Yearly Archives

2021

ଅଙ୍ଗନବାଡ଼ି କେନ୍ଦ୍ରରେ ପୁଷ୍ଟି ମହୋତ୍ସବ ପାଳିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ଧୁମାଭଟା ଗ୍ରାମର ପଞ୍ଚାୟତର ଅନ୍ତର୍ଗତ ଡାହିମାଲ ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ରରେ ପୁଷ୍ଟି ଉହୋତ୍ସବ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଧୁମାଭଟା ଗ୍ରାମର ସମସ୍ତ ଅଙ୍ଗନବାଡ଼ି ଓ ସିରପି ସିଏମ ଏବଂ ଆଶାଦିଦି ମାନେ
Read More...

ହାସ୍ୟବ୍ୟଙ୍ଗ କବିତା ଆସର ଅନୁଷ୍ଠିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ ବେହେରାପାଲିଠାରେ ଏକ ହାସ୍ୟବ୍ୟଙ୍ଗ କବିତା ଆସର ଓ ମାଗଣା ହସ ଶିବିର ଅନୁଷ୍ଠିତ ହୋଇଯାଇଛି । କୌଶିକ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଜଣଙ୍କ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୩୬ ବୃଦ୍ଧି ପାଇଛି । ମୃତକ ମଧ୍ୟରେ ବରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଁଏ ହୋଇଥିବା ଜଣାପଡିଛି । ଏନେଇ
Read More...

ଗତ ୨୪ ଘଂଟାରେ ୧୭୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୭୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୩୭ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୮୯୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୫ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ସାନ ସାହାଜବାହାଲକୁ ହରାଇ ମନୁପାଲି ଚମ୍ପିୟାନ

ଗାଇସିଲାଟ, (ପୁସ୍ତମ୍ ଯୁଆଡି) : ଭେଟେରାନ୍ କ୍ରିକେଟ ଆସୋସିଏନ, ଭୁତିବାହାଲ ଆନୁକୂଲ୍ୟରେ ତିନିଦିନ ବ୍ୟାପୀ ଚାଲିଥିବା ମା' ଆଗଲପୁରିଏନ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍-୨୦୨୧ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ରାଇସଲପଦର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ କରଂସିଂ ସାହୁ, ସରପଞ୍ଚ
Read More...

ନିଖୋଜ ସରପଞ୍ଚଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଢେଙ୍କାନାଳ, (ତାପସ ଦାସ) : ନିଖୋଜ ସରପଞ୍ଚଙ୍କ ଝୁଲନ୍ତା ମୃତଦେହ ସୁନାଝରି ଜଙ୍ଗଲରୁ ଉଦ୍ଧାର ହୋଇଥିବା ଜଣାପଡିଛି । ସୂଚନା ମୁତାବକ ମୃତକ ହେଲେ କାମାକ୍ଷାନଗର ବ୍ଲକ କାଦୁଆ ପଞ୍ଚାୟତର ସରପଞ୍ଚ ବିବେକାନନ୍ଦ ମହାଖୁଡୁ । ସେ ଗତ ୭ ତାରିଖ ଅପରାହ୍ନଠାରୁ ନିଖୋଜ ଥିଲେ । ଏନେଇ ପରିବାର ତରଫରୁ ୮
Read More...

ସିର୍‌ଜିନା ସାହିତ୍ୟ ଆରୁ ସାଂସ୍କୃତିକ ଅନୁଷ୍ଠାନର ରୌପ୍ୟ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସିର୍‌ଜିନା ସାହିତ୍ୟ ଆରୁ ସାଂସ୍କୃତିକ ଅନୁଷ୍ଠାନର ରୌପ୍ୟ ଜୟନ୍ତୀ ଗତକାଲି ପାଳିତ ହୋଇଯାଇଛି । ସୁଶ୍ରୀ ଜିତେଶ୍ୱରୀ ଦାଶଙ୍କ ସଭାପତିତ୍ୱରେ ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ରୂପେ ମନୋରଞ୍ଜନ ସାହୁ ଓ ଦେବାଶିଷ ରଥ ଯୋଗଦାନ କରିଥିଲେ ।
Read More...

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଗଞ୍ଜାମ ପାଇଁ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

• ଗଞ୍ଜାମ ଜିଲ୍ଲାର ୨୬ଲକ୍ଷ ୭୬ ହଜାର ଲୋକ ପାଇବେ ମୌଳିକ ସୁବିଧା• ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଛତ୍ରପୁରର ପିଲିବନ୍ଧପାର୍କ ଲୋକାର୍ପଣ ୨୧୪୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦ୍‌ଘାଟନ, ଲୋକାର୍ପଣ ହେଲା• ମା' ତାରାତାରିଣୀଙ୍କ ଦର୍ଶନରେ ନବୀନ ଆତ୍ମବିଭୋର ବ୍ରହ୍ମପୁର,
Read More...

ରାଜ୍ୟସ୍ତରୀୟ ସାରସ୍ୱତ ସାହିତ୍ୟ ସମାରୋହ

କଟକ : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବାଲେଶ୍ଵରର ସାହିତ୍ୟିକ କବି ବନ୍ଧୁ ପରିବାର ଆନୁକୂଲ୍ୟରେ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନରେ କୋଶଳ ସାରଥି ଦେବେନ୍ଦ୍ର କୁମାର ନାଏକଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସାରସ୍ୱତ ସାହିତ୍ୟ ସମାରୋହ ଏକ ମନୋଜ୍ଞ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦିକା
Read More...

ଡକ୍ଟର ସୁଧାଂଶୁବାଳା ତ୍ରିପାଠୀଙ୍କ କବିତା ସଂକଳନ ‘ପକ୍ଷୀର ପର’ ଲୋକାର୍ପିତ

କବିତା ମନସ୍କ ଭାବର ସୁନ୍ଦର ଅଭିବ୍ୟକ୍ତି : ପକ୍ଷୀର ପର ବଲାଙ୍ଗିର, (କେପିଏନ୍‌ଏସ୍‌) : କବିତା ଭିତରେ କବିର ଆତ୍ମିକ ଅନୁଭବ ଅନେକ ସମୟରେ ପାଠକୀୟତାକୁ ଆପ୍ଲୁତ କରେ । ଜୀବନର ଯୁଗଯନ୍ତ୍ରଣାକୁ କବି ଆପଣାର କବିତାରେ ଉତାରି ଦିଏ । ପ୍ରତିଟି ସୃଜନଶୀଳ ସ୍ରଷ୍ଟା ଅତୀତ ସହ ଆଗାମୀ ସମୟକୁ ନେଇ
Read More...