Monthly Archives

September 2022

ଖବର କାଗଜ ବିତରକଙ୍କ ପିତୃ ବିୟୋଗ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ଖବର କାଗଜ ବିତରକ ଆକାଶ ଶିକାଙ୍କ ପିତା କାର୍ତ୍ତିକ ଶିକା(୫୫)ଙ୍କ ଗତ ଶୁକ୍ରାବାର ରାତି ୧୨ଟା ସମୟରେ କୁତୁର୍ଲା ପଞ୍ଚାୟତ ସାରସବାହାଲ ସ୍ଥିତ ନିଜ ବାସଭବନରେ ଦେହାନ୍ତ ହୋଇଯାଇଛି । କିଛି ଦିନ ହେଲା ଶ୍ରୀ ଶିକାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି
Read More...

ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟଠାରେ ନୂଆଁଖାଇ ଭେଟ୍‌ଘାଟ୍‌

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ହେଲପିଂ ଏଚିଭର୍ସ ଫାଉଣ୍ଡେସନ ପକ୍ଷରୁ ବରଗଡ଼ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟରଠାରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ଡ. ପ୍ରଭାସ କୁମାର ସିଂ ଓ ମୁଖ୍ୟ ବକ୍ତା ଭାବେ ପଦ୍ମଶ୍ରୀ ହଳଧର
Read More...

ହୃଷୀକେଶ ପାଢୀଙ୍କୁ ‘ସବୁଜ ଡେଲାଙ୍ଗ ସମ୍ମାନ’

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଲିପ୍ସା ଏଜୁକେସନାଲ୍‌ ଟ୍ରଷ୍ଟ, ଆଞ୍ଚଳିକ ଦକ୍ଷତା ବିକାଶ ପ୍ରତିଷ୍ଠାନ ଡେଲାଙ୍ଗ, ପୁରୀ ତରଫରୁ ପବିତ୍ର ଗୁରୁ ଦିବସରେ ପୂଜ୍ୟପୂଜା ସମ୍ମାନ ପ୍ରଦାନ ଆଞ୍ଚଳିକ ଦକ୍ଷତା ବିକାଶ ପ୍ରତିଷ୍ଠାନ ଡେଲାଙ୍ଗ ଷ୍ଟେସନ ବଜାର ସ୍ଥିତ ସଭାଗୃହରେ ପ୍ରଦାନ କରାଯାଇଛି
Read More...

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଶାଖା ପକ୍ଷରୁ ଭାଗବତ ଜୟନ୍ତୀ ପାଳିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା ବଲାଙ୍ଗିର ଶାଖା ପକ୍ଷରୁ ଭାଗବତ ଜୟନ୍ତୀ ଆଭାସୀ ମାଧ୍ୟମରେ ପାଳିତ ହୋଇଯାଇଛି । ଶାଖାର ସଂପାଦକ ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ବକ୍ତା ଭାବେ ପରିଷଦର ବରିଷ୍ଠ ସଭ୍ୟ ରାମଚନ୍ଦ୍ର ପଟେଇ
Read More...

ଇପସମ କୋଚିଙ୍ଗ ସେଣ୍ଟରରୁ ଚୋରୀ ହୋଇଥିବା ସାଇକେଲକୁ ଉଦ୍ଧାର କଲା ବଲାଙ୍ଗିର ଟାଉନ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ରାଜେନ୍ଦ୍ର କଲେଜ ଛକ ସ୍ଥିତ ଇପସମ କୋଚିଙ୍ଗ ସେଣ୍ଟରରୁ ଚୋରୀ ହୋଇଥିବା ସାଇକେଲକୁ ଉଦ୍ଧାର କଲା ବଲାଙ୍ଗିର ଟାଉନ ପୋଲିସ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରିଣୀ କେ. ପ୍ରିୟଙ୍କା ରାଉତ ରାୟ । ସୂଚନା ଅନୁସାରେ ଗତ ତା. ୧୩.୦୭.୨୨ରିଖ ସନ୍ଧ୍ୟା
Read More...

କଫ ସିରଫ୍ ଚୋରା ଚାଲାଣ : ୨ ଅଭିଯୁକ୍ତ ଗିରଫ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଚୋରା ଚାଲାଣ କରୁଥିବା ୮ଶହ ବୋତଲ କଫ ସିରଫ୍‌ ବୋଝେଇ ଏକ ଅଟୋ ଟାଉନ ଥାନା ପୋଲିସ ଜବତ କରିବା ସହ ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏ ସମ୍ପର୍କରେ ସମ୍ବାଦିକମାନଙ୍କୁ ସୂଚନା ଦେଇ ଟାଉନ ଥାନା ଅଧିକାରୀ ସତ୍ୟଜିତ୍ ଖାଣ୍ଡେଲକର
Read More...

ବଲାଙ୍ଗିର ଜିଲ୍ଲାସ୍ତରୀୟ ମାହାର ସମାଜର ନୂଆଁଖାଇ ଭେଟ୍‌ଘାଟ୍‌

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାସ୍ତରୀୟ ମାହାର ସମାଜ ପରିଚାଳନା କମିଟି ଓ ବଡ଼ବନ୍ଧ ମାହାର ସମାଜର ମିଳିତ ଆନୁକୂଲ୍ୟରେ ଗତକାଲି ନୂଆଁଖାଇ ଭେଟ୍‌ଘାଟ୍‌ ଦେଓଗାଁ ବ୍ଲକ ବଡ଼ବନ୍ଧ ପଞ୍ଚାୟତର ଖୋଦ ବଡ଼ବନ୍ଧ ଗାଁର ମହାରପଡ଼ାରେ ଅନୁ‌ଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ
Read More...

ଶିକ୍ଷକ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଯମରତଲା ସରକାରୀ ଅପ୍‌ଗ୍ରେଡ଼ ଉଚ୍ଚ ବିଦ୍ୟାଳୟରେ ଏସଏମସି ଚେୟାରପର୍ସନ ଦଶରଥ ବରିହାଙ୍କ ଅଧ୍ୟକ୍ଷତାରେ ଶିକ୍ଷକ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରଘୁନାଥ ପୁରୀ ବୈଠକର ଉର୍ଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ପ୍ରଧାନ ଶିକ୍ଷକ
Read More...

ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ବୁର୍ଡ଼ା ଛକସ୍ଥିତ ରେଳ ଫାଟକ ନିକଟରେ ଜନୈକ ଯୁବକ ଟ୍ରେନ ସମ୍ମୁଖକୁ ଆସି ଆତ୍ମହତ୍ୟା କରିଥିବା ଜଣାଯାଇଛି । ଆତ୍ମହତ୍ୟା କରିଥିବା ଯୁବକ ଜଣକ ହେଲେ ଯୋଗିସର୍ଡ଼ା ପଞ୍ଚାୟତ ଅଧିନସ୍ଥ ଗୁର୍ଜିଭଟା ଗ୍ରାମର ମଛିନ୍ଦର ସାହୁଙ୍କ ପୁଅ ସୁମନ୍ତ
Read More...

ପାଣି ଘେରରେ ଖଟୁଆକୁଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଖଟୁଆକୁଦା ଗ୍ରାମଠାରେ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅବସ୍ଥିତ । ୧୯୫୬ରେ ସ୍ଥାପିତ ହୋଇଥିବା ବହୁ ପୁରାତନ ଏହି ସ୍କୁଲଟି ବର୍ତ୍ତମାନ ଅବ୍ୟବସ୍ଥା ଘେରରେ ଥିବା ଦେଖିବାକୁ ମିଳିଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ
Read More...