Monthly Archives

June 2022

ଜୀବନ ହାରିଲେ ଓଲିଉଡ ଅଭିନେତା ରାଇମୋହନ ପରିଡ଼ା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଜୀବନ ହାରିଲେ ଓଲିଉଡ ଅଭିନେତା ରାଇମୋହନ ପରିଡ଼ା । ଭୁବନେଶ୍ୱର ମଞ୍ଚେଶ୍ୱର ସ୍ଥିତ ପ୍ରାଚୀ ବିହାର ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଦେଖିବାକୁ ମିଳିଥିବା ବେଳେ ସେ ହଠାତ୍‌ କାହିଁକି ଏପରି ଚରମ ପଦକ୍ଷେପ ଉଠାଇଲେ ତାହାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ
Read More...

ବିଡିଓଙ୍କ ଦ୍ୱାରସ୍ଥ ହେଲେ ତାଳଭଟା ଗ୍ରାମର ଶ୍ରମିକ

କଣ୍ଟାବାଂଜି, (ଗୁରୁଦୟାଲ ହଂସ) : ଆଜି କଂଟାବାଂଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଂଚାୟତର ତାଳଭଟା ଗ୍ରାମର ଶ୍ରମିକମାନେ ଆଜି ବଙ୍ଗୋମୁଣ୍ଡା ବ୍ଲକକୁ ଆସି ବିଡିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତେବେ ଶ୍ରମିକମାନଙ୍କ କହିବା ଅନୁସାରେ ଦୀର୍ଘ ଏକ ବର୍ଷ ହେବ ନିଜ
Read More...

ବଡଘାଟିରେ ମାଛ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଦୁର୍ଘଟଣା ଗ୍ରସ୍ତ

ଖଲ୍ଲିକୋଟ : ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପତ ବଡଘାଟି ଠାରେ ପୁଣି ଏକ ମାଛ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର୍‌ ଥିବା ଜଣାପଡିଛି । ସୂଚନା ଅନୁସାରେ ପିକ୍‌ଅପ୍‌ ଭ୍ୟାନ୍‌ଟି ଆନ୍ଧ୍ର ପ୍ରଦେଶରୁ ବାଲୁଗାଁ ଆସୁଥିବା
Read More...

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳରେ ଦୀପଗ୍ରେସ ଏକ୍କାଙ୍କୁ ମିଳିଳା ଉପ ଅଧିନାୟକ ଦାୟିତ୍ୱ

ମୁମ୍ବାଇ : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳରେ ଦୀପଗ୍ରେସ ଏକ୍କାଙ୍କୁ ମିଳିଛି ଉପ ଅଧିନାୟକ ଦାୟିତ୍ୱ । ସେହିପରି ଦଳର ଅଧିନାୟକ ପଦ ବଜାୟ ରଖିଛନ୍ତି ସବିତା ପୁନିଆ । ଜୁଲାଇ ୨୮ରୁ ଇଂଲଣ୍ଡର ବର୍ମିଂହାମରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆରମ୍ଭ ହେଉଥିବା ବେଳେ ଗୁରୁବାର ରାତିରେ ହକି
Read More...

ପ୍ରେମ ଜାଲରେ ପକାଇ ଧନୀମାନଙ୍କୁ ଡାକୁଥିଲେ, ତା’ପରେ ଅଭିନବ ଉପାୟରେ ଲୁଟ୍‌

ନୂଆଦିଲ୍ଲୀ : ଦେଶର ରାଜଧାନୀରେ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି । ଧନୀ ବ୍ୟକ୍ତିଙ୍କୁ ପ୍ରେମ ଜାଲରେ ପକାଇ ଫ୍ଲାଟକୁ ଡକାଯାଉଥିଲା ଏବଂ ତା'ପରେ ଅଭିନବ ଉପାୟରେ ଲୁଟ୍‌ କରାଯାଉଥିଲା । ଦିଲ୍ଲୀରେ ଜଣେ ବ୍ୟକ୍ତିଙ୍କୁ ଏଭଳି ଲୁଟ୍‌ କରାଯିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି ।
Read More...

ରାଉରକେଲାରେ ରଥଯାତ୍ରା ପାଳନ ନିମନ୍ତେ ପ୍ରଶାସନ ପକ୍ଷରୁ ସମନ୍ୱୟ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ସପ୍ତାହରେ ପାଳିତ ହେବ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା । ଏହି ସମୟରେ ରାଉରକେଲା ସହର ଓ ଆଖପାଖ ଅଞ୍ଚଳର ବିଭିନ୍ନ ସ୍ଥାନରେ ଏକାଧିକ ରଥଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ରାଉରକେଲା ସହରର ଉଦିତ ନଗରଠାରେ ଥିବା ଆଇଟିଡିଏ ସମ୍ମିଳନୀ କକ୍ଷରେ ବରିଷ୍ଠ
Read More...

ସିଏଚ୍‌ସି ଖପ୍ରାଖୋଲ ଦ୍ୱାରା ଦାମନ ଶିବିର ଆୟୋଜିତ ନେଇ ଜିଲ୍ଲାପାଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲରେ ସିଏଚ୍‌ସି ଦ୍ୱାରା ଦାମନ ଶିବିର ଆୟୋଜିତ ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ତେବେ ଏହି ଶିବିରଟି ସନ୍ଦିଗ୍ଧ କୁଷ୍ଠରୋଗୀ ଏମ୍‌ବି ମାମଲା, ପିଡବ୍ଲୁଏମ୍‌ଆଇ ମାମଲା ଏବଂ ପିଟିବି ମାମଲା ଚିହ୍ନଟ କରିବା ପାଇଁ
Read More...

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ବିସ୍ଥାପିତ ପରିବାରମାନେ ସ୍ଥାନାନ୍ତରିତ ହୋଇଥିବା ସ୍ଥାନରେ ଟ୍ୟୁବୱେଲ ସ୍ଥାପନ ନେଇ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ବିସ୍ଥାପିତ ପରିବାରମାନେ ସ୍ଥାନାନ୍ତରିତ ହୋଇଥିବା ସ୍ଥାନଗୁଡିକରେ ଟ୍ୟୁବୱେଲଗୁଡିକ ସ୍ଥାପନ ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ଏଥିପାଇଁ ଏହି ବିସ୍ଥାପିତ ପରିବାରମାନେ ଖୁସିବ୍ୟକ୍ତ କରିବା ସହ
Read More...

ଥାନା ପରିସରରେ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ

ସାଲେପୁର : କଟକ କିଶନ ନଗର ଅଞ୍ଚଳରେ ଥାନା ଆଗରେ ନିଜ ଦେହରେ ପେଟ୍ରୋଲ ଢ଼ାଲି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ । ଜଳିଗଲା ଶରୀର ପ୍ରାୟ ୯୦ ପ୍ରତିଶତ ଅଂଶ । ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକଟ ହସ୍ପିଟାଲରେ ଭର୍ତ୍ତି କଲେ ସ୍ଥାନୀୟଲୋକ । ଏବେ ମୃତ୍ୟୁ ସହ ସଂଘର୍ଷ କରୁଛି ଯୁବକ ।
Read More...

୮୯୦ ବୋତଲ କଫସିରପ ଜବତ ସହ ଜଣେ ଗିରଫ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କଫସିରପ କାରବାର । ବରଗଡ଼ ଅବକାରୀ ବିଭାଗକୁ ବଡ଼ ସଫଳତା । ସୋହେଲା ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଗର୍ଭଣା ଗ୍ରାମର ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ଘରେ
Read More...