Monthly Archives

July 2022

ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କଦଳୀ ପାଲି ଗ୍ରାମଠାରେ ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ଗତକାଲି ଓଡିଶା ମୋ ପରିବାର ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଶିବିରକୁ ବରଗଡ଼ ବ୍ଲକ ଉପାଧ୍ୟକ୍ଷ ଉମେଶ ପଣ୍ଡା ଓ ଓଡ଼ିଶା ମୋ ପରିବାରର
Read More...

ମୃତ ସାମ୍ବାଦିକଙ୍କ ପରିବାରକୁ ମିଳିଲା ସରକାରୀ ସହାୟତା

ବୌଦ୍ଧ, (ମମତା ମହାକୁର) : କରୋନାରେ ମୃତ ବୌଦ୍ଧ ଜିଲ୍ଲାର ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରକୁ ସରକାର ଆର୍ଥିକ ସହାୟତା ଯୋଗାଇ ଦେଇଥିବା ଜଣାଯାଇଛି । ଗତ ତା୧୦.୦୫.୨୦୨୧ରିଖରେ କରୋନାରେ ପିଡିତ ସ୍ୱର୍ଗତ ବସ୍ତିଆଙ୍କୁ ପରିବାର ଲୋକ ଚିକିତ୍ସା ପାଇଁ ଡାକ୍ତରଖାନା ନେବା ରାସ୍ତାରେ
Read More...

ଜିଲ୍ଲା ସ୍ୱାସ୍ଥ୍ୟ କମିଟି ବୈଠକ ଅନୁଷ୍ଠିତ

କୋଭିଡ୍ ସ୍ଥିତି ଗୁରୁତ୍ୱପୂର୍ଣ୍ଣ ନେଇ ସତର୍କତା ଉପରେ ଗୁରୁତ୍ୱ ଦେବା ଜରୁରୀ : ଜିଲ୍ଲାପାଳ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ କମିଟି ବୈଠକ ଓସ୍ୱାନ୍ ହଲ୍‌ରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ
Read More...

ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସିଏସସି ଆସୋସିଆସନ ଗାଇସିଲେଟ ବ୍ଲକ ତରଫରୁ ଶ୍ରଦ୍ଧାକର ସାହୁଙ୍କର ନେତୃତ୍ୱରେ ଏକ ବୃକ୍ଷରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଡାଙ୍ଗବାହାଲରୁ ଲେବିଡ଼ି ରାସ୍ତାରେ ପ୍ରାୟ ୧୦୦ରୁ ଅଧିକ ଚାରା ଲଗା ଯାଇଥିଲା । ସମାଜକୁ ପରିବେଶ ବଞ୍ଚାଅ
Read More...

ମରଣଯନ୍ତା ସାଜିଛି ପ୍ରଧାନମନ୍ତ୍ରୀ ସଡକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ବୈରଖପାଲି ଗ୍ରାମରୁ ବୁଡାପାଲି ଗ୍ରାମକୁ ସଂଯୋଗ କରୁଥିବା ଦୁଇଟି ରାସ୍ତା ବର୍ତ୍ତମାନ ମରଣଯନ୍ତା ପାଲଟିଛି । ଏଠାରେ ସୂଚନା ଯୋଗ୍ୟ ଯେ, ଗଙ୍ଗାଧର୍ ମେହେର ଉଠା ଜଳସେଚନ ପ୍ରକଳ୍ପର କାମ ଚାଲିଥଲା । ରାସ୍ତାରେ ଗାତ ଖୋଳି ନଳ
Read More...

ଜିଲ୍ଲାସ୍ତରୀୟ କୃଷକ ଉତ୍ପାଦକ ସଙ୍ଘର ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ଜିଲ୍ଲା ଜଳଛାୟା ପ୍ରକଳ୍ପ ସମ୍ମିଳନୀ କକ୍ଷରେ ଆଜି ନାବାର୍ଡ ବରଗଡ଼ ଓ ମହାଶକ୍ତି ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ କୃଷକ ଉତ୍ପାଦକ ସଙ୍ଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସନ୍ତୋଷ କୁମାର ମହାରଣା,
Read More...

ସିକୁଆଁ ଶ୍ରୀହର୍ଷ ହାଇସ୍କୁଲକୁ ୫-ଟିରେ ସାମିଲ କରିବା ପାଇଁ ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ଦେଓଗାଁ ବ୍ଲକ ସିକୁଆଁ ସ୍ଥିତ ଶ୍ରୀହର୍ଷ ଉଚ୍ଚ ବିଦ୍ୟାଳୟକୁ ୫-ଟିରେ ସାମିଲ କରିବା ପାଇଁ ସ୍ଥାନୀୟ ସରପଞ୍ଚ ରାଜକୁମାର ଭୋଇଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଜିଲ୍ଲା ପରିଷଦ ସଭ୍ୟା ମମତା କୁମୁରା ଯୋଗଦେଇ ଏହି
Read More...

ଅଗ୍ନିପଥ ଯୋଜନାରେ ସେନା ବାହିନୀରେ ଭର୍ତ୍ତି ହେବା ପାଇଁ ଆହ୍ୱାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଅଗ୍ନିପଥ ଯୋଜନାରେ ସେନା ବାହିନୀରେ ଭର୍ତ୍ତି ହେବା ନିମନ୍ତେ ବରଗଡ଼ ଜିଲ୍ଲାର ଆଗ୍ରହୀ ପ୍ରାର୍ଥୀଙ୍କ ପାଇଁ ଆସନ୍ତା ସେପ୍ଟେମ୍ବର ମାସର ୭ତାରିଖରୁ ସେପ୍ଟେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ଜମାଦାରପାଲି ସ୍ଥିତ ଏୟାର ଷ୍ଟ୍ରିପ୍‌ଠାରେ ଚୟନ ପ୍ରକିୟା
Read More...

କର୍ମବୀର ଗୌରୀଶଙ୍କର ରାୟଙ୍କ ଜୟନ୍ତୀ ଓ ପତ୍ରପତ୍ରିକା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ କନକମଞ୍ଜରୀ ଇଣ୍ଟରନେସନାଲ୍ ସ୍କୁଲ ଓ ଓଡିଆ ଭାଷା ବିକାଶ ମଞ୍ଚର ମିଳିତ ଆନୁକୂଲ୍ୟରେ ସ୍କୁଲ ପରିସରରେ କର୍ମବୀର ଗୌରୀଶଙ୍କର ରାୟଙ୍କ ଜୟନ୍ତୀ ଓ ପତ୍ରପତ୍ରିକା ଦିବସ ପାଳିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରାଙ୍କ
Read More...

କୁଡ଼ାସିଂହା ଜ୍ଞାନଜ୍ୟୋତି ତପୋବନ ଶିକ୍ଷା ମନ୍ଦିରରେ ଗୁରୁ ପୂର୍ଣ୍ଣିମା ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ୧୦ଟା ସମୟରେ ବଲାଙ୍ଗିର ସଦର ବ୍ଲକ ଅର୍ନ୍ତଗତ କୁଡ଼ାସିଂହା ସ୍ଥିତ ଜ୍ଞାନଜ୍ୟୋତି ତପୋବନ ଶିକ୍ଷା ମନ୍ଦିରରେ ଗୁରୁ ପୁର୍ଣ୍ଣିମା ପାଳନ ହୋଇଯାଇଛି । ପ୍ରଧାନ ଗୁରୁଜୀ ଫକୀର ସାହୁ ବିଦ୍ୟାଳୟର ପୃଷ୍ଠପୋଷକ ଇନ୍ଦ୍ରମଣି ଅତବୁଦ୍ଧି ଗୁରୁ
Read More...