Monthly Archives

May 2022

ମାଣ୍ତିଆଢିପାରେ ଷୋହଳ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମଣ୍ତିଆଢିପାଠାରେ ସଂକ୍ରାନ୍ତି ଉପାସିକା ଓ ମାଣ୍ତିଆଢିପା ଗ୍ରାମବାସୀଙ୍କ ଦ୍ୱାରା ଷୋହଳ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । ଏହି ଷୋହଳ ପ୍ରହରୀ ନାମଯଜ୍ଞରେ ୩ଦିନ ବ୍ୟାପୀ ହରେକୃଷ୍ଣ ମହାମନ୍ତ୍ରରେ ଯଜ୍ଞମଣ୍ଡପ କମ୍ପୁଥିଲା ।
Read More...

ସବଜଜ୍ କୋର୍ଟର ଷ୍ଟେନୋଙ୍କ ସ୍ଵାମୀ ଧନେଶ୍ଵର ବେହେରାଙ୍କ ସନ୍ଦେହଜନକ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ସବଜଜ୍ କୋର୍ଟର ଷ୍ଟେନୋ ସସ୍ମିତା ଦଳେଇଙ୍କ ସ୍ଵାମୀ ଧନେଶ୍ୱର ବେହେରାଙ୍କ ଗତକାଲି ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଗତକାଲି ଧନେଶ୍ଵରଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ପାଟଣାଗଡ ଡାକ୍ତରଖାନାକୁ ଷ୍ଟେନୋ ସସ୍ମିତା ଦଲେଇ ନେଇ
Read More...

ଦାବିରି ରେଲୱେଲାଇନ ମର୍ଡର ଘଟଣା : ପୋଲିସର ବଡ ସଫଳତା

ଖବରଦାତା ସମ୍ମିଳନୀରେ ପ୍ରକାଶ : ୩ ଅଭିଯୁକ୍ତ କୋର୍ଟ ଚାଲାଣମାଟିତଳୁ ମୃତ କଂକାଳ ଉଦ୍ଧାରର ୪ ମାସ ପରେ ପୋଲିସ ରାଂଚିରୁ ଗିରଫ କଲାକଂଟାବାଂଜି, (ମନୀଷ କୁମାର ହଂସ) : ଆଜି ବଲାଙ୍ଗିର ଜିଲ୍ଲା କଂଟାବାଂଜି ପୋଲିସର ଏକ ଖବରଦାରତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପୋଲିସ ଖବରଦାତା
Read More...

ସ୍କୁଲ ଛାଡିଥିବା ଛାତ୍ରଛାତ୍ରୀମାନଙ୍କୁ ଶୀଘ୍ର ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ ଓ ସ୍କୁଲ ପୁନଃ ଖୋଲିବା ପାଇଁ ଜିଲ୍ଲା…

ବରଗଡ, (ନିରୋଜ କୁମାର ପାଣୀ) : ସ୍କୁଲ ଛାଡିଥିବା ଛାତ୍ରଛାତ୍ରୀମାନଙ୍କୁ ଶୀଘ୍ର ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ ଓ ସ୍କୁଲ ପୁନଃ ଖୋଲିବା ପାଇଁ ଜିଲ୍ଲା ଅଭିବାଭକ ମହାସଙ୍ଘ ପକ୍ଷରୁ ଦାବୀପତ୍ର ପ୍ରଦାନ କରାଯାଇଛି । ଆଜି ଜିଲ୍ଲା ଅଭିବାଭକ ମହାସଙ୍ଘ ସ୍ଥାନୀୟ ବରଗଡ଼ ଜିଲ୍ଲା ଶିକ୍ଷା
Read More...

ବିଇଡି କଲେଜର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାର ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ (ବିଇଡି କଲେଜ) ଛାତ୍ର ସଂସଦର ବାର୍ଷିକ ଉତ୍ସବ ଗତକାଲି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର କାର୍ଯ୍ୟକାରୀ ଅଧ୍ୟକ୍ଷା ଡକ୍ତର ଗୀତାଞ୍ଜଳି ପାଢୀଙ୍କ ପୌରହିତ୍ୟରେ ମହାବିଦ୍ୟାଳୟ ବାର୍ଷିକ ଉତ୍ସବ ସଭା
Read More...

ପରିବର୍ତ୍ତନ ଧାରାରେ ଭାରତୀୟ ଚଳଚ୍ଚିତ୍ର

ଭୁବନେଶ୍ୱର, (ପିଆଇବି) : ସମୟ ସହ ତାଳଦେଇ ଭାରତୀୟ ଚଳଚ୍ଚିତ୍ରର ପରିବର୍ତ୍ତନ ଘଟୁଛି ଏବଂ ଭବିଷ୍ୟତରେ ଓ.ଟି.ଟି. ପ୍ଲାଟଫର୍ମକୁ ଏହା ଆସିଯିବ ବୋଲି ପ୍ରଫେସର ହିମାଂଶୁ ଖଟୁଆ କହିଛନ୍ତି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଜନସମ୍ପର୍କ କାର୍ୟ୍ୟାଳୟ ପକ୍ଷରୁ ଆଜି
Read More...

ଟ୍ୟାଙ୍କର-ଟ୍ରକ ଦୁର୍ଘଟଣା, ୯ ଜୀବନ୍ତ ଦଗ୍ଧ

ଚନ୍ଦ୍ରପୁର : ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଏକ ଟ୍ୟାଙ୍କର ଓ ଟ୍ରକ ମଧ୍ୟରେ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣା ପରେ ନିଆଁଲାଗି ୯ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଗୁରୁବାର ରାତି ପ୍ରାୟ ସାଢେ ୧୦ଟାରେ ଏହି ଦୁର୍ଘଟଣା ଚନ୍ଦ୍ରପୁର-ମୁଲ୍‌ ରୋଡ୍‌ରେ ଘଟିଛି । ଚନ୍ଦ୍ରପୁର ଉପକଣ୍ଠ ଅଜୟପୁରରେ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୧୬ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ
Read More...

ସଦର ଥାନାରେ ବିବାହ କଲେ ପ୍ରେମୀଯୁଗଳ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସଦର ଥାନାରେ ଏକ ପ୍ରେମ ବିବାହ ସମ୍ପନ୍ନ ହୋଇଛି । ବରଗଡ଼ ବ୍ଲକ ଅଧୀନ ରୁହୁନିଆଁ ଗ୍ରାମର ହରିହର ଭୋଇ ଏବଂ ଖୁଣ୍ଟପାଲି ଗ୍ରାମର ଉର୍ମିତା ପ୍ରଧାନ ଫୁଲମାଳ ଦେଇ ପରସ୍ପରକୁ ଜୀବନ ସାଥୀ ଭାବେ ବାଛି ନେଇଛନ୍ତି । ବିବାହ ପରେ ଉର୍ମିତାଙ୍କୁ ସାଥୀରେ ନେଇ
Read More...

ଚୀନ ରାଷ୍ଟ୍ରପତି ଜିନପିଙ୍ଗ ନେପାଳକୁ ପ୍ରଶଂସା କରି କହିଲେ, ନିର୍ବାଚନ କରିବା ସଠିକ୍ ପଦକ୍ଷେପ

ନୂଆଦିଲ୍ଲୀ : ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ନେପାଳର ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବାଙ୍କୁ ସ୍ଥାନୀୟ ନିର୍ବାଚନ ପାଇଁ ଅଭିନନ୍ଦନ ଜଣାଇଛନ୍ତି ଏବଂ ଲୋକମାନଙ୍କ ଦ୍ୱାରା ଲୋକ ପ୍ରତିନିଧି ଚୟନ କରିବାର ପ୍ରକ୍ରିୟା ଏକ ଭଲ ପଦକ୍ଷେପ ବୋଲି ସେ କହିଛନ୍ତି । ନେପାଳର ଚୀନ୍ ରାଷ୍ଟ୍ରଦୂତ ହୋ
Read More...