ନିଖିଳ ଓଡିଶା ଇପିଏଫ୍ ପେନ୍ସନ୍ ଆସୋସିଏସନ୍ ଢେଙ୍କାନାଳ ଶାଖାର ୩ୟ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ
ଢେଙ୍କାନାଳ, (ତାପସ ଦାସ) : ନିଖିଳ ଓଡିଶା ଇପିଏଫ୍ ପେନସନ ଆସୋସିଏସନ୍ର ଢେଙ୍କାନାଳ ଶାଖାର ୩ୟ ବାର୍ଷିକ ସାଧାରଣ ସଭା ସଭାପତି ଜ୍ୟୋତିରଞ୍ଜନ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଢେଙ୍କାନାଳର ବିଭିନ୍ନ କଲକାରଖାନା ଏବଂ ଅନୁଷ୍ଠାନମାନଙ୍କରୁ ଅବସର ନେଇଥିବା!-->…
Read More...
Read More...