Yearly Archives

2021

କ୍ରିଷ୍ଣା କପ୍ କ୍ରିକେଟ୍ ଉଦ୍‌ଘାଟିତ : ସେମିଫାଇନାଲରେ ଉପରବାହାଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆରେ କେ.ସି.ସି. ଦ୍ଵାରା ଆୟୋଜିତ ୨୦ତମ କ୍ରିଷ୍ଣା କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ମ୍ୟାଚରେ ଉପରବାହାଲ ଦଳ କଲଙ୍ଗାପାଲି ଦଳକୁ ହରାଇ ଏବଂ ଦ୍ବିତୀୟ ମ୍ୟାଚରେ ଖଇରପାଲି ଦଳ
Read More...

ବରଗଡ଼ରେ ୧୦ ଟଙ୍କିଆ ମୁଦ୍ରା ପ୍ରଚଳନ କରିବାକୁ ଦାବୀ କଲା ଆପ୍

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସହରରେ ୧୦ ଟଙ୍କିଆ ମୁଦ୍ରା ପ୍ରଚଳନ କରିବାକୁ ଆମ୍ ଆଦମୀ ପାର୍ଟି ଦାବୀ କରିଛି । ଜିଲ୍ଲା ପ୍ରଶାସନକୁ ଏକ ଲିଖିତ ଅଭିଯୋଗ କରିଛନ୍ତି । ଦେଖିବାକୁ ମିଳୁଛି ସହରରେ ଖୁଚୁରା ମୁଦ୍ରା ୧, ୨ ଓ ୧୦ ଟଙ୍କିଆ ମୁଦ୍ରା ପ୍ରଚଳନ ହ୍ରାସ ପାଇଛି । ଦୋକାନୀ, ବ୍ୟବସାୟୀ ଓ
Read More...

ଜଙ୍ଗଲ ସୁରକ୍ଷା ନିମନ୍ତେ ବୈଠକ

ତୁରେକେଲା, (କୈଳାଶ ସଗ୍ରିଆ) : ବ୍ଲକ କାର୍ୟ୍ୟାଳୟରେ ଜଙ୍ଗଲରେ ଲାଗୁଥିବା ନିଆଁକୁ ରୋକିବା ପାଇଁ ସଚେତନତା ଓ ଜଙ୍ଗଲ ସୁରକ୍ଷା ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଯୋଗ ଦେଇଥିବା ବେଳେ ଚେୟାରମେନ୍ ଅନ୍ନୁ ଭୋଇ ଓ
Read More...

ଗଞ୍ଜାମ ବ୍ଲକସ୍ତରୀୟ ଅବସରପ୍ରାପ୍ତ କର୍ମଚାରୀ ସଂଘର ସମ୍ବର୍ଦ୍ଧନା ଉତ୍ସବ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ସହରସ୍ଥିତ ଗାୟତ୍ରୀ ମନ୍ଦିର ପ୍ରଜ୍ଞା ଭବନ ପରିସରରେ ଗଞ୍ଜାମ ବ୍ଲକସ୍ତରୀୟ ଅବସରପ୍ରାପ୍ତ କର୍ମଚାରୀ ସଂଘର ସମର୍ଦ୍ଧନା ଉତ୍ସାବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ୮୦ ବର୍ଷରୁ ଅଧିକ ତିନି ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ
Read More...

ଜିଲ୍ଲାସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ନେଇ ପ୍ରାକ ପ୍ରସ୍ତୁତି ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ନେହେରୁ ଯୁବକେନ୍ଦ୍ର ଗଞ୍ଜାମ ଜିଲ୍ଲା ସଂଯୋଜକ ଅକ୍ଷୟ ଭାସ୍କର ନିପାଣେଙ୍କ ପରାମର୍ଶ କ୍ରମେ ଗଞ୍ଜାମ ସହରର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ଦିଗଦର୍ଶନ ୟୁଥ କ୍ଳବ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ନେଇ ସହର ସ୍ଥିତ ଲଛମନ
Read More...

ଡେଲାଙ୍ଗରେ ବ୍ଲକସ୍ତରୀୟ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଦୀନଦୟାଲ ଉପାଧ୍ୟାୟ କୌଶଳ ଯୋଜନାରେ ଗ୍ରାମାଞ୍ଚଳର ବେରୋଜଗାରୀ ଯୁବକ ଯୁବତୀଙ୍କ ପାଇଁ ଶୁକ୍ରବାର ଡେଲାଙ୍ଗ ବ୍ଲକସ୍ତରୀୟ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉଦ୍‌ଘାଟିନି
Read More...

ଦେଶରେ ଓମିକ୍ରନ୍ ରୋଗୀଙ୍କ ସଂଖ୍ୟା ୪୦୦ ଅତିକ୍ରମ କରିଛି, ଅନେକ ରାଜ୍ୟରେ ପ୍ରତିବନ୍ଧକ ଲଗାଯାଇଛି

ନୂଆଦିଲ୍ଲୀ : ଦେଶ ତଥା ବିଦେଶରେ ଓମିକ୍ରନ ସଂକ୍ରମଣ ଆଶଙ୍କା ବଢ଼ିବାରେ ଲାଗିଛି । ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ଦେଶର ଅନେକ ରାଜ୍ୟରେ ଖ୍ରୀଷ୍ଟମାସ ଏବଂ ନୂଆ ବର୍ଷ ପାର୍ଟି ଉପରେ ପ୍ରତିବନ୍ଧକ ଲଗାଯାଇଛି । ଓମିକ୍ରନ୍‌ର ମାମଲା ସମଗ୍ର ଦେଶରେ ୪୦୦ ଅତିକ୍ରମ କରିଛି । ଏହାକୁ ଦୃଷ୍ଟିରେ
Read More...

୩୮ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ

ବିଜେପୁର, (କେପିଏନ୍‌ଏସ୍‌) : ଆଜି ବିଜେପୁର ବିଧାୟିକା ଶ୍ରୀମତୀ ରୀତା ସାହୁଙ୍କ କରକମଳରେ ସ୍ଥାନୀୟ ଜନ ପ୍ରତିନିଧି, ବିଜେପୁର ତହସିଲଦାର, ତହସିଲ କାର୍ଯ୍ୟାଳୟର କର୍ମଚାରୀ ତଥା ଜନସାଧାରଣଙ୍କ ଉପସ୍ଥିତିରେ କଳଙ୍ଗାଡେରା ମୌଜାର ୩୮ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ
Read More...

ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ପକ୍ଷରୁ ନିଃସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ

ବରଗଡ, (ନିରୋଜ କୁମାର ପାଣୀ) : ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ବରଗଡ ଜିଲ୍ଲା ଶାଖା ତରଫରୁ ବରଗଡ ସହରର ଭଟଲି ଛକ, ବାନ୍ଦୁ ଟିକ୍ରା ଛକ, ଗୌରପଡା ଛକ, ଥାନା ଛକ, ରେଲୱେ ଷ୍ଟେସନ ପଡା, ଡାକ୍ତର ଖାନା ଛକ, ପ୍ରାଇଭେଟ ବସଷ୍ଟାଣ୍ଡ, ଗମେଣ୍ଟ ବସ ଷ୍ଟାଣ୍ଡ ଆଦି ଛକ ମାନଙ୍କରେ ଅସହାୟ, ଦଳିତ ଓ
Read More...

ଗଂଦିଆ ବ୍ଲକରେ ବାରମ୍ବାର ହାତୀ ମଡ଼କ : ବନ ବିଭାଗର ଅବହେଳା ଅଭିଯୋଗ

ଢେଙ୍କାନାଳ, (ତାପସ ଦାସ) : ଗଂଦିଆ ବ୍ଲକରେ ବାରମ୍ବାର ଦେଖିବାକୁ ମିଳୁଛି ହାତୀ ମଡକ । ଉକ୍ତ ବ୍ଲକରେ ବିଗତ ଦୁଇ ମାସ ମଧ୍ୟରେ ୩ ଗୋଟି ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଏକ ହାତୀର ମୃତ୍ୟୁ ଖବର ଆସିଛି । ହାତୀ ମାନଙ୍କର ଏପରି ଅଭାବନୀୟ ମୃତ୍ୟୁ ପଶୁ ପ୍ରେମୀ ମାନଙ୍କ ମଧ୍ୟରେ
Read More...