Yearly Archives

2021

କନ୍ଧମାଳ ବିଜେଡ଼ିରେ ମିଶ୍ରଣ ପର୍ବ : ମିଶିଲେ ବିଭିନ୍ନ ଦଳର କର୍ମୀ ଓ ସମର୍ଥକ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ଚକାପାଦ ବ୍ଲକ ଓ ଫୁଲବାଣୀ ବ୍ଲକର ଥିବା ବିଭିନ୍ନ ଦଳର କର୍ମୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ପଞ୍ଚାୟତିରାଜ ଓ ନଗର ଉନ୍ନୟନ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା,
Read More...

ମନ୍ତ୍ରୀ ପ୍ରତାପ ଜେନାଙ୍କ ଗସ୍ତକୁ ବିରୋଧ : ବିଜେପି କର୍ମୀଙ୍କୁ ସଭାସ୍ଥଳରୁ ଉଠେଇ ନେଲା ପୋଲିସ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆରେ ପଞ୍ଚାୟତିରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗସ୍ତକୁ କିଛି ବିଜେପି କର୍ମୀ ବିରୋଧ କରିବାରୁ ସଭାସ୍ଥଳ ପାଖରୁ ବିଜେପି କର୍ମୀଙ୍କୁ ଟେକିନେଲା ଫିରିଙ୍ଗିଆ ପୋଲିସ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ
Read More...

ଭରସାମ୍ୟ ହରାଇ ଇଟା ବୋଝେଇ ଟ୍ରାକ୍ଟର ଓଲଟି ଜଣେ ମୃତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡ଼ି ବ୍ଲକ ତରବାଡ଼ି ଗ୍ରାମ ନିକଟ ଏକ ଶଙ୍ଖ ବୁଲାଣିରେ ଭରସାମ୍ୟ ହରାଇ ଇଟା ବୋଝେଇ ଟ୍ରାକ୍ଟର ଓଲଟି ଘଟଣା ସ୍ଥଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ମୃତକ ଜଣକ ହେଲେ ତରବାଡ଼ି
Read More...

ବାଲକୋ ମେଡିକାଲ ସେଣ୍ଟର୍ ରାୟପୁର ପକ୍ଷରୁ ବରଗଡ ଡ. ନିଶାନ୍ତ ଦେବତା କ୍ଲିନିକ୍‌ରେ ମାଗଣା କ୍ୟାନ୍ସର ଚିକିତ୍ସା ଶିବିର

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ରାୟପୁର ସ୍ଥିତ ବାଲକୋ ମେଡିକାଲ ସେଣ୍ଟର୍ ପକ୍ଷରୁ ଗତକାଲି ବରଗଡଠାରେ ଏକ ନିଶୁଳ୍କ ବା ମାଗଣା କ୍ୟାନ୍ସର ଚିକିତ୍ସା ଶିବିର ଆୟୋଜନ କରିଥିଲା । ବରଗଡ ସହର ଭଟଲି ରୋଡ ସ୍ଥିତ ଡ. ନିଶାନ୍ତ ଦେବତା ପୋଲି କ୍ଲିନିକ୍‌ଠାରେ ଅନୁଷ୍ଠିତ ଏହି ଚିକିତ୍ସା ଶିବିରରେ
Read More...

ଡାଏଟ୍‌ରେ ଆଲୋଚନା ଚକ୍ର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାର ମାନକୁ ଆହୁରି ଉଚ୍ଚ କରିବି ଓ ଛାତ୍ରଛାତ୍ରୀମାନଙ୍କୁ ସହଜ ସରଳରେ ଅତ୍ୟାଧୁନିକ ଶିକ୍ଷାଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ବରଗଡ଼ ଜିଲ୍ଲା
Read More...

ଦୁର୍ଗମ ଅଞ୍ଚଳରେ ମମତା ଦିବସ ଓ ସମନ୍ଵିତ ଟୀକାକରଣ ଅଭିଯାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ବଣ ପାହାଡ ଘେରା ସଂରକ୍ଷିତ ଡେବ୍ରିଗଡ ଅଭୟାରଣ୍ୟ ମଧ୍ୟରେ ଥିବା ଖୋଲ ପଞ୍ଚାୟତର ଭୁତଲି ସ୍କୁଲ ପରିସରରେ ମମତା ଦିବସ ଓ ସମନ୍ଵିତ ଟୀକାକରଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପଞ୍ଚାୟତ ଅନ୍ତର୍ଗତ କୁରୁମକେଲ,
Read More...

ସ୍କାଉଟ୍ ଆଣ୍ଡ ଗାଇଡ୍‌ର ଜାତୀୟ ସଂହତି ଶିବିର ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଶିକ୍ଷା ଜିଲ୍ଲାର ଭାରତ ସ୍କାଉଟ୍ ଆଣ୍ଡ ଗାଇଡ୍‌ର ଜାତୀୟ ସଂହତି ଶିବିର ସେକ୍ଟର ୧ ସ୍କାଉଟ୍ ଭବନ ପରିସରରେ ଉଦ୍‌ଘାଟିତ ହୋଇଯାଇଛି । ବିଶ୍ରା ବ୍ଳକ ଶିକ୍ଷାଧିକାରୀ ପ୍ରଜ୍ଞାପରିମିତା ଜେନାଙ୍କ ଅଧ୍ୟକ୍ଷତା ଓ ଜିଲ୍ଲା ସଂପାଦକ ସନ୍ତୋଷ କୁମାର
Read More...

ହନୁମାନ ମନ୍ଦିର ପ୍ରାଙ୍ଗଣରେ ଗୀତା ଜୟନ୍ତୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ବରଗଡ଼ ଆରୟଟିଓ ଅଫିସ୍ ନିକଟସ୍ଥ ହନୁମାନ ମନ୍ଦିର ପ୍ରାଙ୍ଗଣରେ ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଗୀତା ଜୟନ୍ତୀ (ସୌର୍ୟ ଦିବସ) ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଜିଲ୍ଲା ସଂଯୋଜକ ରାଜେଶ ବନ୍‌ଛୋର ସଂଯୋଜନା କରିଥିଲା ବେଳେ ମୁଖ୍ୟ
Read More...

ଅଲ୍‌ ଓଡ଼ିଶା ମହିଳା ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ : ରାମପୁର ବିଜୟୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିଷକେଲା ଖେଳ ପଡିଆଠାରେ ଆଜି ଦ୍ବିତୀୟ ଦିବସରେ ମା' ଘଣ୍ଟାଶୁଣି ଅଲ୍‌ ଓଡ଼ିଶା ମହିଳାମାନଙ୍କୁ ନେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ରାମପୁର ଓ ଚିତଲପଡ଼ା ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ୧-୧
Read More...

ଧାନମଣ୍ଡି ଅଚାନକ ପରିଦର୍ଶନ କଲେ ବିଧାୟକ

ଧାନକିଣା ବୈଠକର ନିଷ୍ପତ୍ତି ପାଣିର ଗାର ପାଲଟିଛି - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ସ୍ତରୀୟ ଧାନ କିଣା ବୈଠକରେ ଘଣ୍ଟା ଘଣ୍ଟା ଧରି ଅଲୋଚନା ହେଉଛି । ଚାଷୀ ସ୍ୱାର୍ଥ ପାଇଁ ସର୍ବସମ୍ମତି କ୍ରମେ ବିଭିନ୍ନ ନିଷ୍ପତ୍ତି ଗ୍ରହଣ କରାଯାଉଛି । କିନ୍ତୁ ଧାନ କିଣା ବେଳକୁ
Read More...