ବଜ୍ରାଘାତରେ ନାବାଳିକା ମୃତ
ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ପଣଷଡିହା ପଞ୍ଚାୟତ ହରଡଭୋଳ ଗ୍ରାମର ଜଣେ ନାବାଳିକାର ମୃତ୍ୟୁ ଘଟିଛି । ମୃତକ ଜଣକ ଚମନ ଦିଗିଙ୍କ ଝିଅ ପାଲ ଦିଗି(୧୨) ବୋଲି ଜଣାପଡିଛି । ପାଲ ଘରେ ବସି ଖାଉଥିବା ସମୟରେ ବଜ୍ରାଘାତ ହୋଇଥିଲା । ବଜ୍ରାଘାତରେ ନାବାଳିକା ଗୁରୁତର ହେବାରୁ ତାଙ୍କୁ!-->…
Read More...
Read More...