Daily Archives

ଓଡ଼ିଶା-ଛତିଶଗଡ଼ ସୀମାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ : ସୁରକ୍ଷାକର୍ମୀ ଦ୍ୱାରା କୁମ୍ବିଂ…

ନୂଆପଡା, (ନିରାକାର ମେହେର) : ଓଡ଼ିଶା-ଛତିଶଗଡ ସୀମା ନୂଆପଡା ଜିଲ୍ଲା କୋମନା ଥାନା ସୁନାବେଡା ଅଭୟାରଣ୍ୟରେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ପ୍ରାୟ ୩ ଘଣ୍ଟା ଗୁଳି ବିନିମୟ ହୋଇଥିବା ଜଣାପଡିଛି । ଏସ୍‌ଓଜି, ଡିଭିଏଫ୍, ସିଆର୍‌ପିଏଫ୍ ଯବାନଙ୍କ ମିଳିତ ଭାବେ କୁମ୍ୱିଂ ଅପରେସନ୍‌ ଜାରି
Read More...

ମେହେର ଷ୍ଟୁଡିଓରୁ ସଟର୍‌ ଭାଙ୍ଗି ପ୍ରାୟ ୬ଲକ୍ଷ ଟଙ୍କାର ସାମଗ୍ରୀ ଚୋରି କରିନେଲେ ଦୁର୍ବୃତ୍ତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଭାଲୁମୁଣ୍ଡା ଗ୍ରାମରେ ଥିବା ମେହେର ଷ୍ଟୁଡିଓରୁ ଗତ ରାତିରେ ସଟର ଭାଙ୍ଗି ପ୍ରାୟ ୬ ଲକ୍ଷ ଟଙ୍କାର କ୍ୟାମେରା, ପ୍ରିଣ୍ଟର, ଟିଭି ଆଦି ସାମଗ୍ରୀ ଚୋରି ହୋଇଯାଇଛି । ଏନେଇ ବଙ୍ଗୋମୁଣ୍ଡା ଥାନାରେ ଲିଖିତ ଅଭିଯୋଗ ହୋଇଥିବା
Read More...

ଭିତରକନିକାରେ ଆରମ୍ଭ ହେଲା ପକ୍ଷୀ ଗଣନା କାର୍ଯ୍ୟ

ପଟ୍ଟାମୁଣ୍ଡାଇ : ଆଜିଠାରୁ ଭିତରକନିକା ଅଭୟାରଣ୍ୟରେ ଆରମ୍ଭ ହେଲା ପକ୍ଷୀ ଗଣନା କାର୍ଯ୍ୟ । ଏହି ଗଣନା କାର୍ୟ୍ୟରେ ୧୬ଟି ଟିମ୍‌ ନିୟୋଜିତ ଥିବାବେଳେ ପ୍ରତ୍ୟେକ ଟିମ୍‌ରେ ୪ରୁ ୫ ଜଣ ଲେଖାଏଁ କର୍ମଚାରୀ ରହିଥିବା ସୂଚନା ରହିଛି । ଏହି କାର୍ଯ୍ୟ ପାଇଁ ଚଳିତ ବର୍ଷ କଲେଜର ଛାତ୍ରଛାତ୍ରୀ ମାନଙ୍କୁ
Read More...

କୁକୁରଙ୍କୁ ସଂକ୍ରମିତ କରୁଛି ଭୟାନକ ଭାଇରସ୍‌ ପାର୍ଭୋ

ଭୁବନେଶ୍ୱର : ମଣିଷ ଉପରେ ଯେମିତି କରୋନାର କରାଳ ଛାୟା ଘେରି ରହିଛି, ସେହିପରି ଏବେ କୁକୁରଙ୍କ ଉପରେ ମାଡି ଆସୁଛି ପାର୍ଭୋ ଭାଇରସ । ସୂଚନା ଅନୁସାରେ ଏହି ଭାଇରସ ବୁଲା କୁୁକୁରଙ୍କୁ ଅଧିକ ପରିମାଣରେ ଆକ୍ରାନ୍ତ କରୁଛି । ଏହି ଭାଇରସ୍‌ ଛୋଟ କୁକୁର ଛୁଆଙ୍କ ଠାରେ ଦେଖାଯାଉଛି । ଏହି ରୋଗ
Read More...

କାଠଗଣ୍ଡି ଜବତ ସହ ୨ଜଣ ଅଭିଯୁକ୍ତ ଗିରଫ

ଗଜପତି : ଗଜପତି ଜିଲ୍ଲା ମୋହନା ବନ ବିଭାଗ ଦ୍ୱାରା ବିପୁଳ ପରିମାଣରେ କାଠଗଣ୍ଡି ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଆଜି ଭୋର ସମୟରେ ମୋହନା ବନାଞ୍ଚଳ ଅଧିନସ୍ଥ ଲେମ୍ବାପଙ୍କା ଗାଁ ନିକଟରେ ଚଢାଉ କରାଯାଇଥିଲା । ଏହି ଚଢାଉ ସମୟରେ ଏକ କାଠଗଣ୍ଡି ବୋଝେଇ ଟ୍ରାକ୍ଟର ଜବତ କରାଯିବା ସହ
Read More...

ରାଏତ୍‌ ସର୍‌ତା ଝପର୍‌ ଝାପର୍‌ : ଶୀତେ ଥୁର୍‌ ଥୁରେଇ ଯଉଛେ ବଲାଙ୍ଗିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଲା ରାଏତ୍‌ ସାରା ଝପର୍‌ ଝାପର୍‌ ପାଏନ୍‌ ବର୍‌ଷା ଉତ୍‌ରୁ ଶୀତେ ଥୁର୍‌ ଥୁରେଇ ଯଉଛେ ବଲାଙ୍ଗିର ସହର । ଇ'ଘଡ଼ି ଟିକେ ପାଗ୍‌ ପର୍‌ଛା ଉର୍‌ଛା କରିଥିଲେ ବି ସକାଲୁ ଚାଲିଥିଲା ଟୁପୁର୍‌ ଟାପୁର୍‌ ବର୍‌ଷା । ଶୀତ୍‌ ଦିନେ ବର୍‌ଷା ଦିନ୍‌ ବାଗିର୍‌ ଲଘୁଚାପ୍‌
Read More...

କବିତା : ଘର

ପ୍ରବାସିନୀ ହୋତା ଅଛି ଚାରୋଟି କାନ୍ଥ ଏଇଠିଅଛି ବି ଛାତଟିଏଖରା ବାଜୁନିଧସେଇ ଆସୁନି ଶୀତକାଲି ସନ୍ଧ୍ୟାରେ ପଡୁଥିଲା ବୋଧେ କିଛି ବର୍ଷା ବୁନ୍ଦାଜଣେଇ ଦେଇଥିଲା ଆଜବେଷ୍ଟସ୍ ଛାତତହିଁରୁ ବି ସେ ମୋତେ ରଖିଛି ଆବୋରିତଥାପି କାହିଁକି ଲାଗୁନିଏ ଘର ମୋ ଘର ପରି ମୋତେ ? ଏ କାହିଁକିର ଉତ୍ତର
Read More...

ମିହିର ଦାସଙ୍କୁ ମରଣୋତ୍ତର ପଦ୍ମଶ୍ରୀ ସମ୍ମାନ ଦିଆଯିବା ସହ କଟକ ସହରର ଏକ ରାସ୍ତାକୁ ତାଙ୍କ ନାମରେ ନାମିତ କରାଯାଉ ବୋଲି…

ଭୁବନେଶ୍ୱର : ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ବହୁ ଚର୍ଚ୍ଚିତ କଳାକାର ମିହିର ଦାସଙ୍କ ପରଲୋକ ପରେ ତାଙ୍କୁ ମରଣୋତ୍ତର ପଦ୍ମଶ୍ରୀ ସମ୍ମାନ ଦିଆଯିବା ସହ କଟକ ସହରର ଏକ ରାସ୍ତାକୁ ତାଙ୍କ ନାଁ' ରେ ନାମିତ କରାଯାଉ ବୋଲି କହିଲେ ଅଭିନେତା ଶ୍ରୀତମ ଦାସ । ବୁଧବାର ମିହିର ଦାସଙ୍କ ଶେଷକୃତ୍ୟ ସମୟରେ
Read More...

ଧରାପଡିଲା ହେରୋଇନ୍‌ କାରବାରର ମାଷ୍ଟର ମାଇଣ୍ଡ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପଶ୍ଚିମବଙ୍ଗ ବର୍ଦ୍ଧମାନରେ ୬୫ କୋଟି ଟଙ୍କାର ହେରୋଇନ୍‌ ଜବତ ଘଟଣାରେ ସଂପୃକ୍ତ ମାଷ୍ଟର ମାଇଣ୍ଡ ଲାଲନ୍‌ ସାହା ଧରାପଡିଥିବା ଜଣାପଡିଛି । ସୂଚନା ଅନୁସାରେ ଜଳେଶ୍ୱରରୁ ସମ୍ପୃକ୍ତ ଅଭିଯୁକ୍ତ ସ୍ପେସାଲ ଟାକ୍ସ ଫୋର୍ସ ଟିମ୍‌ ଦ୍ୱାରା ଗିରଫ ହୋଇଥିବା ଜଣାପଡିଛି
Read More...

ପଞ୍ଚଭୂତରେ ଲୀନ ହେଲେ ମହାନ ଅଭିନେତା ମିହିର ଦାସ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମହାନ ଅଭିନେତା ମିହିର ଦାସଙ୍କ ପାର୍ଥିବ ଶରୀର ଆଜି ପଞ୍ଚଭୂତରେ ମିଶି ଯାଇଛି । ସୂଚନା ଅନୁସାରେ କଟକର ସତୀଚୌରା ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଯାଇଛି । ତାଙ୍କର ଅନେକ ପ୍ରଶଂସକ ସେଠାରେ ଉପସ୍ଥିତ ରହିଥିଲେ । ମିହିର ଦାସ ଅମର ରହେ ଧ୍ୱନିରେ
Read More...