Monthly Archives

May 2022

ଶକ୍ତି ସଂରକ୍ଷଣ ଓ ପରିବେଶ ସୁରକ୍ଷା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ସହର ଭିତରେ ଥିବା ବାଳିକା ଉଚ୍ଚ ବିଦ୍ୟାଳୟରେ ଏନର୍ଜି କ୍ଲବ ତରଫରୁ ପରିବେଶ ସୁରକ୍ଷା ତଥା ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରୀମାନେ ସହର ପରିକ୍ରମା କରି ଜିଲ୍ଲାବାସୀଙ୍କୁ
Read More...

ଆନନ୍ଦ ଆଚାର୍ଯ୍ୟ ଫୁଟ୍‌ବଲ୍‌ ପ୍ରିମିୟର ଲିଗ୍ : ବରପାଲି ବାଇସନ ବିଜୟୀ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଆନନ୍ଦ ଆଚାର୍ଯ୍ୟ ଫୁଟ୍‌ବଲ ପ୍ରିମିୟର ଲିଗ୍‌ରେ ଗତକାଲି ବରପାଲି ବାଇସନ ଓ ଏସ୍‌ଏସ୍‌ୱାଇଏସ୍‌ ଗୋବିନ୍ଦପାଲି ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ରେ ବରପାଲି ବାଇସନ ଦଳ ବିଜୟୀ ହୋଇଛି । ଦଳ ଆଜିର ମ୍ୟାଚ୍‌କୁ ୩ - ୦ ଗୋଲରେ ଜିତି ନେଇଛି । ଏହି ଖେଳ ପରିଚାଳନା
Read More...

ଆନ୍ତର୍ଜାତିୟ ଦାନର କଳା ଦିବସ

୯ମ ବାର୍ଷିକ ଆନ୍ତର୍ଜାତିକ ଆର୍ଟ ଅଫ୍‌ ଗିଭିଂଗ ଦିବସ ପାଳିତଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସାଂସଦ ଡ଼ଃ ଅଚ୍ୟୁତ ସମାନ୍ତଙ୍କ ପ୍ରତିଷ୍ଠିତ ଆନ୍ତର୍ଜାତିୟ ଦାନର କଳା ଦିବସ ମେ୧୭ ତାରିଖକୁ ଭାରତ ସହିତ ସମଗ୍ର ବିଶ୍ୱରେ ପାଳିତ ହେଉଥିଲା ବେଳେ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କବି ପ୍ରସନ୍ନ
Read More...

ବଲାଙ୍ଗିର ସହରର ଡେଲି ମାର୍କେଟ ପଛପଟ ୧୩ ନମ୍ବର ୱାର୍ଡରେ ଡ୍ରେନ ବ୍ୟବସ୍ଥା ବିପର୍ଯ୍ୟସ୍ତ : ସାଧାରଣରେ ଅସନ୍ତୋଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଡେଲି ମାର୍କେଟ ପଛପଟ ୧୩ ନମ୍ବର ୱାର୍ଡରେ ଡ୍ରେନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଥିବା ବେଳେ ସ୍ଥାନୀୟ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ଅଂଚଳରେ ଡ୍ରେନ ସଫେଇ ପ୍ରତି ଅଣଦେଖା କରାଯାଉଥିବା ବେଳେ ବାରମ୍ବାର ପୌର
Read More...

ବରଗଡ଼ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଡମ୍ବରୁ ରଣା ଆଉ ନାହାନ୍ତି

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଡମ୍ବରୁ ରଣାଙ୍କ ଆଜି ସଂଧ୍ୟା ସମୟରେ ସୋହେଲା ସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁରେ ବରଗଡ଼ ଜିଲ୍ଲା ସାମ୍ବାଦିକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଗତ କିଛି ମାସ ହେବ ବାର୍ଦ୍ଧକ୍ୟ ଜନିତ
Read More...

୫ ବର୍ଷ ଧରି ଅଚଳ ଥିବା ନଳକୂପ ତୁରନ୍ତ ମରାମତି ପାଇଁ ପଡାବାସୀଙ୍କ ଦାବୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ତଥା ତାତି ଭୟଙ୍କର । ବିଶେଷତଃ, ପଶ୍ଚିମ ଓଡ଼ିଶାରେ ସ୍ଥିତି ଅସମ୍ଭାଳ । ସୋନପୁର, ବଲାଙ୍ଗିର ଭଳି ଜିଲ୍ଲାରେ ପାରଦ ୪୪ ଡିଗ୍ରୀ ଅତିକ୍ରମ କଲାଣି । ଆଗକୁ ମଧ୍ୟ ତାତି ଆହୁରି ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
Read More...

ବେଆଇନ ପଥର ଚୋରାଚାଲାଣ ବେଳେ ତହସିଲଦାରଙ୍କ ଚଢ଼ାଉ : ଟ୍ରାକ୍ଟରରୁ ୧୦,୧୧୧ ଟଙ୍କା ଜୋରିମାନା ଆଦାୟ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଦିନ ଏକ ଟ୍ରାକ୍ଟର (ଓଡ଼ି୦୩ଟି୦୮୩୮)ରେ ପଥର ଚାଲାଣ କରୁଥିବା ବେଳେ ଦେଓଗାଁ ତହସିଲଦାର ଯୁଗଳ କିଶୋର ବିଶ୍ବାଲ, ସୁପରଭାଇଜର ତଥା ଆର୍‌ଆଇ ଅଧିର ନାଏକ ନାଇକେନଶିରା ନିକଟରେ ଗାଡ଼ି ଉପରେ ଚଢ଼ାଉ କରିଥିଲେ । ଗାଡ଼ିକୁ ଅଟକ ରଖି ପଥର ସମ୍ବନ୍ଧୀୟ ଦଳିଲ
Read More...

ପୋଖରୀକୁ ଶୌଚ ହେବାକୁ ଯାଇ ବ୍ୟକ୍ତି ନିଖୋଜ

ବରଗଡ, (ନିରୋଜ କୁମାର ପାଣୀ) : ପୋଖରୀକୁ ଶୌଚ ହେବାକୁ ଯାଇ ଜଣେ ବ୍ୟକ୍ତି ନିଖୋଜ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ବରଡୋଲ ଗ୍ରାମର ରାମ ପ୍ରସାଦ ବେହେରା(୪୫) ଗତକାଲି ସକାଳ ୬ଟା ସମୟରୁ ବରଡୋଲ କଟାପାଲି ରାସ୍ତାରେ ଥିବା ପୋଖରୀକୁ ଶୌଚ ହେବାକୁ ଯାଇ ଆଉ ଘରକୁ ଫେରି ନାହାନ୍ତି । ସେ
Read More...

ଓଡ଼ିଶାରେ ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଦାବୀରେ ଦସ୍ତଖତ ଅଭିଯାନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଦାବୀରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଗୋଡ଼ଭଗା ସାପ୍ତାହିକ ବଜାରଠାରେ ଦସ୍ତଖତ ଅଭିଯାନ କରାଯାଇଛି । ବିଜୁଳି ଏକ ମୌଳିକ ଅଧିକାର ହୋଇଥିବାରୁ ବହୁ ଲୋକ ଏହି ଦସ୍ତଖତ ଅଭିଯାନରେ ସହଯୋଗ କରିଥିବା
Read More...

୬ ଗୋଟି ଚୋରି ସାଇକେଲ ଜବତ, ଜଣେ ଗିରଫ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ପୁଲିସ ସାଇକେଲ ଚୋରି ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଥାନା କେସ ନଂ.୧୪୪/୨୨ରେ ଏକ ମାମଲା ରୁଜୁ କରି ସଇଁତଲା କୋର୍ଟକୁ ଚାଲାଣ କରିଛି । ଅଭିଯୁକ୍ତ ଜଣକ ହେଲେ ତୁଷୁରା ଥାନା ତେତେଲଖୁଣ୍ଟି ପଞ୍ଚାୟତର ଭୋଇଗୁରା ଗ୍ରାମର ତପନ
Read More...