Daily Archives

ଲୋୟର ସୁକ୍‌ତେଲ ଜଳ ସେଚନ ପ୍ରକଳ୍ପ ପ୍ରଭାବିତ ଭୁଣ୍ଡିମୁହାନ ଜନ ଶୁଣାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ ଭୁଣ୍ଡିମୁହାନ ଗ୍ରାମଠାରେ ଗତକାଲି ପୂର୍ବାହ୍ନରେ ଏକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଗ୍ରାମରେ ଜମି ଅଧିଗ୍ରହଣ ବିଜ୍ଞପ୍ତି ପ୍ରକାଶ ହେବା ପରେ ଜମି ଅଧିଗ୍ରହଣ ସମ୍ପର୍କିତ ପ୍ରକ୍ରିୟା ଚାଲୁ
Read More...

ମେସିନ କରୁଛି ମନରେଗା କାମ : ଦାଦନ ଯାଉଛନ୍ତି ଶ୍ରମିକ

ଦେଓଗାଁ, (ମନୀଷ କୁମାର ସାହୁ) : ଦାଦନ ପେଟକୁ ଦାନା ଦେବାକୁ କେନ୍ଦ୍ର ସରକାର ମନରେଗା ଯୋଜନାରେ କୋଟି କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଉଛନ୍ତି । ଏଥିରେ ମେସିନକୁ ବାରଣ କରି କେବଳ ଶ୍ରମିକ କାମ କରିବେ ବୋଲି କଡ଼ାକଡ଼ି ନିୟମ କରିଛନ୍ତି । ହେଲେ ଦେଓଗାଁ ବ୍ଲକ୍‌ ଅଞ୍ଚଳରେ ନିୟମକୁ ବିଭିନ୍ନ
Read More...

ପୁରେନା ଗ୍ରାମରେ ଅଚଳ ନଳକୂପ ମରାମତି ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ଲୋକଙ୍କ ପାଇଁ ଯୋଜନା ଉପରେ ଯୋଜନାମାନ ପ୍ରଣୟନ କରିଛନ୍ତି । ହେଲେ ଅଫିସ ତଥା ସରକାରୀ କର୍ମଚାରୀଙ୍କର ଆନ୍ତରିକତାର ଅଭାବ ଯୋଗୁଁ ସାଧାରଣ ଜନତା ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ପଦ୍ମପୁର
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ ରୁ ୧୮ ବର୍ଷ ମଧ୍ୟରେ ୪ ଜଣ ଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୩୫ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ଏସୀୟ ନିର୍ବାଚନ ପ୍ରାଧିକରଣ ମହାସଂଘର ଅଧ୍ୟକ୍ଷଭାବେ ଭାରତ ନିର୍ବାଚିତ ; ୨୦୨୪ ପର୍ଯ୍ୟନ୍ତ ଏହି ପଦରେ ରହିବ

ନୂଆଦିଲ୍ଲୀ, (ପିଆଇବି) : ଏସୀୟ ନିର୍ବାଚନ ପ୍ରାଧିକରଣ ମହାସଂଘର ଅଧ୍ୟକ୍ଷଭାବେ ଭାରତ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛି । ଭାରତ ଦୁଇବର୍ଷ (୨୦୨୨-୨୦୨୪) ପାଇଁ ଏହି ପଦରେ ରହିବ । ମେ ସାତ ତାରିଖରେ ଫିଲିପାଇନ୍ସର ମାନିଲାଠାରେ ଏସୀୟ ନିର୍ବାଚନ ପ୍ରାଧିକରଣ ମହାସଂଘ (ଆସୋସିଏସନ ଅଫ୍ ଏସିଆନ
Read More...

ନାଇକେନଶିରାରେ ବିରାଟ ପର୍ବ ନାଟକ ପରିବେଷଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ହାତୀସରା ପଞ୍ଚାୟତ ନାଇକେନଶିରା ଗାଁରେ ଗତ ୩ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ବୈଶାଖ ଅକ୍ଷୟ ତୃତୀୟା ଅବସରରେ ବିରାଟ ପର୍ବ ପାଟକ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୭୫ବର୍ଷ ଧରି ଏହି ବିରାଟ ପର୍ବ ହୋଇଆସୁଛି । ଏହି ଅବସରରେ ଗାଁର ଉପରପଡ଼ାର
Read More...

ଦେବଙ୍ଗରେ ନାମଯଜ୍ଞ ଉଦ୍‌ଯାପିତ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ୍‌ ଦେବଙ୍ଗ ଗ୍ରାମରେ ଚାଲିଥିବା ଷୋହଳ ପ୍ରହର ନାମଯଜ୍ଞ ବୁଧବାର ଉଦ୍‌ଯାପିତ ହୋଇଯାଇଛି । ଏଥିରେ କ୍ଷେତ୍ର ପୁଟେଲ ଓ ପତ୍ନୀ ସୁମିତ୍ରା ପୁଟେଲ କର୍ତ୍ତା, ଗୋପୀନାଥ ମହାପାତ୍ର ପୂଜକ, ରାମଚନ୍ଦ୍ର ତ୍ରିପାଠୀ, ବିପିନ ମହାପାତ୍ର, ଜପକ ଦାୟିତ୍ୱ
Read More...

ଶାଳ ପଟା ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବନ ବିଭାଗ ବୁଧବାର ସ୍ଥାନୀୟ ପଥରଚେପା ନିକଟରେ ଚଢାଉ କରି ଶାଳ ପଟା ଜବତ କରିଛି । ଏଥିସହ ପଟା ଚାଲାଣରେ ବ୍ୟବହୃତ ହେଉଥିବା ଏକ ଅଟୋରିକ୍ସାକୁ ମଧ୍ୟ ଜବତ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି ।
Read More...

ଅଂଶୁଘାତରେ ମହିଳାଙ୍କ ମୃତ୍ୟୁ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡେନ ବ୍ଲକ୍‌ ଜୟବାହାଲ ଗ୍ରାମରେ ଅଂଶୁଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାମତେ, ଜୟବାହାଲ ଗ୍ରାମର କୌଶଲ୍ୟା ବାଗ (୩୫) ବୁଧବାର ସକାଳୁ କେନ୍ଦୁପତ୍ର ତୋଳିବା ପାଇଁ ନିକଟ ଜଙ୍ଗଲକୁ ଯାଇଥିଲେ । ସେଠାରେ ହଠାତ୍‌ ସେ
Read More...

ସତ୍ୟ ମହିମା ଅଲେଖ ଧର୍ମର ଧୂନୀ ମନ୍ଦିର ପ୍ରତିଷ୍ଠା ଉତ୍ସବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଜେଲ ରୋଡ଼ ପାର୍ଶ୍ବରେ ଥିବା ଇନ୍ଦିରାଆବାସ କଲୋନୀରେ ନିର୍ମିତ ସତ୍ୟ ମହିମା ଅଲେଖ ଧର୍ମର ଏକ ଧୂନୀ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟତଃ ଓଡିଶା ଓ ଏହାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପ୍ରଚଳିତ ଏହି ସାମାଜିକ
Read More...