୀ କଲେଜଗୁଡ଼ିକରେ ଯୁକ୍ତ ୩ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି । ଏହି ପର୍ଯ୍ୟାୟରେ ୩୯,୮୮୪ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୨୧,୧୬୫ ଜଣ ଛାତ୍ରୀ ଥିବା ବେଳେ ୧୮,୭୧୭ ଛାତ୍ର ଏବଂ ୨ କିନ୍ନର ରହିଛନ୍ତି ।
Read More...

ବୌଦ୍ଧ ପଂଚାୟତ ମହାବିଦ୍ୟାଳୟରେ ଆଲୋଚନାଚକ୍ର

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ଏବଂ ଇକୋ କ୍ଲବ ତରଫରୁ ବିଶ୍ୱ ଓଜୋନ ଦିବସ ଅବସରରେ 'ବିଶ୍ୱ ସୁରକ୍ଷାରେ ଓଜୋନ ବଳୟର ଭୂମିକା' ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି । ଏହି ଆଲୋଚନା ଚକ୍ରକୁ ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ତଥା ବୌଦ୍ଧ
Read More...

ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ, (କେପିଏନ୍‌ଏସ୍‌) : ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ୱାରା ବୌଦ୍ଧ ଓଡ଼ିଶା ଆଦର୍ଶ ବିଦ୍ୟାଳୟଠାରେ ମହିଳାମାନଙ୍କ ସୁରକ୍ଷା ପାଇଁ ଥିବା ବିଭିନ୍ନ ଆଇନ ଏବଂ ଯୋଜନା ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଜିଲ୍ଲାର ମୁଖ୍ୟ ଦଣ୍ଡାଧିଶ ଅଧିକାରୀ ଅଧକ୍ଷତା
Read More...

ପର୍ଯ୍ୟବେକ୍ଷଣ ଗୃହ ପରିଦର୍ଶନ କଲେ ଜିଲ୍ଲାପାଳ

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବୃନ୍ଦାବନ ଗ୍ରାମସ୍ଥିତ ନିର୍ମାଣାଧିନ ପର୍ଯ୍ୟବେକ୍ଷଣ ଓ ନିରୀକ୍ଷଣ ଗୃହ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ପରିଦର୍ଶନ କରିଛନ୍ତି । ତାଙ୍କ ସହିତ ଉପଜିଲ୍ଲାପାଳ ସନତ କୁମାର ନାଏକ, ଅଧିକ୍ଷଣ ଯନ୍ତ୍ରୀ ପୁର୍ତ୍ତ ବିଭାଗ ପ୍ରଭାତ ଦାଶ ଓ
Read More...

ଚୌଦ୍ୱାରରେ ବିଶ୍ୱକର୍ମା ପୂଜା ପାଳିତ

ଚୌଦ୍ୱାର : ଚୌଦ୍ୱାର ସହରରେ ବିଭିନ୍ନ ସ୍ଥାନରେ ବିଶ୍ୱକର୍ମାଙ୍କ ପୂଜା ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟୁତ୍ ବିତରଣକାରୀ ସଂସ୍ଥା ଟାଟାପାୱାର ପରିଚାଳିତ ଗ୍ରୀଡ଼ ଷ୍ଟେସନ୍, ଷ୍ଟୋର, ଡିଷ୍ଟ୍ରିବ୍ୟୁସନ୍ ଆଦି ବିଭାଗରେ ସୁଦୃଶ୍ୟ ମେଡ଼ ନିର୍ମାଣ କରାଯାଇ ପୂଜାର୍ଚ୍ଚନା କରାଯାଇଛି ।
Read More...

ଟ୍ରକ ଧକ୍କାରେ ୨ ଗାଈ ମୃତ

ଚୌଦ୍ୱାର : ୫୫ନଂ ଜାତୀୟ ରାଜପଥ ଓଟିଏମ୍‌ ଛକରେ ଟ୍ରକ ଧକ୍କାରେ ୨ ଗାଈଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ଘଟାଇ ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ଶନିବାର ରାତି ୮ଟା୩୦ ସମୟରେ ଏକ ଦଶ ଚକିଆ ଟ୍ରକ
Read More...

ପୌରପାଳିକାରେ ସ୍ୱଚ୍ଛତା ସଚେତନତା ଶୋଭାଯାତ୍ରା

ଚୌଦ୍ୱାର : ଚୌଦ୍ୱାର ସହରକୁ ଅବର୍ଜନାମୁକ୍ତ ରଖିବା, ଅଞ୍ଚଳର ପର୍ଯ୍ୟଟନସ୍ଥଳୀ, ବଜାରଘାଟ ଆଦିିକୁ ସଫା ରଖିବା ତଥା ସହରରେ ସ୍ୱଚ୍ଛତା ରକ୍ଷା କରିବା ଲକ୍ଷରେ ଚୌଦ୍ୱାର ପୌରପାଳିକା ତରଫରୁ ଏକ ସ୍ୱଚ୍ଛତାରକ୍ଷା ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା
Read More...

ଭୀମସାରରେ ସ୍ନାତକୋତ୍ତର ଛାତ୍ରଙ୍କ ଗବେଷଣା କାର୍ଯ୍ୟକ୍ରମ

ବୁର୍ଲା : ବୁର୍ଲା ଭୀମସାରରେ ସ୍ନାତକୋତ୍ତର ଛାତ୍ରମାନଙ୍କ ପାଇଁ ଗବେଷଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଯାଇଛି । କାର୍ଯ୍ୟକ୍ରମକୁ ଗତ ୧୨ ତାରିଖରେ ଭୀମସାରର ନିର୍ଦ୍ଦେଶକ ପ୍ରଫେସର ଲଳିତ କୁମାର ମେହେର ଏବଂ ଭୀମସାର ମେଡ଼ିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ଜୟଶ୍ରୀ ଦୋରା ଉଦ୍‌ଘାଟିତ କରିଥିଲେ ।
Read More...