Monthly Archives

May 2022

ପିଏମ୍‌କେଏସ୍‌ୱାଇ ଜଳ ବିଭାଜିକା ସକାଶେ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭଇଁଷା ଗ୍ରାମରେ ପାଟଣାଗଡ ବ୍ଲକର ସାତ ଗୋଟି ଗ୍ରାମ ପଞ୍ଚାୟତର ୨୩ ଗୋଟି ଗ୍ରାମରେ ଆରମ୍ଭ ହେବାକୁ ଯାଉଥିବା ପିଏମ୍‌କେଏସ୍‌ୱାଇ ଜଳ ବିଭାଜିକା ସକାଶେ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର
Read More...

ବଲାଙ୍ଗିରର ପ୍ରତିଯୋଗୀଙ୍କୁ ସର୍ବ ଭାରତୀୟ ଶକ୍ତି ଉତ୍ତୋଳନରେ ସ୍ୱର୍ଣ୍ଣ ପଦକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଛତିଶଗଡ ସ୍ପୋର୍ଷ୍ଟ ପାୱାର ଲିଫ୍‌ଟିଂ ଆସୋସିଏସନ ଦ୍ୱାରା ଆୟୋଜିତ ୪୭ ତମ ସର୍ବ ଭାରତୀୟ ପ୍ରତିଯୋଗିତାରେ ବଲାଙ୍ଗିରର ପ୍ରତିଯୋଗୀମାନେ ସ୍ୱର୍ଣ୍ଣ ସହ ଗୋଟିଏ ରୌପ୍ୟ ପଦକ ଲାଭ କରିଛନ୍ତି । ଚାରିଦିନ ବ୍ୟାପି ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୬୫୦ ଜଣ
Read More...

ବିଭିନ୍ନ ସମସ୍ୟାର ସମାଧାନକୁ ନେଇ ୱାର୍ଡ ନମ୍ବର ୧୧କୁ ପରିଦର୍ଶନ କେଲ ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଭିନ୍ନ ସମସ୍ୟାର ସମାଧାନକୁ ନେଇ ଆଜି ବଲାଙ୍ଗିର ପୌରାଂଚଳ ଅନ୍ତର୍ଗତ ୱାର୍ଡ ନଂ ୧୧କୁ ପରିଦର୍ଶନ କରିଛନ୍ତି ପୌରାଧ୍ୟକ୍ଷା ଲିକା ସାହୁ । ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ ୱାର୍ଡ ନଂ ୧୧ରେ ଥିବା ଡ୍ରେନ୍‌ଗୁଡିକର ସମସ୍ୟାର ସମାଧାନ କରିବା ପାଇଁ ଉପସ୍ଥିତ
Read More...

ପୌରାଞ୍ଚଳ ବିଜୁ ଯୁବ ଜନତା ଦଳର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ଦାୟିତ୍ୱ ତୁଳାଇଲେ ମନୋରଞ୍ଜନ ମହାକୁର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଶୈଳେଶ୍ରୀ ପେଲେସ ଠାରେ ପୌରାଞ୍ଚଳ ବିଜୁ ଯୁବ ଜନତା ଦଳର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ଦାୟିତ୍ୱ ତୁଳାଇଛନ୍ତି ମନୋରଞ୍ଜନ ମହାକୁର । ତେବେ ଆଜି ବଲାଙ୍ଗିର ପୂର୍ବତନ ସାସଂଦ କଳିକେଶ ନାରାୟଣ ସିଂହଦେଓ, ପୌରାଧ୍ୟକ୍ଷା ଲିକା ସାହୁ, ଜିଲ୍ଲା
Read More...

ମାନବିକତାର ପରିଚୟ ଦେଖାଇଲେ ବଲାଙ୍ଗିର ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର-ଟିଟିଲାଗଡ ରାସ୍ତା ପେଲେସ୍‌ଲାଇନ୍‌ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ୨ଟି ବାଇକ ଯୋଗେ ଚାରି ଜଣ ବ୍ୟକ୍ତି ନିଜ ନିଜ ମଧ୍ୟରେ କଥା ହୋଇ ଆସୁଥିବା ବେଳେ ଭାରସାମ୍ୟ ହରାଇ ପରସ୍ପରଙ୍କ ବାଇକ ମଧ୍ୟରେ ଧକ୍କା
Read More...

ନୂତନ ବସଷ୍ଟାଣ୍ଡ ପୁନଃ କାର୍ଯ୍ୟକ୍ଷମ କରାଯିବାକୁ ଦାବୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଲକ୍ଷାଧିକ ଟଙ୍କା ବ୍ୟୟରେ ପୌର ପରିଷଦ ଦ୍ୱାରା ନିର୍ମିତ ଘରୋଇ ବସଷ୍ଟାଣ୍ଡ ବହୁ ପ୍ରତୀକ୍ଷା ପରେ ଗତ ବର୍ଷ ଅଗଷ୍ଟ ୨୦ ତାରିଖ ଦିନ ତତ୍କାଳୀନ ପୌର ପ୍ରଶାସିକା ତଥା ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଉଦ୍‌ଘାଟନ ପରେ ଘରୋଇ ବସ୍‌ ଗୁଡିକ ଉକ୍ତ ଷ୍ଟାଣ୍ଡରୁ
Read More...

ୱାଇଏମ୍‌ଏଫ୍‌ଆଇ ଓ ମିନାକ୍ଷୀ ଧର ଫାଉଣ୍ଡେସନ ପକ୍ଷରୁ ‘ସ୍ମୃତିରେ ସ୍ମୃତିରେ’ କାର୍ଯ୍ୟକ୍ରମ ଆସନ୍ତା ୨୧ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ତଥା ଓଡିଶାର ଜଣାଶୁଣା ଉଦ୍‌ଘୋଷିକା, କଣ୍ଠଶିଳ୍ପୀ, ସଂଗଠିକା ତଥା ସମାଜସେବୀ ସ୍ୱର୍ଗତା ମିନାକ୍ଷୀ ଧରଙ୍କ ପ୍ରଥମ ତିରୋଧନ ଦିବସ ଉପଲକ୍ଷେ ଆସନ୍ତା ୨୧ ତାରିଖ ଦିନ ସଂଧ୍ୟା ୬ ଘଟିକା ସମୟରେ ଏକ ସାମୁହିକ ଶ୍ରଦ୍ଧାଞ୍ଜଳି ସଭା 'ସ୍ମୃତିରେ
Read More...

ସଇଁତଲା ସହରରେ ପାନୀୟ ଜଳ ଅବ୍ୟବସ୍ଥାକୁ ନେଇ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ : ବିଡ଼ିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ…

ନୂତନ ଗଭୀର କୂଅ ଖନନ ଓ ସହରକୁ ପାଇପ ଯୋଗାଣ ବ୍ୟବସ୍ଥା ନେଇ ଦାବୀ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ଗ୍ରୀଷ୍ମ ପ୍ରବାହ ସମୟରେ ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା ଦେଖାଯାଉଛି । ଯାହା ଫଳରେ ସହରବାସୀ ପାଣି ପାଇବାରୁ ବଞ୍ଚିତ ହେବା ସହିତ ଅସୁବିଧା ସମ୍ମୁଖୀନ
Read More...

ଶିବିରରେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କଲେ ଛତ୍ରପୁର ଆଇଆଇସି

ଆମ ପୋଲିସ ପକ୍ଷରୁ ମେଗା ରକ୍ତଦାନ ଶିବିର : ୧୦୧ ୟୁନିଟ ରକ୍ତ ସଂଗ୍ରହ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଶିବ କୁମାର ପଟ୍ଟନାୟକ ରିଡିଙ୍ଗରୁମ୍‌ ସେମିନାର ହଲ୍‌ରେ ଆମ ପୋଲିସ ସୌଜନ୍ୟରେ ଏକ ମେଗା ରକ୍ତଦାନ ଶିବିର ଗୁରୁବାର ଦିନ ଆୟୋଜିତ ହୋଇଥିଲା । ଆରକ୍ଷୀ
Read More...

ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହର ଉପକଣ୍ଠ ବରଡୋଲ ଗ୍ରାମର ଜୈନିକ ବ୍ୟକ୍ତି ରାମ ପ୍ରସାଦ ବେହେରା (୪୫) ଗତ ଦୁଇ ଦିନ ହେଲା ଘରୁ ଶୌଚ କରିବାକୁ ପୋଖରୀକୁ ଯାଇ ଆଉ ଘରକୁ ଫେରି ନଥିଲେ । ଏନେଇ ବରଗଡ଼ ଟାଉନ ଥାନାରେ ତାଙ୍କର ପୁଅ ଅଶ୍ୱିନୀ ବେହେରା ଏକ ନିଖୋଜ ରିପୋର୍ଟ ଦେଇଥିଲେ । ଆଜି
Read More...