Monthly Archives

July 2022

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଟୀକାଦାନ ଶିବିର ଅନୁଷ୍ଠିତ

ବୌଦ୍ଧ, (ମମତା ମହାକୁର) : ଜିଲ୍ଲା ଅନ୍ତର୍ଗତ ବୌଦ୍ଧ ବ୍ଲକରେ ଆୟୋଜିତ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ପ୍ଲାନ ଇଣ୍ଡିଆ ଏମ ରାଇଟ ପ୍ରୋଜେକ୍ଟର ମିଳିତ ସହଯୋଗରେ ଟୀକାଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୧୩୮ ଜଣରୁ ଅଧିକ ଭିନ୍ନକ୍ଷମଙ୍କୁ
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୦୭ଟି କେନ୍ଦ୍ରରେ ୧୮ରୁ ଅଧିକ ବୟସର ନାଗରିକଙ୍କୁ ଟୀକାକରଣ

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୦୫ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

ବିଜେପି ପକ୍ଷରୁ ଚାଷୀଙ୍କୁ ଫସଲ ବୀମା ଟଙ୍କା ସରକାର ଦେବା ପାଇଁ ନିଆରା ପ୍ରୟାସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ପାଇକମାଲ ବ୍ଲକର ଚାଷୀମାନଙ୍କୁ ଗତ ୨୦୨୧ର ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ରାଜ୍ୟ ସରକାର ଦେବା ପାଇଁ ବିଜେପି ପକ୍ଷରୁ ଆଜି ଏକ ନିଆରା ପ୍ରୟାସ କରିଛି । ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ
Read More...

ଜିଲ୍ଲାରେ ଜନଜୀବନର ସୁରକ୍ଷା ପାଇଁ ସଡ଼କ ସୁରକ୍ଷା ସଚେତନତା ରାଲି

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପ୍ରଶାସନ ଓ ପରିବହନ ବିଭାଗର ମିଳିତ ଆୟୋଜନରେ ଆଜି ସକାଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରୁ ଏଣିକି ଜିଲ୍ଲାରେ ମାସର ପ୍ରତି ଶନି ଓ ରବିବାରକୁ ଶତ ପ୍ରତିଶତ
Read More...

ଶିବତଲା ପେକ୍ସର ସଭାପତି ଭାବେ ନିର୍ବାଚିତ ହେଲେ ପ୍ରଦ୍ୟୁମ୍ନ ହୋତା

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ୍ ଅନ୍ତର୍ଗତ ଶିବତଲା ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ନିର୍ବାଚନରେ ସାହାଜବାହାଲ ପଞ୍ଚାୟତର ପୂର୍ବ ସରପଞ୍ଚ ପ୍ରଦ୍ୟୁମ୍ନ ହୋତା ନିର୍ବାଚିତ ହୋଇଛନ୍ତି । ସେ ସଭାପତି ଭାବେ ନିର୍ବାଚିତ ହେବା ପରେ ଶିବତଲା, ସାହାଜବାହାଲ ଅଞ୍ଚଳର
Read More...

ନବ ନିର୍ମାଣ କୃଷକ ସଂଗଠନର ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନବ ନିର୍ମାଣ ଯୁବ ଛାତ୍ର ସଂଗଠନ (ନବ ନିର୍ମାଣ କୃଷକ ସଂଘର ଯୁବ ଶାଖା)ର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀ ବିଜେବି କଲେଜର ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ନେଇ ଦୀର୍ଘ ୧୧ ଦିନ ଧରି ରୁଚିକା ମହାନ୍ତିଙ୍କ ମା’ ବିଦ୍ୟୁତପ୍ରଭା ମହାନ୍ତିଙ୍କ ସହିତ
Read More...

ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ମେଧାବୀ ଅଭିନନ୍ଦନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶିକ୍ଷାବର୍ଷ ୨୦୨୧-୨୨ ମାଟ୍ରିକ ପରୀକ୍ଷାରେ ୯୦% ଅଧିକ ନମ୍ବର ରଖିଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରରୁ ୧୭ ଜଣ ଓ ଗାଇସିଲାଟ ଶିଶୁମନ୍ଦିରରୁ ୪ ଜଣଙ୍କୁ ଆଜି ବିଦ୍ୟାମନ୍ଦିର ପରିସରରେ ମେଧାବୀ
Read More...

ଏବିଭିପି ଓଡ଼ିଶା ପକ୍ଷରୁ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସରଙ୍କୁ ପ୍ରଶ୍ନପତ୍ର ଲିକ୍ ଘଟଣାର ସଠିକ୍ ତଦନ୍ତ…

ସମ୍ବଲପୁର : ଏବିଭିପି ଓଡ଼ିଶାର ଏକ ପ୍ରତିନିଧି ମଣ୍ଡଳୀ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ସଂଜୀବ ମିତଲଙ୍କୁ ଭେଟି ପ୍ରଶ୍ନପତ୍ର ଲିକ୍ ଘଟଣାର ସଠିକ୍ ତଦନ୍ତ ପାଇଁ ଦାବୀପତ୍ର ପ୍ରଦାନ କରିବା ସହ ଆଗାମୀ ଦିନରେ ଯେପରି ଏହାର ପୁନରାବୃତ୍ତି ନ ଘଟେ ସେଥିପାଇଁ ଧ୍ୟାନ ରଖିବାକୁ ଦାବୀ
Read More...

ଘିଚାମୁରା ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ରେଙ୍ଗାଲି : ରେଙ୍ଗାଲି ବ୍ଲକର ଘିଚାମୁରା ସ୍ଥିତ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ସ୍ୱାଧୀନ ଏକତା ସଂଗଠନ ରେଙ୍ଗାଲି ଏବଂ ରେଙ୍ଗାଲି ବନ୍ୟାଞ୍ଚଳର ମିଳିତ ଆନୁକୂଲ୍ୟରେ ବନ ମହୋତ୍ସବ ପାଳନ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ ସୁଶାନ୍ତ ନାଥ ଅତିଥିମାନଙ୍କୁ ସ୍ଵାଗତ କରି ପରିଚୟ ପ୍ରଦାନ
Read More...

ବରିଷ୍ଠ ନାଗରିକଙ୍କୁ ଚୂନ ଲଗାଇଲେ ସାଇବର ଠକ : ବିଦ୍ୟୁତ ସଂଯୋଗ କଟିଯିବ କହି ୨ ଲକ୍ଷ ୭୫ ହଜାର ଟଙ୍କା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବରିଷ୍ଠ ନାଗରିକଙ୍କୁ ଚୂନ ଲଗାଇଲେ ସାଇବର ଠକ । ପୂର୍ବ ମାସର ଇଲେକ୍ଟ୍ରି ବିଲ ବକେୟା ଥିବାରୁ ଲାଇନ କଟିଯିବ କହି ଆରଏସପିର ଜଣେ ପୂର୍ବତନ କର୍ମଚାରୀଙ୍କ ଠାରୁ ୨ ଲକ୍ଷ ୭୫ ହଜାର ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ । ପୂର୍ବ ମାସର ଇଲେକ୍ଟ୍ରି ବିଲ୍ ବକେୟା
Read More...