Daily Archives

ଆଇଜରର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବ ପାଳିତ

ଗୋପାଳପୁର : ବିଜ୍ଞାନ ପୁରୀଠାରେ ଆଇଜର ଅସ୍ଥାୟୀ କ୍ୟାମ୍ପସ ପରିସରରେ ଦ୍ୱିତୀୟ ସମାବର୍ତ୍ତନ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାଇଣ୍ଡ ଟ୍ରି ଏବଂ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରୋତ ବାଗଚି, ଅତିଥି ଭାବେ ବୋର୍ଡ ଅଫ୍
Read More...

ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ପ୍ରତିବାଦ

କଣ୍ଟାମାଳ, (ମମତା ମହାକୁର) : ସାରା ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ଦଳ ପକ୍ଷରୁ 'ମେହେଙ୍ଗାଇ ପେ ଚର୍ଚ୍ଚା' କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । କଣ୍ଟାମାଲ ଦୈନିକ ବଜାର ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ସଭାରେ
Read More...

ଲଗାଣ ବର୍ଷାରେ ଭୁଶୁଡିଲା କାନ୍ଥ : ଅଳ୍ପକେ ବର୍ତ୍ତିଲେ ଯୁବକ

ପାଟଣା : କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅଧିନସ୍ଥ ଶଙ୍ଖୁଆ ପଞ୍ଚାୟତ ପ୍ରଧାନପଡ଼ା ଗ୍ରାମର ଜୟ ଦେହୁରୀଙ୍କ ଘର କାନ୍ଥ ଭୁଶୁଡି ପଡ଼ିଥିବା ଜଣାପଡିଛି । ସୂଚନା ଅନୁସାରେ ଜୟ ଦେହୁରୀଙ୍କ ପୁଅ ରବିବାର ବିଳମ୍ବିତ ରାତିରେ ଶୋଇଥିବା ବେଳେ ତାଙ୍କ ଘରର କାନ୍ଥ ଭୁଶୁଡ଼ି ପଡ଼ିଛି । ହେଲେ ସେ
Read More...

ସିଡନୀଠାରେ ବିଭିନ୍ନ ସ୍କୁଲ୍, ଉଚ୍ଚ ଶିକ୍ଷା ସଂସ୍ଥାନ ଏବଂ କୌଶଳ ପ୍ରଶିକ୍ଷଣ ସଂସ୍ଥା ଗୁଡିକୁ ପରିଦର୍ଶନ କଲେ…

ପ୍ରାଥମିକ ଶିକ୍ଷା ଏବଂ ଡିଜିଟାଲ୍ ଶିକ୍ଷା କ୍ଷେତ୍ରରେ ଅଷ୍ଟ୍ରେଲିଆର ସର୍ବୋତମ ପ୍ରଥା ଏବଂ ସକାରାତ୍ମକ ଅନୁଭବ ଗୁଡିକୁ ଭାରତରେ ଅନୁସରଣ କରାଯାଇ ପାରିବ : ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀ, (ପିଆଇବି) : କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି
Read More...

କାନ୍ଥ ଭୁଶୁଡ଼ି ୨ ଶିଶୁ ମୃତ

ମୟୂରଭଞ୍ଜ : ଉଦଳା ନିକଟସ୍ଥ ରାଇଡିହି ଗାଁରେ ଏକ ଅଘଟଣ ଘଟିଛି । ଗୋଟିଏ କଚ୍ଚାଘର କାନ୍ଥ ଭୁଶୁଡ଼ି ପଡ଼ିବା ଫଳରେ ଭାଇଭଉଣୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଉଭୟ ମୃତ ଭାଇଭଉଣୀ ନାବାଳକ ବୋଲି ଜଣାପଡ଼ିଛି । ଭାଇର ବୟସ ୬ ବର୍ଷ ହୋଇଥିବା ବେଳେ ଭଉଣୀର ବୟସ ୧୦ ବର୍ଷ ହୋଇଥିବା ସୂଚନା ମିଳିଛି
Read More...

ମରୁଡି ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲାପାଳଙ୍କ ମିଳିତ ଯୁଗ୍ମ ଜନ ଅଭିଯୋଗ ଶୁଣାଣିରେ ଅଭିଯୋଗ ପତ୍ର ଦେଲେ ଖପ୍ରାଖୋଲ…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ପଞ୍ଚାୟତର ଚାଷୀମାନେ ଜିଲ୍ଲାପାଳଙ୍କ ଜନ ଯୁଗ୍ମ ଶୁଣାଣୀରେ ୨୦୨୧ ମସିହାର ମରୁଡି ସହଜାତ ରାଶି ପ୍ରଦାନ ବିଷୟରେ ସୋମବାର ଦିନ ଅଭିଯୋଗ କରିଛନ୍ତି । ଖପ୍ରାଖୋଲ ପଞ୍ଚାୟତ ଚାଷୀ ନେତା ତାପସ ରଞ୍ଜନ ବେହେରା ଓ ସୂର୍ଯ୍ୟକାନ୍ତ
Read More...

ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଗଙ୍ଗାଧର ମେହେର ଜୟନ୍ତୀ ଓ ମୌସୁମୀ ସାହିତ୍ୟ ଆସର

ଗଙ୍ଗାଧର ମେହେରଙ୍କ ସାହିତ୍ୟରେ ଜାତୀୟ ଚେତନା ନବଜୀବନକୁ ପ୍ରଭାବିତ କରିଥାଏ ରାଉରକେଲା, (ସସ୍‌ସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ସେକ୍ଟର ୭ କାର୍ଯ୍ୟାଳୟଠାରେ ଗଙ୍ଗାଧର ମେହେରଙ୍କ ୧୬୧ତମ ଜୟନ୍ତୀ ତଥା ମୌସୁମୀ ସାହିତ୍ୟ ଆସର
Read More...

ନବଜାତ ଶିଶୁର ମୃତଦେହ ଠାବ : ତଦନ୍ତ ଜାରି ରଖିଛନ୍ତି ପୋଲିସ ପ୍ରଶାସନ

ଭବାନୀପାଟଣା, (ପି.କେ. ସାହୁ) : କଳାହାଣ୍ଡି ସଦର ମହକୁମାଠାରୁ ମାତ୍ର ୧୨ କିଲୋମିଟର ଦୂର ଏକ ଗାଁରେ ନବଜାତ ଶିଶୁର ମୃତଦେହ ଠାବ ହୋଇଥିବା ଜଣାପଡିଛି । ସୂଚନା ମୁତାବକ, ଭବାନୀପାଟଣା ବ୍ଲକ ଅନ୍ତର୍ଗତ କରାଟିକିଲି ଗାଁର ମହାବନ୍ଦ ପୋଖରୀ ହୁଡାରେ ଗତକାଲି ଏକ ଜନ୍ମିତ ଶିଶୁର ମୃତଦେହ ପଡ଼ିଥିବା
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୦୬ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୦୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୧୭ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୨୪୭ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୧ ଜଣ
Read More...

ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧରାବନ୍ଧ ଗାଁର ଚାରା ଉତ୍ପାଦନ କେନ୍ଦ୍ରଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବଲାଙ୍ଗିର ଜିଲ୍ଲା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ସମ୍ପାଦକ ପ୍ରେମାନନ୍ଦ ପୁଟେଲଙ୍କ
Read More...