Daily Archives

ବଲାଙ୍ଗିର ପଲିଟେକ୍‌ନିକ୍‌ର ବାର୍ଷିକ ଉତ୍ସବ ‘ଗୁଞ୍ଜନ-୨୦୨୨’ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପଲିଟେକ୍‌ନିକ୍‌ର ବାର୍ଷିକ ଉତ୍ସବ ‘ଗୁଞ୍ଜନ-୨୦୨୨’ ଏହାର ବାଳକ ଛାତ୍ରାବାସ ପ୍ରାଙ୍ଗଣରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଜିଲ୍ଲାପାଳ ଚଞ୍ଚଳ ରାଣା ମୁଖ୍ୟ ଅତିଥି ଓ ଭୀମଭୋଇ ଭେଷଜ ମହାବିଦ୍ୟାଳୟର ଡିନ୍‌ ଏବଂ ଅଧ୍ୟକ୍ଷ
Read More...

ରୋଟାରୀ କ୍ଲବ ଅଫ୍‌ ବଲାଙ୍ଗିର ସେଣ୍ଟ୍ରାଲ ତରଫରୁ ରକ୍ତଦାନ ଶିବିର ତଥା ସରବତ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜୁଲାଇ ୧ ତାରିଖରୁ ନୂତନ ରୋଟାରୀ ବର୍ଷ ଆରମ୍ଭ ହେଉଥିବାରୁ ରୋଟାରୀ କ୍ଲବ ଅଫ୍‌ ବଲାଙ୍ଗିର ସେଣ୍ଟ୍ରାଲର ସଭାପତି ହରିବନ୍ଧୁ ନାୟକଙ୍କ ନେତୃତ୍ୱରେ ରଥଯାତ୍ରା ଅବସରରେ ସର୍ବ ସାଧାରଣଙ୍କ ପାଇଁ ପାନୀୟ ଜଳ ଏବଂ ସରବତ ବଣ୍ଟନ କରାଯାଇଥିଲା । ଭୀମଭୋଇ ମେଡିକାଲ
Read More...

ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିରର ସ୍ୱାସ୍ଥ୍ୟ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବଲାଙ୍ଗିରର ଆନୁକୁଲ୍ୟରେ ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟ ଶିବିରଟିକୁ ଓଡିଶା ଅବସରପ୍ରାପ୍ତ କର୍ମଚାରୀ ସଂଘର ସଂପାଦକ ମଲିଆ ଗଡୁଆ
Read More...

ଆସନ୍ତାକାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୦୫ଟି କେନ୍ଦ୍ରରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୦୫ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

ପୁଇଁନ୍ତଲା ବ୍ଲକ ବିଲେଇସର୍ଡାଠାରେ ଏ ବର୍ଷର ରଥଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ବିଲେଇସର୍ଡାରେ ଏ ବର୍ଷର ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । କରୋନା ପାଇଁ ଦୁଇ ବର୍ଷ ବନ୍ଦ ଥିବାରୁ ଚଳିତ ବର୍ଷ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା । ରଥଯାତ୍ରା ଦେଖିବା ପାଇଁ ଆଖ ପାଖ ଗାଁର
Read More...

ସେବା ଓ ସେବକ ସପ୍ତାହ ପାଳନ ଅବସରରେ ସାରସ୍ୱତ ସମାବେଶ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ତ୍ୟାଗ ଓ ସେବାରେ ଆଜି ଅନୁପ୍ରାଣିତ ଅସଂଖ୍ୟ ଓଡିଶାବାସୀ । ତାଙ୍କ ୯୪ତମ ପୁଣ୍ୟତିଥି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି । ଏହି କ୍ରମରେ ସେବା ଓ ସେବକ ପାଳନ ଅବସରରେ ‘ସମାଜ’ ପକ୍ଷରୁ ସ୍ଥାନୀୟ ଯାଦବ ଭବନ
Read More...

ରମ୍ଭାରେ ଶ୍ରୀ ବାସବୀ କନ୍ୟକା ପରମେଶ୍ୱରୀ ନୂତନ ମନ୍ଦିର ନିର୍ମାଣର୍ଥେ ଭୂମି ଓ ଶଙ୍ଖମ ଶିଳା ପୂଜା ଉତ୍ସବ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସ୍ଥାନୀୟ ମେଡିକାଲ ଛକ ସମ୍ମୁଖରେ ଶ୍ରୀ ଶ୍ରୀ ମା' ବାସବୀ କନ୍ୟକା ପରମେଶ୍ୱରୀଙ୍କ ନୂତନ ମନ୍ଦିର ନିର୍ମାଣ ଉପଲକ୍ଷେ ଭୂମି ପୂଜା ଓ କ୍ରିଷ୍ଣା ଶୀଳା ଶଙ୍ଖମ ପ୍ରତିଷ୍ଠା ଓ ସ୍ଥାପନ ଉତ୍ସବ ହିନ୍ଦୁ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ
Read More...

ପ୍ରଭାତ କ୍ଲବ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ପାଣି ବୋତଲ ପ୍ରଦାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରଭାତ କ୍ଲବ ପକ୍ଷରୁ ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଡେଲାଙ୍ଗ ରେଳଷ୍ଟେସନ ପ୍ଲାଟଫର୍ମଠାରେ ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ପୁରୀ ଯାଉଥିବା ହଜାର ହଜାର ଭକ୍ତ, ଶ୍ରଦ୍ଧାଳୁ,
Read More...

ଖପ୍ରାଖୋଲ ନୋଡାଲ ବିଦ୍ୟାଳୟଠାରେ ଗୋପବନ୍ଧୁ ଦାସଙ୍କ ୯୪ ତମ ପୁଣ୍ୟତିଥି ଅବସରରେ ସେବା ଓ ସେବକ ସପ୍ତାହ ପାଳନ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ସ୍ଥାନୀୟ ନୋଡାଲ ବିଦ୍ୟାଳୟଠାରେ ଗୋପବନ୍ଧୁ ଦାସଙ୍କ ୯୪ ତମ ପୁଣ୍ୟତିଥି ଅବସରରେ ସେବା ଓ ସେବକ ସପ୍ତାହ ପାଳନ ହୋଇ ଯାଇଛି । ସମାଜ ଖବର କାଗଜ ବ୍ଲକ ପ୍ରତିନିଧି ଇଂରାଜୀ ଅଧ୍ୟାପକ ବଳଭଦ୍ର ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ
Read More...

ହାଣ୍ଡଲୁମ କଟନ ଫାବ୍ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ଭଞ୍ଜଭବନ ଠାରେ ହାଣ୍ଡଲୁମ କଟନ ଫାବ୍ ଉଦ୍‌ଘାଟିତ ହୋଇଯାଇଛି । ଆଦର୍ଶ ପାଠାଗାରର ଉପଦେଷ୍ଟା ଚନ୍ଦ୍ରଶେଖର ଶତପଥୀ ଉଦ୍‌ଘାଟକ ଭାବେ ଯୋଗଦେଇ ଏହି ମେଳାକୁ ଉଦ୍‌ଘାଟନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପାଠାଗାରର ସାଧାରଣ ସଂପାଦକ ସୁକାନ୍ତ
Read More...