Daily Archives

ମା’ ରଣେଶ୍ୱର ରାମଚଣ୍ଡୀଙ୍କ ଚୈତ୍ରଯାତ୍ରା ସଂପନ୍ନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ନୃସିଂହନାଥ ମା' ରଣେଶ୍ୱର ରାମଚଣ୍ଡୀ ମନ୍ଦିରଠାରେ କୁଲତା ସମାଜ ଆନୁକୂଲ୍ୟରେ ମା' ରଣେଶ୍ୱର ରାମଚଣ୍ଡୀଙ୍କ ବାସନ୍ତିକ ଚୈତ୍ର ଯାତ୍ରା ସଂପନ୍ନ ହୋଇଯାଇଛି । ପ୍ରଥମେ ମା' ରଣେଶ୍ୱର ରାମଚଣ୍ଡୀଙ୍କ ଧ୍ବଜା ଦେଉଲୀ ଗ୍ରାମରୁ ଅଣାଯାଇ ପାଇକମାଲ
Read More...

ବାବାସାହେବ ଆମ୍ୱେଦକରଙ୍କ ଜୟନ୍ତୀ ମହାଆଡ଼ମ୍ବରରେ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବାବାସାହେବ ଡ଼ ଆମ୍ୱେଦକରଙ୍କ ୧୩୧ତମ ଜୟନ୍ତୀ ପାଟଣାଗଡ଼ରେ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସ୍ଥାନୀୟ ଅଞ୍ଚଳ ସମେତ କଳାହାଣ୍ଡି, ବରଗଡ଼, ନୂଆପଡ଼ା, କୋରାପୁଟ ଓ ରାଜ୍ୟ ବାହାରୁ ହଜାର ହଜାର ଲୋକ ଆସି ଯୋଗ ଦେଇଥିଲେ । “ପାଟଣାଗଡ଼
Read More...

ବାଗଦୋର ଗ୍ରାମ ପଞ୍ଚାୟତରେ ଡ଼. ବି ଆର୍‌ ଆମ୍ବେଦକରଙ୍କ ୧୩୧ତମ ଜୟନ୍ତୀ ପାଳନ

ପାଟଣାଗଡ଼, (ଗୋରେଖନାଥ ବରିହା) : ସମ୍ବିଧାନର ଜନକ ମହାନ ଦେଶ ଭକ୍ତ ତଥା ବିଶ୍ୱରତ୍ନ ଡ଼. ବି ଆର୍‌ ଆମ୍ବେଦକରଙ୍କ ୧୩୧ତମ ଜୟନ୍ତୀ ବଲାଙ୍ଗିର ଜିଲ୍ଲାର ବେଳପଡା ବ୍ଳକ ବାଗଦୋର ଗ୍ରାମ ପଞ୍ଚାୟତର ବନମାଲ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପାଳନ କରାଯାଇଛି । ଏହି ଅବସରେ ନବ ନିର୍ବାଚିତ ସରପଞ୍ଚ
Read More...

ସଇଁତଲାରେ ବସୁଧା ଯୋଜନା ଫେଲ : ଉଦ୍‌ଘାଟନ ୨ ବର୍ଷ ପରେ ମଧ୍ୟ ମିଳିଲା ନାହିଁ ପାଣି, ସାଧାରଣରେ ଅସନ୍ତୋଷ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲରେ ଥିବା କଅସରପଡାର ଓଭର ଟ୍ୟାଙ୍କ ଗତ ୦୨/୦୬/୨୦୨୧ ମସିହାରେ ୬୬ ଲକ୍ଷ ୨୯ ହଜାର ଟଙ୍କା ଅଟକଳ ବ୍ୟୟରେ ପାନୀୟ ଜଳ ପ୍ରକଳ୍ପକୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ଯୋଗ ଦେଇ ଉଦଘାଟନ କରିଥିଲେ
Read More...

ସଇଁତଲାରେ ହନୁମାନ ଜୟନ୍ତୀ ଓ ଶୋଭାଯାତ୍ରା : ଜୟ ଶ୍ରୀ ରାମ ଧ୍ୱନୀରେ କମ୍ପି ଉଠିଲା ସହର

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ସଇଁତଲା ଯୁବ ସରପଞ୍ଚ ଇଂ ସୁବ୍ରତ ନାଗ ଯାଦବଙ୍କ ନେତୃତ୍ୱରେ ସ୍ଥାନୀୟ ଶିବ ମନ୍ଦିରଠାରେ ପୂଜାର୍ଚ୍ଚନା କରିବା ପରେ ସହରର ଯୁବକ ମାନେ ମନ୍ଦିର ପରିସରରେ ଏକତ୍ରିତ ହୋଇ ଶଙ୍କର ଚୌକ,
Read More...

ସମ୍ବିଧାନକୁ ସଂଶୋଧନ କରିପାରିବ ପାର୍ଲିଆମେଣ୍ଟ ଏବଂ ପାର୍ଲିଆମେଣ୍ଟକୁ ସଂଶୋଧନ କରିପାରିବା ଜୁଡିସିଆରୀର ଅଧିକାର ରହିଛି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମ୍ବିଧାନକୁ ସଂଶୋଧନ କରିପାରିବ ପାର୍ଲିଆମେଣ୍ଟ ଏବଂ ପାର୍ଲିଆମେଣ୍ଟକୁ ସଂଶୋଧନ କରିପାରିବାର ଜୁଡିସିଆରୀର ଅଧିକାର ରହିଛି ବୋଲି ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. କିଶୋର କୁମାର ବେହେରା ଦର୍ଶାଇଛନ୍ତି । ସେହିପରି ଭାରତ ଏକ
Read More...

ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ଆଭାସୀ ଜରିଆରେ ଜିଲ୍ଲାପାଳଙ୍କ ଜରୁରୀ ବୈଠକ

ଜରୁରୀ କାମ ନ ଥିଲେ ଗ୍ରୀଷ୍ମ ପ୍ରକୋପରେ ପଦାକୁ ନ ବାହାରିବାକୁ ଜିଲ୍ଲାପାଳଙ୍କ ଜିଲ୍ଲାବାସୀଙ୍କୁ ବିଶେଷ ଅନୁରୋଧଜିଲ୍ଲାର ବିଭିନ୍ନ ବିଭାଗ ମଧ୍ୟରେ ଉତ୍ତମ ଯୋଗାଯୋଗ ପୂର୍ବକ କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ଜିଲ୍ଲପାଳଙ୍କ ପରାମର୍ଶଜିରୋ କାଜୁଆଲିଟି ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ
Read More...

ବରଗଡ଼ ନୋଡାଲ ଅଫିସରଙ୍କ ବିଜେପୁର ଗସ୍ତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିଜେପୁର ବ୍ଲକରେ ବିଗତ ତିନି ବର୍ଷରୁ ଆରମ୍ଭ ହୋଇଥିବା ମିଲେଟ ମିଶନ କାର୍ଯ୍ୟକ୍ରମ ଇତି ମଧ୍ୟରେ ଚାଷୀମାନଙ୍କ ପାଇଁ ଅର୍ଥ ଉପାର୍ଜନର ଏକ ନୂଆ ରାହା ଖୋଲି ଦେଇଛି । ଏହି ବ୍ଲକ ଏକ ବୃଷ୍ଟିପୁଷ୍ଟ ଅଂଚଳ ହୋଇଥିବାରୁ ରବି ଋତୁରେ ଚାଷ କାମ ଠିକ୍‌ ଭାବରେ
Read More...

ସଇଁତଲା ଅଗ୍ନିଶମ ବିଭାଗ ତରଫରୁ ସହିଦ ସପ୍ତାହ ପାଳନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଅଗ୍ନିଶମ ବିଭାଗ ତରଫରୁ ସହିଦ ସପ୍ତାହ ଦିବସ ପାଳନ ହୋଇଯାଇଛି । ପ୍ରଥମେ ସହୀଦ ଅଗ୍ନିଶମ କର୍ମଚାରୀ ବିୟୋଗରେ ନୀରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ସଇଁତଲା, ଡେଙ୍ଗ, ବରଗାଁ, ବ୍ଲକ ଛକ ଅଞ୍ଚଳକୁ ଯାଇ ଅଗ୍ନି ଦାଉରୁ ଲୋକେ କିପରି
Read More...

ଆଦର୍ଶ ପାଠାଗାରରେ ଓଡିଆ ନବବର୍ଷ ଓ ବିଷୁବ ମିଳନ ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ଓଡିଆ ନବବର୍ଷ ଓ ବିଷୁବ ମିଳନ ମହାସମାରୋହରେ ପାଳିତ ହୋଇଯାଇଛି । ପାଠାଗାରର ସଭାପତି ଅଭୟ କୁମାର ଦାସଙ୍କ ସଭାପତିତ୍ୱ ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ଆବାହକତ୍ବ ତଥା ଅନିଲ କୁମାର
Read More...