Monthly Archives

July 2022

ସ୍ଥାୟୀ ଶିକ୍ଷକ ନିଯୁକ୍ତି ଦାବୀ ନେଇ ସ୍କୁଲ ସମ୍ମୁଖରେ ତାଲା ପକାଇ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ସର୍ଗିବାହାଲ ପଞ୍ଚାୟତ ଅଧିନରେ ଥିବା ଢୋଲବନ୍ଧ ଗ୍ରାମରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ୟ୍ୟନ୍ତ ଶ୍ରେଣୀ ରହିଥିବା ବେଳେ ଚାରିଜଣ ଶିକ୍ଷକ କେମିତି ପାଠ ପଢାଇବେ ବୋଲି ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନ
Read More...

ବଲାଙ୍ଗିର ଜିଲ୍ଲା ତୈଳିକ ବୈଶ୍ୟ ସମାଜ ପକ୍ଷରୁ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ରେଳ ଷ୍ଟେସନ ନିକଟସ୍ଥ ହରି ଭବନଠାରେ ବଲାଙ୍ଗିର ଜିଲ୍ଲା ତୈଳିକ ବୈଶ୍ୟ ସମାଜ ପକ୍ଷରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଉମାକାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ସାଧାରଣ ସଂପାଦକ ପ୍ରଦୀପ କୁମାର ସାହୁ,
Read More...

ବହୁଚର୍ଚ୍ଚିତ ଧୁମାମରା ଜମି ଦୁର୍ନୀତି ମାମଲାରେ ଅଭିଯୁକ୍ତ ଟିମନ୍‌ ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବହୁଚର୍ଚ୍ଚିତ ସ୍ଥାନୀୟ ଧୁମାମରା ଜମି ଦୁର୍ନୀତି ମାମଲାରେ ବଲାଙ୍ଗିର ସଦର ପୋଲିସ ଷଷ୍ଠ ଅଭିଯୁକ୍ତକୁ ଆଜି ଗିରଫ୍‌ କରି କୋର୍ଟ ଚାଲାଣ କରିଥିବା ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି । କେସ୍‌ ନଂ.୨୪୯/୨୨, ଦଫା ୪୬୮/୪୭୧/୪୨୦/୧୨୦(ବି)/୩୪ ଆଇପିଏସ୍‌
Read More...

ପହାଡଗଞ୍ଜ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଦିଲ୍ଲୀର ପହାଡଗଞ୍ଜରେ ଥିବା ରୋମା ଡିଲକ୍ସ ହୋଟେଲରେ ଗୁରୁବାର ସକାଳ ପ୍ରାୟ ୪ଟା ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଏହାର ଦ୍ୱିତୀୟ ମହଲାରେ ଥିବା ଏକ କୋଠରିରେ ନିଆଁ ଲାଗିଯାଇଛି । ଖବରପାଇ ଦମକଳ ବାହିନୀର ୪ଟି ଗାଡି ନିଆଁ ଲିଭାଇବାକୁ ପହଞ୍ଚିଥିବା ବେଳେ ଏଥିରେ
Read More...

ଜଳଛତ୍ରରେ ବାପ ଛେଉଣ୍ଡ ନିଃସହାୟ ନାବାଳକ ଛାତ୍ର ପାଣି ଦେଇଥିବା ପାଉଣା ମିଳିବ କେବେ ?

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କମେଇମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଖାନମୁଣ୍ଡା ଗାଁର ବାପ ଛେଉଣ୍ଡ ନିଃସହାୟ ନାବାଳକ ଛାତ୍ର ମହେନ୍ଦ୍ର ମାଝି(୧୪) ଚାରିମାସ ଧରି ପାଣି ଦେଇଥିବା ପାଉଣା ଏଯାଏଁ ମିଳିପାରିନ ଥିବା ଖବର ମିଳିଛି । ଉକ୍ତ ପାଉଣା ଦେବାକୁ
Read More...

ଜଙ୍ଗଲରୁ ନବଜାତକର ମୃତଦେହ ଉଦ୍ଧାର କଲା ପୋଲିସ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଏମ୍‌ପିଭି-୮୩ ଗାଁରରେ ନବଜାତ ଶିଶୁକୁ ହତ୍ୟା କରି ଜଙ୍ଗଲରେ ପୋତିଦେଇଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାନୁଯାୟୀ, ମାଲକାନଗିରି ମୋଟୁ ଥାନା ଏମଭି ୮୩ ଗାଁର ବିନୋଦ ପାଇକ ଓ ଶ୍ୟାମଳା ପାଇକଙ୍କର ଜୁଲାଇ ୨ରେ
Read More...

ଆଧ୍ୟାତ୍ମିକ ମାନସିକତା ମହିଳାଙ୍କ ପାଇଁ ଉପାଦେୟ

ସୁଶ୍ରୀ ସ୍ନେହଲତା ଆଧ୍ୟାତ୍ମିକ ମାନସିକତା ମହିଳାଙ୍କ ପାଇଁ ଉପାଦେୟ ବୋଲି ପ୍ରମାଣିତ ହୁଏ । ଏଠାରେ ଧର୍ମାନ୍ଧତାର କଥା କୁହାଯାଉ ନାହିଁ କିମ୍ବା ଅନ୍ଧବିଶ୍ୱାସୀ ହେବା କଥା ଜମାରୁ କୁହାଯାଉ ନାହିଁ । ଆଧ୍ୟାତ୍ମିକ ହେବା କଥା ହିଁ କୁହାଯାଉଛି । ଆଧ୍ୟାତ୍ମିକ ମାନସିକତା ଧାରଣ କଲେ କ’ଣ କ’ଣ
Read More...

ବିଦ୍ୟୁତ୍ ଖୁଣ୍ଟରେ ଚଢି ମରାମତି କରିବା ବେଳେ ବିଦ୍ୟୁତ୍ ଆଘାତ ଲାଗି ଟାଟା ପାୱାରର ଅସ୍ଥାୟୀ କର୍ମଚାରୀ ଗୁରୁତର

ଦେବଗଡ଼ : ଦେବଗଡ଼ ଜିଲ୍ଲା ଭାଲୁମୁଣ୍ଡା ନିକଟରେ ବିଦ୍ୟୁତ୍ ଖୁଣ୍ଟରେ ଚଢି ମରାମତି କରିବା ବେଳେ ବିଦ୍ୟୁତ୍ ଆଘାତ ଲାଗି ଟାଟା ପାୱାରର ଅସ୍ଥାୟୀ କର୍ମଚାରୀ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ରେଙ୍ଗାଳବାହାଳ
Read More...

ସମ୍ବଲପୁରରେ ପୁଣି ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ସମ୍ବଲପୁର : ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସହରକୁ ପୁଣି ଥରେ ଫେରିଛି ମାସ୍କ ଓ ଅନ୍ୟ କଟକଣା । ଯଦିଓ ପୂର୍ବରୁ ମାସ୍କ ପିନ୍ଧିବାକୁ କୁହାଯାଉଥିଲା କିନ୍ତୁ ଏବେ ଏହାକୁ ବାଧ୍ୟତାମୂଳକ କରାଯାଇଛି । ଏନେଇ ଏକ ଗାଇଡଲାଇନ୍‌ ଜାରି କରିଛି ସମ୍ବଲପୁର ମହାନଗର ନିଗମ । ଦୋକାନ ବଜାରରେ
Read More...

ଅଜବ୍‌ ପ୍ରେମ : ପ୍ରେମିକାଙ୍କ ବାହା କରାଇଲେ ପ୍ରେମିକ

ବାଙ୍ଗାଲୁରୁ : ବାଙ୍ଗାଲୁରୁ ସହର ନିକଟସ୍ଥ ଏକ ଗାଁରେ ଏକ ଅଜବ୍‌ ପ୍ରେମ ଲୋକ ଲୋଚନକୁ ଆସିଛି । ଜଣେ ପ୍ରେମିକ ନିଜେ ପ୍ରେମିକାଙ୍କୁ ଅନ୍ୟ ଜଣଙ୍କ ସହ ବାହା କରାଇଛନ୍ତି । କୁହାଯାଇଛି ଯେ, ଦୀର୍ଘ ୪ ବର୍ଷର ଘନିଷ୍ଠ ପ୍ରେମ ପରେ ହଠାତ୍‌ ପ୍ରେମିକା ଦିନେ ପ୍ରେମିକ ସାମ୍ନାରେ କାନ୍ଦିବା ବେଳେ
Read More...