Monthly Archives

September 2022

ମଲାଡ଼ ବାତ୍ୟା ଆଶ୍ରୟ ସ୍ଥଳୀରେ ମକଡ୍ରିଲ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ମଲାଡ଼ ପଂଚାୟତ ବରୋଦା ଗ୍ରାମ ସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀଠାରେ ଗୁରୁବାର ଓସଡମା ପକ୍ଷରୁ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ସରପଞ୍ଚ ମମତା ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ । ଓସଡମା
Read More...

ସିନାପାଲି ବନ ବିଭାଗର ବଡ଼ ସଫଳତା : ଚୋରା କାଠ ସହ ୩ କାଠ ମାଫିଆ ଗିରଫ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବନ ବିଭାଗ ଅଧୀନରେ ଥିବା ଘାଟମାଲ ନିକଟରେ ଗୋଟିଏ ବୋଲେରୋ ପ୍ଲସ ଗାଡି ସହିତ ତିନି ଜଣ କାଠ ମାଫିଆଙ୍କୁ ବନ ବିଭାଗ ଧରିବାରେ ସଫଳ ହୋଇଥିବା ଜଣାପଡିିଛି । ସୂଚନା ଅନୁସାରେ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସିନାପାଲି ବନ ବିଭାଗ
Read More...

ବଲାଙ୍ଗିର ଏକ୍ସନ କମିଟି ପକ୍ଷରୁ ଲୋକ ସମ୍ପର୍କ ଅଭିଯାନର ପ୍ରଥମ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପେଲେସ ଲାଇନ ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ଗତକାଲି ବଲାଙ୍ଗିର ଏକ୍ସନ କମିଟି ପକ୍ଷରୁ ଲୋକ ସମ୍ପର୍କ ଅଭିଯାନର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ସହରର ବିଭିନ୍ନ ପଡ଼ାରେ ବରିଷ୍ଠ ନାଗରିକ ତଥା ଯୁବକମାନଙ୍କୁ, କମିଟିର ଆଭିମୁଖ୍ୟ ସମ୍ପର୍କରେ ଅବଗତ
Read More...

ପ୍ଲାନେଟ୍ ଆର୍ଥ ସୌରଶକ୍ତି ଆଧାରିତ କର୍ମଶାଳା

ରାଉରକେଲା, (ସସ୍ମିତା ପ୍ରଧାନ) : ବ୍ୟୟବହୁଳ ବିଦ୍ୟୁତ ଶକ୍ତି ବ୍ୟବହାରକୁ ନିୟନ୍ତ୍ରଣ କରି ପରିବେଶ ସୁରକ୍ଷା ପାଇଁ ବିକଳ୍ପ ରୂପେ ସୌରଶକ୍ତି ପ୍ରକୃତିର ଆଶୀର୍ବାଦ ବୋଲି ଅବହିତ କରାଯାଇଛି । ସୂର୍ଯ୍ୟାଲୋକରୁ ବିଭିନ୍ନ ଉପାୟରେ ସୌରଶକ୍ତି ସଂଗ୍ରହ କରି ଦୈନନ୍ଦିନ ବ୍ୟବହାର ପାଇଁ ସ୍ୱଳ୍ପ
Read More...

ଫା ଫାଉଣ୍ଡେସନର ଉଦ୍‌ଘାଟନ ଓ ସେବା ପାଇଁ ମାରୁତି ଭ୍ୟାନ ଲୋକାର୍ପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଫା ଫାଉଣ୍ଡେସନ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନର ଶୁଭ ଉଦ୍‌ଘାଟନ ସହିତ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ଜନ ସଚେତନତା ସୃଷ୍ଟି ପାଇଁ ଫା ଫାଉଣ୍ଡେସନ ତରଫରୁ ଏକ ନୂତନ ମାରୁତି ଭ୍ୟାନକୁ ଲୋକାର୍ପିତ କରାଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷା
Read More...

ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚା । ସଭାପତି ବିକାଶ ସାଙ୍କ ନେତୃତ୍ୱରେ ଏକ ୧୨ ଜଣିଆ ସଦସ୍ୟଙ୍କୁ ନେଇ ବିଭିନ୍ନ ଦାବୀ ନେଇ ଦାବୀପତ୍ର ପ୍ରଦାନ କରିଛନ୍ତି । ଦାବୀରେ ଉଲ୍ଲେଖ ଯେ, ବଲାଙ୍ଗିର ମରୁଡି ଓ ଦାଦନ ଅଂଚଳ ଭାବେ ବେଶ
Read More...

ରାଜ୍ୟସଭା ସାଂସଦଙ୍କ ଚନ୍ଦନଜୁରୀ ମହିମା ମଠ ଓ ପତ୍ରଫଡ଼ି ପରିଦର୍ଶନ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଲରମ୍ଭା ପଞ୍ଚାୟତ ଅନ୍ତର୍ଗତ ଚନ୍ଦନଜୁରୀ ମହିମା ମଠକୁ ପରିଦର୍ଶନ କଲେ ମାନ୍ୟବର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି । ଅଲେଖ ମହିମା ତଥା ମଠାଧିସ ଓ ସାଧୁ ସନ୍ଥଙ୍କର ଆଶୀର୍ବାଦ ନେଲେ । ମହିମା ମଠର ମଠାଧିସ ଓ ସାଧୁ ସନ୍ଥମାନଙ୍କ ସହ ଆଲୋଚନା
Read More...

ବଲାଙ୍ଗିର ସିନିୟର ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ୧୯ତମ ଦିବସ

ଫାଇନାଲରେ ଏପିଜେ ଲୋଇସିଂହା, ମହିଳା ଫାଇନାଲ ସଇଁନ୍ତଲା ବନାମ ସିହିନି ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ସେମିଫାଇନାଲ ଖେଳ ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ଅନୁଷ୍ଠିତ ହୋଇଯାଇଛି । ଏପିଜେ ଲୋଇସିଂହା ୩-୧ ଗୋଲରେ
Read More...

ପାଟଣାଗଡ଼ ଡ଼ାକ୍ତରଖାନାରୁ ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ପାଇବାରେ ଲୋକେ ହଇରାଣ ହେଉଥିବା ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ଲୋକମାନଙ୍କୁ ତ୍ୱରିତ ସେବା ଯୋଗାଇ ଦେବା ପାଇଁ ଡିଜିଟାଲ ମାଧ୍ୟମରେ ସେବା ଯୋଗାଇ ଆସୁଛନ୍ତି । ହେଲେ ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାରେ ଏହା ସମ୍ପୂର୍ଣ୍ଣ ଓଲଟା । ପାଟଣାଗଡ଼ ଡ଼ାକ୍ତରଖାନାରୁ ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ପାଇବାରେ ଲୋକେ ହଇରାଣ
Read More...

ଭାରତୀୟ ରେଳବାଇ ଆଇଆରସିଟିସିର ଡିଜିଟାଲ୍ ସେବା ସମ୍ପ୍ରସାରିତ

ଭାରତୀୟ ରେଳବାଇ ଡିଜିଟାଲ କାରବାରକୁ ବ୍ୟାପକ ଭାବେ ଉତ୍ସାହିତ କରୁଛିରେଳବାଇ ଯାତ୍ରୀଙ୍କୁ ଡିଜିଟାଲ ଦେଣନେଣ ପାଇଁ ସୁଯୋଗ ସୃଷ୍ଟି କରାଯାଉଛିଇ-କ୍ୟାଟରିଂ ସେବା ୩୧୦ଟି ରେଳ ଷ୍ଟେସନରେ ଉପଲବ୍ଧ, ୧୭୫୫ ସେବା ପ୍ରଦାନକାରୀ ସଂସ୍ଥା, ୧୪ଟି ଖାଦ୍ୟ ପ୍ରସ୍ତୁତକାରୀ ସଂସ୍ଥା ଦିନକୁ ୪୧,୮୪୪ ମିଲ
Read More...