Monthly Archives

March 2022

କଦଳୀମୁଣ୍ଡା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ୩ ଜଣ ଗୁରୁତର ଆହତଙ୍କୁ ବଲାଙ୍ଗିର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ଟିଟିଲାଗଡ ରୋଡ କଦଳୀମୁଣ୍ଡା ନିକଟରେ ଏକ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ୩ ଜଣ ସାଙ୍ଗ ଏକ ବଜାଜ ସିଟି ୧୦୦ ବାଇକ (ଓଡି୦୩ଟି୩୩୯୨) ଯୋଗେ ଟିଟିଲାଗଡ ପଟୁ ବଲାଙ୍ଗିରକୁ ଆସୁଥିବା ବେଳେ କଦଳୀମୁଣ୍ଡା ନିକଟରେ ଭାରସାମ୍ୟ ହରାଇ
Read More...

ସନ୍ଥକବି ଭୀମଭୋଇଙ୍କ ୧୨୭ତମ ଶ୍ରାଦ୍ଧ ଉତ୍ସବ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଶୂନ୍ୟବ୍ରହ୍ମ ଉପାସନାର ପ୍ରମୁଖ ଉପାସକ ତଥା ସନ୍ଥକବି ଭୀମଭୋଇଙ୍କ ୧୨୭ତମ ଶ୍ରାଦ୍ଧ ଦିବସ ସୁବର୍ଣ୍ଣପୁର ଠାରେ ପାଳିତ ହୋଇଯାଇଛି । ଜିଲ୍ଲାର ଅଗ୍ରଣୀ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ ପକ୍ଷରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳ ଓ ସୋନପୁର ମ୍ୟୁନିସିପାଲିଟିରେ ବ୍ୟବସ୍ଥିତ ୨୨ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ବୀରମହାରାଜପୁର, ଉଲୁଣ୍ଡା, ବିନିକା, ତରଭା,
Read More...

କଳାହାଣ୍ଡି ଶିକ୍ଷା ବିଭାଗର ଅଭିନବ ପ୍ରୟାସ

"ପଢିବାକୁ ଶିଖିବା : ଶିଖିବାକୁ ପଢ଼ିବା" କାର୍ଯ୍ୟକ୍ରମ ଉଦ୍‌ଘାଟିତ କଳାହାଣ୍ଡି, (ହେମନ୍ତ ସାହୁ) : କୋଭିଡ଼ ମହାମାରୀ ଯୋଗୁଁ ଦୁଇବର୍ଷ ବ୍ୟବଧାନରେ ବିଦ୍ୟାଳୟ ଖୋଲିବା ପରେ ଶିକ୍ଷାର୍ଥୀମାନଙ୍କର ହ୍ରାସ ପାଇଥିବା ଶିକ୍ଷଣ ସ୍ତରକୁ ଅଭିବୃଦ୍ଧି କରିବା ଉଦ୍ଦେଶ୍ୟ ନେଇ କଳାହାଣ୍ଡି ଜିଲ୍ଲା
Read More...

ଗାଡ଼ି ଭିତରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଢେଙ୍କାନାଳ, (ତାପସ ଦାସ) : ହିନ୍ଦୋଳ ଥାନା ପୁରୁଣା କଟକ ସମ୍ବଲପୁର ରାସ୍ତା ଗୁଳେହି ଛକ କାଜଲ ଢ଼ାବା ପାଖରୁ ଏକ କାର ମଧ୍ୟରୁ ଜଣେ ଯୁବକଙ୍କ ମୃତ ଦେହ ରହିଥିବା ନେଇ ଲୋକଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା । ଗତକାଲି ଠାରୁ କାରଟି ଷ୍ଟାର୍ଟରେ ଥିବା ବେଳେ ସେଥିରୁ ଏହି ଯୁବକଙ୍କ ମୃତ ଦେହ
Read More...

ବିଜେଡିରେ କାହିଁକି ଭୋଟ ଦେଲ ବୋଲି ଦମ୍ପତିଙ୍କୁ ଆକ୍ରମଣ ଅଭିଯୋଗ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଫାଣ୍ଡି ଦଶିପୁର ପଂଚାୟତ ଗୁରୁଜାଙ୍ଗୁଲି ଗାଁରେ ଦମ୍ପତିଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁଜାଙ୍ଗୁଲି ଗାଁର ରୁନୁବାଳା ବେହେରା ଆଜି ମହାବିରୋଡ଼ ଫାଣ୍ଡିରେ ଆସି ଅଭିଯୋଗ କରିଛନ୍ତି ଯେ, ଗତକାଲି
Read More...

ଢେଙ୍କାନାଳରେ ସାଇନାଥଙ୍କ ପାଲିଙ୍କି ଯାତ୍ରା

ଢେଙ୍କାନାଳ, (ତାପସ ଦାସ) : ଆଜି ଓଁ ଶ୍ରୀ ସାଇ ରାମ ରାଜଧିରାଜ ଯୋଗୀରାଜ ପରମବ୍ରମଃ ସଚିଦାନନ୍ଦ ସାଇନାଥ ମାହାରାଜଙ୍କ ଦ୍ୱାଦଶ ବାର୍ଷିକ ଉତ୍ସବ ଉପଲକ୍ଷେ ଏକ ପାଲିଙ୍କି ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପାଲିଙ୍କି ଯାତ୍ରା ଢେଙ୍କାନାଳ ସହରର ଷ୍ଟେସନ ବଜାର ନିକଟରୁ ବାହାରି ସାଇ ସୁସଜ୍ଜିତ
Read More...

ପାଖେଇ ଆସୁଛି ପୌର ପରିଷଦ ନିର୍ବାଚନ : ଜିଲ୍ଲା ପ୍ରଶାସନ ପ୍ରସ୍ତୁତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିକଟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଫଳାଫଳ ଘୋଷଣା ପରେ ପରେ ପୁଣି ପାଖେଇ ଆସୁଛି ପୌର ପରିଷଦ ନିର୍ବାଚନ । ଏଥିପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଥିବା ଜଣାପଡ଼ିଛି । ଜିଲ୍ଲାରେ ଅବାଧ ଓ ନିରପେକ୍ଷ ପୌର ପରିଷଦ ନିର୍ବାଚନ ପାଇଁ ବିଧି
Read More...

“ରାଧା ହଜିଗଲା ଅଧା ବାଟରେ” ନାଟକ ମଞ୍ଚସ୍ଥ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଇରାଶି ପଞ୍ଚାୟତର ବି.କାଇଁଚପୁର ଗ୍ରାମରେ ପବିତ୍ର ମହା ଶିବରାତ୍ରି ଅବସରରେ ନାଟ୍ୟ ନିର୍ଦ୍ଦେଶକ ଭାସ୍କର ପାତ୍ର ଓ ସହନିର୍ଦ୍ଦେଶକ ସିଲୁ କୁମାର ବେଜଙ୍କ ନାଟ୍ୟ ନିର୍ଦ୍ଦେଶନାରେ "ରାଧା ହଜିଗଲା ଅଧା ବାଟରେ" ସାମାଜିକ ନାଟକ
Read More...

ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ମନୋନୟନ ପ୍ରକ୍ରିୟା ଆରମ୍ଭ

ପ୍ରଥମ ଦିନରେ କର୍ପୋରେଟର ପଦବୀ ପାଇଁ ୧୯୪ ଏବଂ ମେୟର ପାଇଁ ୫ଟି ଫର୍ମ ନେଲେ ଆଶାୟୀ ପ୍ରାର୍ଥୀ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଆଜିଠାରୁ ଭୁବନେଶ୍ୱର ମହାନଗର ନିଗମ ସାଧାରଣ ନିର୍ବାଚନ-୨୦୨୨ ପାଇଁ ମନୋନୟନ ପ୍ରକ୍ରିୟା ଆରମ୍ଭ
Read More...