ଛତ୍ରପୁର ଏଏସବିଏମ ଶିକ୍ଷାନୁଷ୍ଠାନରେ ଗୁରୁ ପରମ୍ପରାର ମହତ୍ତ୍ୱ ଉପରେ ଆଲୋଚନାଚକ୍ର
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ତିରୁପତି ରାଓ ପେଟ୍ଟା ସାହିରେ ଅବସ୍ଥାପିତ ଏଏସବିଏମ (ଇମ୍ପେରିଆଲ) ଶିକ୍ଷାନୁଷ୍ଠାନରେ 'ଗୁରୁ ଦିବସ' ଅବସରରେ ବର୍ଣ୍ଣାଢ୍ୟ ସାମାରୋହରେ ଗୁରୁ ପରମ୍ପରାର ମହତ୍ତ୍ୱ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଗୁରୁ ଦିବସ ଅବସରରେ!-->…
Read More...
Read More...