Monthly Archives

May 2022

ସାଢେ ୩ କେଜି ଗଞ୍ଜେଇ ଜବତ

ପାଟଣାଗଡ଼,(ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ୍‌ ଧୁବଲପଡା ଗ୍ରାମର ମେଶୁ ମେହେର(୭୦)ଙ୍କ ଘରେ ଅବକାରୀ ବିଭାଗ ଚଢଉ କରି ସାଢେ ୩ କେଜି ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ମେଶୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ମେଶୁ ବେଆଇନ ଭାବେ ଘରେ ଗଞ୍ଜେଇ ରଖିଥବା ଖବର ପାଇ ଅବକାରୀ ବିଭାଗ
Read More...

ଚାରପାଲି ଗ୍ରାମରେ ପାନୀୟ ଜଳ ଅଭାବ : ଲୋକେ ହନ୍ତସନ୍ତ

ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇଲେ ସରପଞ୍ଚ ଦୀନେଶ ସେଠ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବରିକେଲ ପଞ୍ଚାୟତ ଚାରପାଲି ଗ୍ରାମରେ ପାନୀୟ ଜଳ ଅଭାବ ଦେଖାଦେଇଛି । ଦୀର୍ଘ ଦିନ ଧରି ପାନୀୟ ଜଳର ଅଭାବ ଯୋଗୁଁ ଲୋକେ ପାନୀୟ ଜଳ ପାଇ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ।
Read More...

ଓଲଟିଲା ଯାତ୍ରୀବାହୀ ଅଟୋ : ଜଣେ ମୃତ, ୪ ଆହତ

ଢ଼େଙ୍କାନାଳ, (ତାପସ ଦାସ) : ଢ଼େଙ୍କାନାଳର ପ୍ରସିଦ୍ଧ କପିଳାସ ପୀଠକୁ ଦର୍ଶନ କରିବାକୁ ଯାଉଥିବା ବେଳେ ରାସ୍ତାର ୧୧ ନମ୍ବର ବାଙ୍କରେ ସଡକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣଙ୍କ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତଙ୍କୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ
Read More...

ଟ୍ରେନ୍‌ରେ କଟି ଯୁବକଙ୍କ ମୃତ୍ୟୁ

ଜଳେଶ୍ୱର : ବାଲେଶ୍ବର ଜିଲ୍ଲା ଜଳେଶ୍ୱର ରେଳଷ୍ଟେସନ ନିକଟରେ ଟ୍ରେନ୍‌ରେ କଟି ଚାଲିଗଲା ଯୁବକଙ୍କ ଜୀବନ । ମୁଣ୍ଡ-ଗଣ୍ଡି ଅଲଗା ଅବସ୍ଥାରେ ଉଦ୍ଧାର ହେଲା ମୃତଦେହ । ତେବେ ଏବେ ସୁଦ୍ଧା ମୃତ ଯୁବକଙ୍କ ପରିଚୟ ଜଣାପଡିନାହିଁ । ଘଟଣାସ୍ଥଳରେ ଜିଆପି ପହଞ୍ଚି ମୃତଦେହ ଜବତ କରିଥିବା ବେଳେ ଯୁବକ
Read More...

ଭୟଙ୍କର ଅଗ୍ନିକାଣ୍ଡ : ଜୀଅନ୍ତା ଜଳିଗଲେ ୭ ଜଣ

ମଧ୍ୟପ୍ରଦେଶ : ଶୁକ୍ରବାର ମଧ୍ୟରାତ୍ରୀରେ ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ୭ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଖବର ମିଳିଛି । ମିଳିଥିବା ଖବର ଅନୁଯାୟୀ ଶୁକ୍ରବାର-ଶନିବାର ମଧ୍ୟରାତ୍ରିରେ ଏହି ଅଗ୍ନିକାଣ୍ଡ ଘଟିଛି । ଏହି ଭୟଙ୍କର ଅଗ୍ନିକାଣ୍ଡରେ ୭ ଜଣ ଜୀବନ୍ତ ଦଗ୍ଧ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ ରୁ ୧୮ ବର୍ଷ ମଧ୍ୟରେ ୧ ଜଣ ଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୦୩ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ଫକୀର ଚରଣ ପାଢ଼ୀଙ୍କ ରଚିତ ‘ସ୍ମୃତିରେ ପ୍ରଫୁଲ୍ଲ’ ଲୋକାର୍ପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନୀଳଚକ୍ର ପ୍ରକାଶନ ବୋଳକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ସାରସ୍ୱତ ସାଧକ ଫକୀର ଚରଣ ପାଢ଼ୀଙ୍କ ରଚିତ "ସ୍ମୃତିରେ ପ୍ରଫୁଲ୍ଲ 'ଗତକାଲି ଗାନ୍ଧୀପୀଠ ବେରବୋଇଠାରେ ପ୍ରଫୁଲ୍ଲ ନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଅବସରରେ ଲୋକାର୍ପିତ ହୋଇଯାଇଛି । ସମାଜସେବୀ
Read More...

ଅର୍ଡା ଗ୍ରାମରେ ଗରମ ପେଜ ପଡି ଦେଢ ବର୍ଷର ଝିଅ ଗୁରୁତର

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୋନପୁର ଜିଲ୍ଲା ଅର୍ଡା ଗ୍ରାମରେ ଗରମ ପେଜ ପଡି ଦେଢ ବର୍ଷର ଜଣେ ଝିଅ ଗୁରୁତର ହୋଇଥିବା ବେଳେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ଅର୍ଡା ଗ୍ରାମର ସୁବାଷ ବାଗଙ୍କ ସ୍ତ୍ରୀ ଭାତ ରାନ୍ଧିବା
Read More...

ପାରମ୍ପରିକ ଛତ୍ରପୁର ଠାକୁରାଣୀ ଯାତ୍ରାରମ୍ଭ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଐତିହାସିକ ଲୋକକଥା ପ୍ରଚଳିତ କ୍ରମେ ପାଳିତ ହୋଇଆସିଥିବା ପାରମ୍ପରିକ ଛତ୍ରପୁରର ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଛି । ସହର ସାରା ରଙ୍ଗୀନ ଆଲୋକମାଳାରେ ଝଲସିଉଠି ସହର ଚଳ ଚଞ୍ଚଳ ହୋଇଉଠିଛି । ଗତକାଲି ସନ୍ଧ୍ୟାରେ ମା' ରାମାୟାଣାଆମ୍ମାଙ୍କ
Read More...

ଗଣ୍ଡାବଜା ଉପରେ ଏକ ସ୍ୱତନ୍ତ୍ର ଆଲୋଚନା ଅନୁଷ୍ଠିତ

ପାଟଣାଗଡ଼, (ପୁସ୍ତମ ଯୁଆଡି ) : ମିଶନ ଶକ୍ତି କୁତମୁଣ୍ଡାର ମିଟିଙ୍ଗ୍ ହଲ୍ ପରିସରରେ ଗଁଣାବଜା ଉପରେ ଏକ ସ୍ବତନ୍ତ୍ର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କୁତମୁଣ୍ଡା ମୁହୁରୀ କଳା ପରିଷଦ ଅନୁଷ୍ଠାନର ପ୍ରତିଷ୍ଠାତା ହୀରାଧର କୁମ୍ଭାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସ୍ବାଗତ ଭାଷଣ ଦେଇ
Read More...