Monthly Archives

September 2022

କଳାହାଣ୍ଡି ବିଶ୍ଵବିଦ୍ୟାଳୟ ତରଫରୁ ଗୁଡହାଣ୍ଡି ଠାରେ ଜାତୀୟ ସେବା ଯୋଜନା ଦିବସ ପାଳିତ

ଭବାନୀପାଟଣା, (ପି.କେ. ସାହୁ) : କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଏନ୍‌ଏସ୍‌ଏସ୍‌ ବ୍ୟୁରୋ ପକ୍ଷରୁ ଐତିହାସିକ ଗୁଡହାଣ୍ଡିର ଡୋକରିଚଞ୍ଚରା ଠାରେ ଗ୍ରାମବାସୀ ଓ ସ୍ଵେଚ୍ଛାସେବୀମାନଙ୍କ ଗହଣରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର
Read More...

୧୦ଟି ୟୁଟ୍ୟୁବ୍‌ ଚାନେଲରେ ପ୍ରସାରିତ ୪୫ଟି ଭିଡିଓକୁ ବ୍ଲକ୍‌ କଲା ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ

• ଆଇଟି ନିୟମାବଳୀ, ୨୦୨୧ ଅଧୀନରେ ମନ୍ତ୍ରଣାଳୟ ପକ୍ଷରୁ ନିଆଗଲା କାର୍ଯ୍ୟାନୁଷ୍ଠାନ• ବ୍ଲକ୍‌ ହୋଇଥିବା ଭିଡିଓଗୁଡ଼ିକରେ ଧାର୍ମିକ ସମୁଦାୟ ବିରୋଧରେ ଘୃଣାପୂର୍ଣ୍ଣ ମନ୍ତବ୍ୟ ତଥା ସାମ୍ପ୍ରଦାୟିକ ବିଦ୍ବେଷ ସୃଷ୍ଟିକାରୀ ବିଷୟବସ୍ତୁ ପ୍ରସାରିତ ହେଉଥିଲା• ଭାରତର ରାଷ୍ଟ୍ରୀୟ ସୁରକ୍ଷା, ବୈଦେଶିକ
Read More...

ସ୍ୱଚ୍ଛ ଅମୃତ ମହୋତ୍ସବ

ଆବାସ ଓ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବର୍ଜ୍ୟବସ୍ତୁରୁ ଖେଳଣା ତିଆରି ଡିଜାଇନ ପ୍ରସ୍ତୁତ କରିବା ପ୍ରତିଯୋଗିତା “ସ୍ୱଚ୍ଛ ଟଏକାଥନ” ଆରମ୍ଭଆର୍ବଜନାକୁ ଖେଳନାରେ ପରିବର୍ତ୍ତନ କରି ନବସୃଜନାତ୍ମକ ସମାଧାନ ମାର୍ଗ ବାହାର କରିବା ପାଇଁ ଆଗେଇ ଆସିବାକୁ ସର୍ଜନାତ୍ମକ ପ୍ରତିଭାଧାରୀଙ୍କୁ
Read More...

ଆତ୍ମନିର୍ଭର ଭାରତ ଦିଗରେ ନୂଆ ପଦକ୍ଷେପ

• ପିଷ୍ଟନ ଇଞ୍ଜିନ ବିଶିଷ୍ଟ ବିମାନ ଏବଂ ମାନବବିହୀନ ବିମାନ ପାଇଁ ସ୍ୱତନ୍ତ୍ର ବିମାନ ଇନ୍ଧନ ଏଭିଜିଏଏସ ୧୦୦ ଏଲଏଲ ଉନ୍ମୋଚିତ• ସ୍ୱଦେଶୀ ଏଭିଜିଏଏସ ୧୦୦ ଏଲଏଲ ଇନ୍ଧନ ଉପଲବ୍ଧ ହେବା ପରେ ଅତି ମୂଲ୍ୟବାନ ବିଦେଶୀ ମୁଦ୍ରା ସଞ୍ଚୟ କରିବାକୁ ସକ୍ଷମ ହେବ ଦେଶ• ଦେଶରେ ଏଭିଜିଏଏସ ୧୦୦ ଏଲଏଲ ଇନ୍ଧନ
Read More...

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ଅଂଶଗ୍ରହଣ କରିବା ଲାଗି ଆଜି ରାତିରେ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତିରେ ଟୋକିଓ ଅଭିମୁଖେ ଯାତ୍ରା କରିବେ । ସେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ଅଂଶଗ୍ରହଣ କରିବା ଲାଗି ଜାପାନ ଅଭିମୁଖେ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ଏକାଧିକ ଟୁଇଟ୍‌
Read More...

ସ୍ୱାଧୀନତାର ପରିସୀମା ଓ ପରିଭାଷା ଶୀର୍ଷକ ଆଲୋଚନାଚକ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : କ୍ରାନ୍ତି-ଜାଗୃତି କମିଟି ପକ୍ଷରୁ ସଭାପତି ଡ. ଶିବପ୍ରସାଦ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ସ୍ୱାଧୀନତାର ପରିସୀମା ଓ ପରିଭାଷା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ଧରିତ୍ରୀ ଓ ଓଡିଶାପୋଷ୍ଟ ସମ୍ପାଦକ ତଥାଗତ
Read More...

ବଲାଙ୍ଗିର ଜିଲ୍ଲା କନିଷ୍ଠ କିରାଣୀ ସଂଘର ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) ; ଧୋବା ଉଚ୍ଚ ବିଦ୍ୟାଳୟ ହର୍ଡାଟାଲଠାରେ କନିଷ୍ଠ କିରାଣୀ ସଂଘ ବଲାଙ୍ଗିରର ସଭାପତି ଶ୍ରୀପତି ବିଶ୍ୱାଲଙ୍କ ସଭାପତିତ୍ୱରେ ବଲାଙ୍ଗିର ଜିଲ୍ଲା କିରାଣୀ ସଂଘ ଆନୁକୂଲ୍ୟରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ବିନୋଦ ବିହାରୀ ପାଣିଗ୍ରାହୀ,
Read More...

୮୫ ପଞ୍ଚାୟତକୁ ୨୦୨୧ର ଫସଲ ବୀମା ରାଶି ମିଳିବା ଦାବୀରେ କୃଷକ ମହାସଂଘ ପକ୍ଷରୁ ଲାଠୋର ହରିଶଙ୍କରଠାରେ ଅନିର୍ଦ୍ଧିଷ୍ଟ…

ଜିଲ୍ଲା ପ୍ରଶାସନର ପ୍ରତିଶୃତି ପରେ ଚାଷୀ ଓହରିଲେ ପାଟଣାଗଡ଼, (ଗୋରେଖନାଥ ବରିହା) : ୨୦୨୧ ମସିହା ଫସଲ ବୀମା ପାଇନଥିବା ଜିଲ୍ଲାର ୮୫ ପଞ୍ଚାୟତକୁ ବୀମା ରାଶି ମିଳିବା ଦାବୀ ଏବଂ ବିଭିନ୍ନ ସମସ୍ୟା ୨୦୨୧ ଖରିଫ ବର୍ଷରେ ଭୟାବହ ମରୁଡି ହେତୁ ମରୁଡି ଘୋଷଣା କରିବା, ୩୩ ପ୍ରତିଶତ ଜଳସେଚନ
Read More...

ରୁଗୁଡିପଡା ନବରାତ୍ର ଦୁର୍ଗାପୂଜା ପାଇଁ କଳସ ଶୋଭାଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନବରାତ୍ର ଦୁର୍ଗାପୂଜା ପାଇଁ ସୋମବାର ଭୋର ସକାଳ ୪ଟାରେ ରୁଗୁଡିପଡା ମଣ୍ଡପଠାରୁ ପୂଜା କମିଟି କର୍ମକର୍ତ୍ତା ଓ ସଦସ୍ୟମାନେ ଏକ ଶୋଭାଯାତ୍ରାରେ ବାହାରି ମହାରାଣୀ ସାଗରଠରେ ପୂଜାର୍ଚ୍ଚନା ପରେ ପୂର୍ଣ୍ଣ କଳସ ଦୁର୍ଗାମଣ୍ଡପକୁ ଅଣାଯାଇଥିଲା । ପୂଜା
Read More...

ଓଡିଶା ଫାର୍ମାସିଷ୍ଟ ସେବା ସଂଘ ତରଫରୁ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ପ୍ରାଙ୍ଗଣର ଏମ୍‌ସିଏଚ୍‌ ବିଲଡିଂର ସମ୍ମିଳନୀ କକ୍ଷ ଠାରେ ଓଡିିଶା ଫାର୍ମାସିଷ୍ଟ ସେବା ସଂଘ ତରଫରୁ ବିଶ୍ୱ ଫାର୍ମାସିଷ୍ଟ (ଭେଷଜ ବିଜ୍ଞାନ) ଦିବସ ପାଳନ କରାଯାଇଛି । ଉକ୍ତ ସଭାରେ ସଂଘର ସଭାପତି ରାଧାମାଧବ
Read More...