୭୫ ଲିଟର ମହୁଲି ମଦ ଜବତ, ୩ ଗିରଫ
ପାଟଣା : ପାଟଣା ବ୍ଲକ ଅଞ୍ଚଳରୁ ଅବକାରୀ ବିଭାଗ ମୋଟ ୭୫ ଲିଟର ମହୁଲି ମଦ ଜବତ କରିବା ସହ ଚୋରା ମଦ ବିକ୍ରି କରିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ବାଉଁଶୁଳିର ସସ୍ମିତା ମୁଣ୍ଡା, ଦାଶରଥିପୁର ସୁମନ୍ତ ଲୋହାର ଓ ବାଲିପଶିର ରମେଶ ମୁଣ୍ଡା ବୋଲି ଜଣାପଡିଛି । ସସ୍ମିତା!-->…
Read More...
Read More...