Monthly Archives

August 2022

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ଆଗଲପୁର ଗ୍ରା.ପ.ରୁ ୧ ଜଣ, ବଲାଙ୍ଗିର ବ୍ଲକ ତୁଷୁରାବାହାଲ ଗ୍ରା.ପ.ରୁ ୪ ଜଣ, ବାରପୁଡୁଗିଆ ଗ୍ରା.ପ.ରୁ ୧ ଜଣ,
Read More...

“ଚାଲ ଗଛ ଲଗାଇବା ପରିବେଶ ବଞ୍ଚାଇବା” ଗୀତର ପୋଷ୍ଟର ଉନ୍ମୋଚିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦ୍ୟାଶା ମ୍ୟୁଜିକ ପକ୍ଷରୁ "ଚାଲ ଗଛ ଲଗାଇବା ପରିବେଶ ବଞ୍ଚାଇବା" ଶୀର୍ଷକ ଗୀତର ପୋଷ୍ଟର ଆଜି ପାନପୋଷ ସ୍ଥିତ ଡିଏଫ୍‌ଓ କାର୍ଯ୍ୟାଳୟରେ ଉନ୍ମୋଚିତ ହୋଇଯାଇଛି । ଏହାକୁ ପାନପୋଷ ଡିଏଫ୍‌ଓ ଯଶବନ୍ତ ସେଠି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିବା ବେଳେ ଜଙ୍ଗଲ
Read More...

ମୁର୍ମୁଷୁ ଅବସ୍ଥାରେ ପଡିରହିଥିବା ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଉଦ୍ଧାର କଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଡାଲବ ପଞ୍ଚାୟତ ଖୁଣ୍ଟିଲିପାକି ମାର୍କେଟ କପ୍ଲେକ୍ସରେ ମୁର୍ମୁଷୁ ଅବସ୍ଥାରେ ପଡିରହିଥିବା ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଆଜି ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରର ସଦସ୍ୟମାନେ ଉଦ୍ଧାର କରି ମିସିନେରୀ ଚେରେଟି ସଂସ୍ଥା
Read More...

ଜିଲ୍ଲା ବିଜେପି ପକ୍ଷରୁ ହର ଘର ତ୍ରିରଙ୍ଗା ପତାକା ଅଭିଯାନ ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବିଜେପି ପକ୍ଷରୁ ହର ଘର ତ୍ରିରଙ୍ଗା ପତାକା ଅଭିଯାନ ପାଇଁ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ସର୍କିଟ ହାଉସଠାରେ ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତିଙ୍କ ସଭାପତିତ୍ୱରେ ଆଜି ଅନୁଷ୍ଠିତ ହୋଇଯାଇଛି । ଆଜିର ପ୍ରସ୍ତୁତି ବୈଠକରେ
Read More...

ସାହିତ୍ୟିକ କବି ବନ୍ଧୁ ପରିବାରର କାର୍ଯ୍ୟକାରିଣୀ ବୈଠକ

ତରଭା, (କେପିଏନ୍‌ଏସ୍‌) : ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସାହିତ୍ୟିକ କବି ବନ୍ଧୁ ପରିବାର ତରଫରୁ ଆଭାସୀ ମାଧ୍ୟମରେ ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ପାଦିକା ପ୍ରଣତି ମହାପାତ୍ର ସଭାର ଆଭିମୁଖ୍ୟ
Read More...

ବୃକ୍ଷ ରୋପଣ ପାଇଁ ନିଆରା ଅଭିଯାନ : ସ୍କୁଲରେ ପିଲାଟିଏକୁ ଚାରାଟିଏ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଭ୍ୟତା ଆରମ୍ଭ ହୋଇଛି ଜଙ୍ଗଲରୁ । ଜୀବଜଗତ ବଂଚୁଛି ମଧ୍ୟ ବୃକ୍ଷ ପାଇଁ । ମାତ୍ର ଦୁଃଖର କଥା ମଣିଷର ସର୍ବଦା ସଂଗ୍ରାମ ସେଇ ଜଙ୍ଗଲ ସହିତ । ଫଳରେ ଭୟଙ୍କର ସଂକଟରେ ଗତି କରୁଛି ମଣିଷ । ସାଂପ୍ରତିକ ସମାଜରେ କେବଳ ଆତଙ୍କିତ ସମାଜ ପାଇଁ ଏକମାତ୍ର ବିକଳ୍ପ
Read More...

ରାସ୍ତା ମରାମତିର ୬ ଲକ୍ଷ ଟଙ୍କା ଚଳୁ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୨୦୧୯-୨୦ ବର୍ଷରେ ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଚୁହାପାଲିରୁ ଝାରବନ୍ଧ ବ୍ଲକର ଧନେଶ୍ଵର ପର୍ଯ୍ୟନ୍ତ ୬ କି.ମି. ଜଙ୍ଗଲ ରାସ୍ତା ମରାମତି ନାମରେ ଆସିଥିବା ୬ ଲକ୍ଷ ଟଙ୍କା ବିନା କାମରେ ବିଲ କରି ଟଙ୍କା ଉଠାଇ ନେଇଥିବା ନେଇ ବରଗଡ ଜିଲ୍ଲାପାଳଙ୍କ ଠାରେ
Read More...

କବିତା : କିଁଦରୁ ଥିମା ସାଁଗ ହେଇ ଆର କେତେ ଦିନ

ଡ. ସନ୍ତୋଷ କୁମାର ରଥ ମେର ଖୁଁଟା ପାଖେ ଜେ ଅଛଚାଲୁଛ ସିନା କମଭୁଗୁଛ ଜହ, କିଁଦରୁ ଥିବାର କସନ,ଦାଇଁ ଜୁରା ହେଇଛେ ଆମର ଭାଗ୍ୟଠେଲୁଛୁଁ.. ତୁଇ ମତେ ମୁଇଁ ତତେକିଁଦରୁ ଥିମା ସାଁଗ ହେଇ ଆର କେତେ ଦିନ । ‘ସପନର ଧୁର ପଡ଼ିଆନେ କଅଁଲି ଘାସସମିଆର ଆର ଫାଲେ ସୁଖର ଜିବନଫିକି ଦେ କୁହା
Read More...

ନୂଆଁଖାଇ ଲଗ୍ନ ଧାର୍ଯ୍ୟ ହେଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଯାଇଛି । ପାଟଣା ମହାରାଜାଙ୍କ ହାଉସ୍‌ ହୋଲ୍‌ଡ଼୍‌ ଅଫିସ ପକ୍ଷରୁ କୁହାଯାଇଛି ଯେ, ଚିରା ଚରିତ ପ୍ରଥାନୁଯାୟୀ ସମଗ୍ର ବଲାଙ୍ଗିର ଜିଲ୍ଲାର ଜ୍ୟୋତିଷ ପଣ୍ଡିତ ମହାସଭାର ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟିର
Read More...

କରଣବାହଲି ଗ୍ରାମ ପଞ୍ଚାୟତଠାରେ ଡାଇରିଆ, ଡେଙ୍ଗୁ, ମ୍ୟାଲେରିଆ ରୋଗ ଲକ୍ଷଣ ସୁଧାର ନେଇ ସଚେତନତା ରାଲି

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ କରଣବାହଲି ଗ୍ରାମ ପଞ୍ଚାୟତଠାରେ ଜଳବାହିତ ରୋଗ ନିରାକରଣ ନେଇ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ରାଲିରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟ ମାଝୀ, କରଣବାହଲି ଗ୍ରାମ ପଞ୍ଚାୟତ ସରପଞ୍ଚ ଉଦିତ ନାରାୟଣ ଖର୍ସେଲ,
Read More...