Daily Archives

ପଥରଚେପାରେ ଆଦର୍ଶ ସ୍କୁଲର ଜିଲ୍ଲାସ୍ତରୀୟ ୮ମ ପ୍ରତିଷ୍ଠା ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିକଟସ୍ଥ ପଥରଚେପା ଆଦର୍ଶ ସ୍କୁଲଠାରେ ଜିଲ୍ଲାର ୧୪ଟି ଆଦର୍ଶ ସ୍କୁଲକୁ ନେଇ ଜିଲ୍ଲାସ୍ତରୀୟ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୋଟ ୪୯୭ଜଣ ବିଭିନ୍ନ ପ୍ରତିଯୋଗୀତାରେ ଭାବ ନେଇଥିବା ଛାତ୍ରଛାତ୍ରୀଙ୍କୁ ନେଇ ପ୍ରତିଯୋଗୀତା ଅନୁଷ୍ଠିତ
Read More...

ଚର୍ଚ୍ଚାରେ ଚିଠି : ତୁଷୁରାରେ ଠିପି ଖୋଲା ବିଦେଶୀ ମଦ ଦୋକାନ ଖୋଲାଯିବା ସପକ୍ଷରେ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏବେ ବେଶ୍‌ ଚର୍ଚ୍ଚାରେ ଗୋଟିଏ ଚିଠି । ମଦ ଦୋକାନ ଖୋଲାଯିବା ସପକ୍ଷରେ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ତୁଷୁରା ଏନ୍‌ଏସି ଅଧ୍ୟକ୍ଷ । ଲୋକଙ୍କ ଅସମ୍ଭାଳ ନିଶା ସେବନ ସାରା ସମାଜକୁ କଳୁଷିତ କରୁଥିବା ବେଳେ ଏଥିପାଇଁ ଯୁବସମାଜ ଆଜି ପଥଭ୍ରଷ୍ଟ ହେବାରେ ଲାଗିଛି
Read More...

କୁଇନ୍‌ ଏଲିଜାବେଥ ଦ୍ୱିତୀୟଙ୍କ ବିୟୋଗରେ ଭାରତରେ ରାଷ୍ଟ୍ରୀୟ ଶୋକ

ରାଷ୍ଟ୍ରପତି ଭବନ ଏବଂ ଲାଲକିଲ୍ଲାରେ ଜାତୀୟ ପତାକା ଅର୍ଦ୍ଧନମିତ ନୂଆଦିଲ୍ଲୀ : କୁଇନ୍‌ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକରେ ସାରା ବିଶ୍ୱ ଏବେ ଶୋକରେ ଡୁବିରହିଛି । ବ୍ରିଟେନରେ ୧୦ ଦିନିଆ ଶୋକ ପାଳନ କରାଯାଉଥିବା ବେଳେ ଭାରତରେ ମଧ୍ୟ ରବିବାର ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି ।
Read More...

ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ସ୍ଥିତ ଅବସରପ୍ରାପ୍ତ ଇସ୍ପାତ କାରଖାନା କର୍ମଚାରୀ ସଂଘ କାର୍ଯ୍ୟାଳୟଠାରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଅଭୟ କୁମାର ଦାସ ଓ ସାଧାରଣ ସଂପାଦକ ଅରବିନ୍ଦ ପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି
Read More...

ଲଗାଣ ବର୍ଷା, ଗଜପତି ଜିଲ୍ଲାର ଅବସ୍ଥା ଅସମ୍ଭାଲ

ଗଜପତି : ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର କାନ୍ଥ । ଗଜପତି ଜିଲ୍ଲା ଗୁମ୍ମା ବ୍ଲକର କୁଯାସିଙ୍ଘ ପଞ୍ଚାୟତରେ ନୂଆସାହି, ଅଢେଇ, ଗିରା ଅଞ୍ଚଳରେ ବହୁ ଘରର କାନ୍ଥ ଭୁଶୁଡ଼ି ଯାଇଥିବା ଜଣାପଡିଛି । ତେବେ ଏହା ଦ୍ଵାରା କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି । ଜିଲ୍ଲାରେ ଆଗକୁ ବର୍ଷା ଲାଗି ରହିବା
Read More...

ଦେଶୀ ମଦ ଜବତ : ୧ ଗିରଫ

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ଉପକଣ୍ଠବର୍ତ୍ତୀ ମହାନଦୀ ବ୍ରିଜ ଉପରୁ ଉଲୁଣ୍ଡା ପଟରୁ ଜଣେ ବ୍ୟକ୍ତି ବାଇକ ଯୋଗେ ମଦ ନେଇ ଆସୁଥିବା ବେଳେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବିନିକା ଅବକାରୀ ବିଭାଗ ଚଢ଼ଉ କରି ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ ବାଇକ ଓ ମଦ ଜବତ କରିବା ସହ ତାଙ୍କୁ ଗିରଫ
Read More...

ଦିବଂଗତ ସନ୍ତରଣ ପ୍ରଶିକ୍ଷକ ଖଟେଶ୍ୱର ପାଣ୍ଡେଙ୍କ ଶ୍ରାଦ୍ଧ ଦିବସ

ସମ୍ବଲପୁର : ଓଡ଼ିଶାର ପ୍ରଥମ ଏନ୍‌ଆଇଏସ୍‌ ସନ୍ତରଣ ପ୍ରଶିକ୍ଷକ ସ୍ୱର୍ଗତ ଖଟେଶ୍ୱର ପାଣ୍ଡେଙ୍କ ୧୫ତମ ଶ୍ରାଦ୍ଧବାର୍ଷିକୀ ସ୍ଥାନୀୟ ଡା. ଝସକେତନ ସାହୁ ସୁଇମିଙ୍ଗ ପୁଲଠାରେ ଆୟୋଜିତ ହୋଇଯାଇଛି । ଆନ୍ତର୍ଜାତିକ ମାଷ୍ଟର ଏଥଲେଟ ସୁନ୍ଦର ମଣି ଓ ଜୟନ୍ତ ପାଣ୍ଡେ ସ୍ୱର୍ଗତ ପାଣ୍ଡେଙ୍କ ଫଟୋଚିତ୍ରରେ
Read More...

ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘର ଯୋଜନା ଓ ସମନ୍ୱୟ ବୈଠକ ଅନୁଷ୍ଠିତ

ଫୁଲବାଣୀ : ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘର କାର୍ଯ୍ୟକାରିଣୀ ଓ ସମନ୍ୱୟ ବୈଠକ ରାମ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ମୁଣ୍ଡିଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆଗାମୀ ତିନି ବର୍ଷ ପାଇଁ ମହାସଂଘର ଯୋଜନା ପ୍ରସ୍ତୁତି ସହିତ ଏହାର ସୁଦୃଢିକରଣ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ।
Read More...

ଆଖି

ଅଶୋକ କୁମାର ମହାପାତ୍ର ଦିନେ ଆଖି କହିଲା : "ମୁଁ ଏଇ ସବୁଜ ଉପତ୍ୟକାର ଆରପାରିରେ ନୀଳ କୁହୁଡ଼ିରେ ଆଚ୍ଛାଦିତ ଏକ ରଜତ ପର୍ବତ ଦେଖିବାକୁ ପାଉଛି !" କାନ ଶୁଣିଲା ଓ କିଛି ସମୟ ପାଇଁ ଏକାଗ୍ର ଚିତ୍ତରେ ନୀରବ ରହିବା ପରେ କହିଲା : "ହେଲେ ପର୍ବତ କେଉଁଠି, ମୁଁ ତ କାହିଁ ଶୁଣିପାରୁନି ?"
Read More...

ବଣୁଆ ହାତୀ ଆକ୍ରମଣ : ଅଳ୍ପକେ ବର୍ତ୍ତିଲେ କେନ୍ଦୁପତ୍ର ବନ୍ଧାଳି ପରିବାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡର ଗନ୍ଧମାର୍ଦ୍ଦନ ପାହାଡ଼ର ପାଦଦେଶରେ ଥିବା ଗାଁ ମାନଙ୍କରେ ବାରମ୍ୱାର ହାତୀ ଆକ୍ରମଣ କରୁଥିବାର ଦେଖିବାକୁ ମିଳୁଛି । ଏହା ପ୍ରତ୍ୟେକ ବର୍ଷର ଏକ ନିତିଦିନିଆ ଘଟଣା ରୂପେ ପ୍ରତିପାଦିତ ହୋଇଛି । ଅନେକ ଧନ ଜୀବନ ନଷ୍ଟ ହେଉଥିବାର ଦେଖା
Read More...