Monthly Archives

August 2022

ପାଗଳ କୁକୁର ୪ ଡଜନରୁ ଅଧିକ କାଉଡ଼ିଆଙ୍କୁ କାମୁଡ଼ିଲା, ଅନେକ ଗୁରୁତର

ମୁଙ୍ଗର୍ : ବିହାରର ମୁଙ୍ଗର ଜିଲ୍ଲାରୁ ଏକ ବଡ ଖବର ଆସୁଛି । ଏକ ପାଗଳ କୁକୁର ୪ ଡଜନରୁ ଅଧିକ କାଉଡ଼ିଆଙ୍କୁ କାମୁଡିଛି । ଘଟଣାସ୍ଥଳରେ ଏଥିପାଇଁ ଭୟର ବାତାବରଣ ସୃଷ୍ଟି ହୋଇଥିଲା । କିଛି ଆହତ କାଉଡ଼ିଆ ଗୁରୁତର ଭାବେ ଆହତ ହୋଇଥିଲେ । ଏ ସମ୍ପର୍କରେ ଖବର ପ୍ରଚାର ହେବା ମାତ୍ରେ ସମସ୍ତ
Read More...

ମହାରାଷ୍ଟ୍ରରେ ବିଶ୍ୱାସଘାତକତାକୁ ବରଦାସ୍ତ କରାଯାଏ ନାହିଁ, ଏକନାଥ ସିନ୍ଦେ ସରକାର ଭାଂଗିଯିବ : ଆଦିତ୍ୟ ଠାକରେ

ସିନ୍ଧୁଦୁର୍ଗ : ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଯୁବ ସେନା ମୁଖ୍ୟ ଆଦିତ୍ୟ ଠାକରେ ସୋମବାର କହିଛନ୍ତି ଯେ, ରାଜ୍ୟରେ ବିଶ୍ୱାସଘାତକତାକୁ କେବେ ହେଲେ ବରଦାସ୍ତ କରାଯାଏ ନାହିଁ, ତେଣୁ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ସରକାର ନିଶ୍ଚିତ ଭାବେ ଭାଂଗିଯିବ । କୋଂକଣ ଅଞ୍ଚଳକୁ ତାଙ୍କର ଚାରି
Read More...

ଗାଜିଆବାଦରେ ୭ ଜଣଙ୍କୁ ନୃଶଂସ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଡ୍ରାଇଭରକୁ ଫାଶୀ ଦଣ୍ଡ : ମାନ୍ୟବର କୋର୍ଟଙ୍କ…

ଗାଜିଆବାଦ : ଉତ୍ତରପ୍ରଦେଶର ଗାଜିଆବାଦର ଘଣ୍ଟାଘର ନୟା ବସ୍ତି ଅଞ୍ଚଳରେ ଏକ ବ୍ୟବସାୟିକ ପରିବାରର ୭ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଅଭିଯୁକ୍ତ ଘରର ପୁରୁଣା ଡ୍ରାଇଭର ଶନିବାର ଦିନ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିଲା । ଆଜି ସୋମବାର ଦିନ ଗାଜିଆବାଦ କୋର୍ଟ ଏହି ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ
Read More...

ବିଜୁ ଛାତ୍ର ଜନତା ଦଳ ତରଫରୁ ସ୍ନାତକ ଏବଂ ସ୍ନାତକୋତ୍ତର ବିଭାଗରେ ସମସ୍ତ ବିଷୟ ସିଟ୍ ବୃଦ୍ଧି ନିମନ୍ତେ କୁଳପତିଙ୍କୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଜୁ ଛାତ୍ର ଜନତା ଦଳ ତରଫରୁ ରାଜ୍ୟ ସମ୍ପାଦକ ସୁମନ କୁମାର ନନ୍ଦଙ୍କ ନେତୃତ୍ୱରେ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ଛାତ୍ର ପ୍ରତିନିଧି ଦଳ ସ୍ନାତକ ଏବଂ ସ୍ନାତକୋତ୍ତର ବିଭାଗରେ ସମସ୍ତ ବିଷୟରେ ସିଟ୍ ବୃଦ୍ଧି ନିମନ୍ତେ କୁଳପତିଙ୍କୁ ଦାବୀପତ୍ର ପ୍ରଦାନ
Read More...

ଯଦି କାହା ପ୍ରେମରେ ପଡ଼ିଛନ୍ତି …..

ସୁଶ୍ରୀ ସ୍ନେହଲତା କାହା ପ୍ରେମରେ ପଡ଼ିଯିବା ବଡ଼ କଥା ନୁହେଁ । କିନ୍ତୁ ସବୁଠାରୁ ବଡ଼ କଥା ହେଲା ପ୍ରେମକଙ୍କୁ ଠିକ୍‌ ଭାବରେ ଚିହ୍ନିବା । ଅନେକ ଯୁବତୀ ପ୍ରେମରେ ଏଭଳି ଭାବରେ ବୁଡ଼ି ରହିଥା’ନ୍ତି ଯେ, ପ୍ରେମିକଙ୍କ ଛୋଟ ବଡ଼ କୌଣସି ବି ଦୁର୍ଗୁଣ ତାଙ୍କ ନଜର୍‌କୁ ଆସେନାହିଁ, ଏହା ଫଳରେ
Read More...

କେନାଲରେ ଗାଧୋଉଥିବା ବେଳେ ଭାସିଗଲେ ବୃଦ୍ଧ

ସମ୍ବଲପୁର : ସମ୍ବଲପୁର ବୁର୍ଲା ପାଓ୍ୱାର କେନାଲର ବିଷ୍ଣୁ ମନ୍ଦିର ପଡ଼ାଘାଟରେ ଗାଧୋଉଥିବା ବେଳେ ଭାସିଗଲେ ବୃଦ୍ଧ । ନିଖୋଜ ବୃଦ୍ଧ ଜଣକ ବିଷ୍ଣୁ ମନ୍ଦିର ପଡ଼ାର ହରି ସାହୁ ବୋଲି ଜଣାପଡିଛି । ଖବର ଅନୁଯାୟୀ, ବୁର୍ଲା ପାଓ୍ୱାର କେନାଲରେ ବୃଦ୍ଧ ଜଣକ ଗାଧୋଉଥିବା ବେଳେ ହଠାତ୍‌ ବୃଦ୍ଧ ହରି
Read More...

ଆକାଶବାଣୀ ବଲାଙ୍ଗିର କେନ୍ଦ୍ର ମୁଖ୍ୟ ଲଷ୍ମଣ କୁମାର ପଣ୍ଡାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆକାଶବାଣୀ ବଲାଙ୍ଗିର କେନ୍ଦ୍ର ମୁଖ୍ୟ ଲଷ୍ମଣ କୁମାର ପଣ୍ଡାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଆକାଶବାଣୀ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘୋଷକ ରାଜୀବ ଲୋଚନ ଆଚାର୍ଯ୍ୟଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ପ୍ରାରମ୍ଭିକ ସୂଚନା ପ୍ରଦାନ
Read More...

ଜଳସ୍ରୋତରେ ଭାସି କାଉଡିଆ ନିଖୋଜ

ଢେଙ୍କାନାଳ, (କେପିଏନ୍‌ଏସ୍‌) : ପରଜଙ୍ଗ ଥାନା କୁଆଳୋ ଗ୍ରାମ ନିକଟସ୍ଥ ରେଙ୍ଗାଲୀ ବାମ କେନାଲରୁ ଜଳଲାଗି ପାଇଁ ପାଣି ଉଠାଉଥିବା ବେଳେ ଦୁଇ ଜଣ କାଉଡିଆ ଜଳ ସ୍ରୋତରେ ଭାସି ଯାଇଥିବା ଜଣାପଡିଛି । କେନାଲରେ ଭାସି ଯାଇ ନିଖୋଜ ଥିବା କାଉଡିଆ ଜଣଙ୍କ ତାଳଚେର ଆଇଟିଆଇ ଛକ ଅଂଚଳର ମହେଶ୍ୱର ବାରିକ
Read More...

ଟ୍ରାଫିକ କନେଷ୍ଟବଳଙ୍କୁ କାର ମଡ଼ାଇ ହତ୍ୟା ଉଦ୍ୟମ ଅଭିଯୋଗ

ଧଉଳି : ଧଉଳି ଥାନା ପୁଲିସ ଡ୍ୟୁଟିରେ ଥିବା ଟ୍ରାଫିକ କନେଷ୍ଟବଳଙ୍କୁ କାର ମଡ଼ାଇ ହତ୍ୟା ଉଦ୍ୟମ କରିବା ମାମଲାରେ ଜଣେ କାର ଚାଳକଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଅଭିଯୁକ୍ତ ଚାଳକ ଜଣଙ୍କ ହେଲେ ବଡ଼ଗଡ଼ ଥାନା ଅଧୀନ ବ୍ରିଟ କଲୋନୀରେ ରହୁଥିବା ପ୍ରକାଶ ପରିଡା (୪୨) । କୋର୍ଟରେ ତାଙ୍କ
Read More...