Yearly Archives

2021

ମ.ରାମପୁରକୁ ରାଜସ୍ୱ ମାନ୍ୟତା ପ୍ରସଙ୍ଗ : ରାଜସ୍ୱ ମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କଲା ମିଳିତ କ୍ରିୟାନୁଷ୍ଠାନ କମିଟି

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ପ୍ରସଙ୍ଗରେ ଗତ ୬ ତାରିଖରେ ମ.ରାମପୁରକୁ ୧୨ ଘଂଟିଆ ବନ୍ଦ ଡ଼ାକରା ଦେଇଥିଲା ମିଳିତ କ୍ରିୟାନୁଷ୍ଠାନ କମିଟି । ଏହି ବନ୍ଦ ଡ଼ାକରା ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଏବଂ ସଫଳ ହେବା ପରେ ମିଳିତ
Read More...

ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯବାନ ପ୍ରତି ପାଟଣାଗଡ଼ ବିଜେପି ପକ୍ଷରୁ ଅଶୃଳ ଶ୍ରଦ୍ଧାଞ୍ଜଳି ସଭା

ପାଟଣାଗଡ଼, (ଗୋରେଖନାଥ ବରିହା) : ଭାରତର ପ୍ରଥମ ସିଡିଏସ ବିପିନ ରାୱତ ଓ ତାଙ୍କ ଧର୍ମପତ୍ନୀଙ୍କ ସମେତ ୧୩ ଜଣଙ୍କ ହେଲିକପ୍ଟର ଦୁର୍ଘଟଣାରେ ବିୟୋଗରେ ପାଟଣାଗଡ଼ ବିଜେପି ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ରାଜଖମାରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ
Read More...

ସାରେଙ୍ଗପଡ଼ାରେ ବିଦ୍ୟାଳୟ ବନ୍ଦ ପରେ କୈବଲ୍ୟ ଏଡ଼ୁକେସନ୍ ଫାଉଣ୍ଡେସନ୍ ଖୋଲିଲା ପାଠାଗାର

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଆଭ୍ୟନ୍ତରୀଣ ଇଲାକା ସାରେଙ୍ଗପଡ଼ାଠାରେ ଛାତ୍ରଛାତ୍ରୀ କମ୍ ଥିବା ଦର୍ଶାଇ ବିଦ୍ୟାଳୟକୁ ଅନ୍ୟତ୍ର ମିଶାଇ ଦିଆଯାଇଛି । କିନ୍ତୁ ବର୍ତ୍ତମାନ ଏହି ଗାଁରେ ଉପଯୁକ୍ତ ଛାତ୍ରଛାତ୍ରୀ ରହିଥିବା ଏକ କ୍ଷେତ୍ର ସର୍ଭେରେ ଜଣାଯିବା ପରେ
Read More...

ଅମର ଅସଲମ୍ କାର୍ଯ୍ୟକ୍ରମ : ମ.ରାମପୁର ପ୍ରେସ୍ କ୍ଲବ୍ ତରଫରୁ ଅସଲମଙ୍କୁ ଅଶୃଳ ଶ୍ରଦ୍ଧାଞ୍ଜଳି

ମ.ରାମପୁର, (ହେମନ୍ତ ସାହୁ) : ସାମ୍ବାଦିକ ଜଗତର ଜଣେ ନିର୍ଭିକ ସାମ୍ବାଦିକଙ୍କୁ ହରାଇଲୁ ଆମେ । ଜଣେ ନିଷ୍ଠାପର, କର୍ତ୍ତବ୍ୟନିଷ୍ଠ ତଥା ଅସହାୟଙ୍କ ସ୍ୱର ପାଲଟି ଥିବା ସ୍ୱଗର୍ତ ମହମ୍ମଦ ଅସଲମଙ୍କ ବିୟୋଗରେ ମ.ରାମପୁର ପ୍ରେସ କ୍ଲବ ତରଫରୁ ଆୟୋଜିତ ଅମର ଅସଲମ କାର୍ଯ୍ୟକ୍ରମରେ ଅତିଥିମାନେ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ ୨୦ରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କୁ ଗତକାଲି ଦ୍ୱାଦଶାହ ଅବସରରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଶ୍ରଦ୍ଧାଞ୍ଜଳି ସଭାରେ ରାଜ୍ୟ ସଭାପତି ବିଭୁତି ଭୁଷଣ କର ଅଧ୍ୟକ୍ଷତା କରି ସ୍ୱର୍ଗତ ବେହେରାଙ୍କୁ ଜଣେ ବହୁ ମୁଖୀ
Read More...

ବରିଷ୍ଠ ସାମ୍ବାଦିକଙ୍କ ବିକ୍ରମ ପାଣିଙ୍କ ବିୟୋଗ

ଢେଙ୍କାନାଳ, (ତାପସ ଦାସ) : ବରିଷ୍ଠ ସାମ୍ବାଦିକଙ୍କ ବିକ୍ରମ ପାଣିଙ୍କ ବିୟୋଗ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ବିକ୍ରମ ପାଣି ଦୀର୍ଘ ଦିନ ହେବ ସଂଘ ସହ ଯୋଡି ହୋଇ ସଂଘକୁ ସୁଦୃଢ କରିଆସୁଥିଲେ । ବିଭିନ୍ନ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହିବା ସହ ୨୦୧୫ରୁ ୧୮ ପର୍ଯ୍ୟନ୍ତ
Read More...

ମେକ୍‌ ଇନ୍‌ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର ପକ୍ଷରୁ ସହିଦ ବୀରପୁତ୍ରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ତାମିଲନାଡୁ କୂନ୍ନୂର ନିକଟରେ ମର୍ମନ୍ତୁଦ ହେଲିକପ୍ଟର ଦୁର୍ଘଟଣାରେ ସେନା ମୁଖ୍ୟ ଜେନେରାଲ ବିପିନ ରାଉତଙ୍କ ସହ ଉକ୍ତ ହେଲିକପ୍ଟରରେ ସହଯାତ୍ରୀ ଥିବା ତାଙ୍କ ଧର୍ମପତ୍ନୀ ମଧୁଲୀକା ସମେତ ୧୧ଜଣ ବୀରପୁତ୍ରଙ୍କ ଅକାଳ ବିୟୋଗ ଘଟିଛି । ଦେଶର ଏହି ଅପୂରଣୀୟ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୩୩ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏନେଇ ରାଜ୍ୟ
Read More...

ସୋନପୁର ଡାଏଟରେ ବିଦ୍ୟାଳୟର କିଶୋର କିଶୋରୀଙ୍କ ସ୍ୱାସ୍ଥ୍ୟ ସଂପର୍କିତ ତାଲିମ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ସଦର ଡାଏଟ ପ୍ରାଙ୍ଗଣରେ ୫ ଦିବସୀୟ ବିଦ୍ୟାଳୟ ସ୍ତରୀୟ ଶିଶୁଙ୍କ ଉଦ୍ଦେଶ୍ୟରେ ଆୟୁଷ୍ମାନ ଭାରତ ତରଫରୁ ଓଡିଶା ସରକାର ସ୍ୱାସ୍ଥ୍ୟ ବିଭାଗ ଏବଂ ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ସ୍ୱାସ୍ଥ୍ୟ ସଂପର୍କିତ ଏକ ତାଲିମ କାର୍ଯ୍ୟକ୍ରମ ଆୟୋଜିତ
Read More...