Yearly Archives

2021

ଝାରମୁଣ୍ଡାରେ ଏକ ଦିବସୀୟ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ : ସାଲେପାଲିକୁ ହରାଇ ଦେଓଗାଁ ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଉଡାର ପଂଚାୟତ ଝାରମୁଣ୍ଡାରେ ଏକଦିବସିୟ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗୀତାର ଫାଇନାଲ ଖେଳରେ ସାଲେପାଲିକୁ ହରାଇ ଦେଓଗାଁ ଚାମ୍ପିୟନ ହୋଇଥିଲା । ଏହି ଅବସରରେ ଦେଓଗାଁ ବ୍ଲକ ପୂର୍ବ ଅଧ୍ୟକ୍ଷ ଲକ୍ଷ୍ମଣ
Read More...

ସୋନପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ରମେଶ ପ୍ରସାଦ ନାଗଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ : ଆୟ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୋନପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ରମେଶ ପ୍ରସାଦ ନାଗଙ୍କ ବଲାଙ୍ଗିର ଶାନ୍ତିପଡ଼ା ସ୍ଥିତ ତାଙ୍କ ବାସଭବନରେ ଆଜି ଭୋର୍‌ ସମୟରୁ ଭିଜିଲାନ୍ସ ଚଢ଼ାଉ ଚାଲିଥିବା ସୂଚନା ମିଳିଛି । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗ ରହିଥିବା କୁହାଯାଉଥିବା
Read More...

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରି ଗ୍ରାମ ପଞ୍ଚାୟତରେ ସ୍ମାର୍ଟକାର୍ଡ ବଣ୍ଟନ କରାଯାଇଛି । ସେଠାରେ ଟେମରି ଗ୍ରାମ ପଞ୍ଚାୟତ ଖୁର୍ସାପାଲି ଏବଂ ଧାନ୍ଦୁପାଲି ଗ୍ରାମର ମିଶି ୩ ଶହ କାର୍ଡ ବଣ୍ଟନ କରାଯାଇଛି । ଖୁର୍ସାପାଲି ୧୫୦ ଓ ଧାନ୍ଦୁପାଲି ଗ୍ରାମର ୧୫୦
Read More...

ଏକାଦଶୀ ବ୍ରତ ଉପଲକ୍ଷେ ପ୍ରବଚନ କାର୍ଯ୍ୟକ୍ରମ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ନୁନିଆପାଲି ପଞ୍ଚାୟତ ଖଲିଆପାଲି ଗ୍ରାମରେ କାର୍ତ୍ତିକ ପଞ୍ଚୁକ ଅବସରରେ ଏକାଦଶୀ ବ୍ରତ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ପ୍ରବଚନ କାର୍ଯ୍ୟକ୍ରମରେ ପ୍ରବଚକ ଭାବେ ମହଦାର ଅଇଁଠୁ ସାହୁ ଯୋଗଦେଇ ପ୍ରବଚନ ଦେଇଥିଲେ । ଗ୍ରାମର ଏକାଦଶୀ ବ୍ରତୀ
Read More...

ସଂସ୍କୃତି ସଚିବ ଭାବେ ଦାୟିତ୍ୱ ନେଲେ ରଞ୍ଜନ ଦାସ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ । ନିକଟରେ ସଂସ୍କୃତି ସଚିବ ଡ. ସୁରେଶ କୁମାର ଦଳେଇଙ୍କୁ ଉତ୍ତରାଂଚଳ ରାଜସ୍ୱ
Read More...

ଭୀମ ଆର୍ମି ପକ୍ଷରୁ ଏସ୍‌ପି ଅଫିସ ସମ୍ମୁଖରେ ଅଭିନବ ପ୍ରତିବାଦ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ତୋରା ଗ୍ରାମ ପଞ୍ଚାୟତର ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ଘଟଣା ତଦନ୍ତରେ ଅଗ୍ରଗତି ହୋଇପାରୁନାହିଁ । ପୋଲିସ କେସ ମଧ୍ୟ ରୁଜୁ କରୁନାହିଁ । ମୃତ ଗୋବିନ୍ଦ କୁମ୍ଭାରର ପରିବାରକୁ କେବେ ନ୍ୟାୟ ମିଳିବ । ଏହାର ପ୍ରତିବାଦରେ ଆଜି ଭୀମ ଆର୍ମି ପକ୍ଷରୁ ଏସ୍‌ପି
Read More...

କରୋନାରେ ସଂକ୍ରମିତ ହେଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ

ଭୁବନେଶ୍ୱର : କରୋନାରେ ସଂକ୍ରମିତ ହୋଇଛନ୍ତି ଜଟଣୀ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ପ୍ରଥମ ଥର ପାଇଁ କରୋନାରେ ସେ ସଂକ୍ରମିତ ହୋଇଛନ୍ତି । ଉଭୟ ସ୍ୱାମୀ ଓ ସ୍ତ୍ରୀ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଆଜି ସୁରେଶ ରାଉତରାୟଙ୍କର କରୋନା ରିପୋର୍ଟ ପଜିଟିଭ ଆସିଥିବା ବେଳେ
Read More...

ତାଇୱାନ ପ୍ରସଙ୍ଗରେ ବାଇଡେନଙ୍କୁ ଚେତାବନୀ ଦେଲେ ଜିନପିଙ୍ଗ : କହିଲେ, ଯିଏ ନିଆଁ ସହ ଖେଳିବ, ସେ ଜଳିଯିବ

ବେଜିଂ / ୱାଶିଂଟନ୍ : ଚୀନ୍ ରାଷ୍ଟ୍ରପତି ସି. ଜିନପିଙ୍ଗ ମଙ୍ଗଳବାର ଦିନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଏକ ଅନଲାଇନ୍ ବୈଠକରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି କହିଛନ୍ତି ଯେ, ଚୀନ୍ ଏହାର ସାର୍ବଭୌମତ୍ୱ ତଥା ସୁରକ୍ଷା ସ୍ୱାର୍ଥକୁ ନିଶ୍ଚିତ ଭାବରେ ସୁରକ୍ଷା ଦେବ । ସେ ଚେତାବନୀ ଦେଇ
Read More...

ସୋନିଆ ଗାନ୍ଧୀଙ୍କୁ ଭେଟିଲେ ଛତିଶଗଡ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ସିଂହଡେଓ : ଜୋର୍‌ ଧରିଛି ଚର୍ଚ୍ଚା

ନୂଆଦିଲ୍ଲୀ : ଛତିଶଗଡର ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ୍‌ ସିଂହଡେଓ ବୁଧବାର ଦିନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । ସୋନିଆ ଗାନ୍ଧୀଙ୍କ ସହ ସଂକ୍ଷିପ୍ତ ବାର୍ତ୍ତାଳାପ ପରେ ସିଂହଦେଓ ରାୟପୁରକୁ ଫେରିଥିଲେ ଏବଂ ସେଠାରେ କିଛି କହିବାକୁ ମନା କରିଦେଇଥିଲେ । ସେ
Read More...

ଦିଲ୍ଲୀ ବାୟୁ ପ୍ରଦୂଷଣ : ୨୧ ନଭେମ୍ବର ପର୍ଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟାଳୟରେ ୱାର୍କ ଫ୍ରମ୍‌ ହୋମ୍‌, ପରବର୍ତ୍ତୀ…

ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ଦିଲ୍ଲୀ ସରକାର ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି । ନଭେମ୍ବର ୨୧ ପର୍ଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟାଳୟକୁ କର୍ମଚାରୀମାନେ ଆସିବେ ନାହିଁ ଏବଂ ସମସ୍ତ କର୍ମଚାରୀ ଘରୁ କାମ କରିବେ । ଏହା ବ୍ୟତୀତ ନଭେମ୍ବର ୨୧ ପର୍ୟ୍ୟନ୍ତ ରାଜଧାନୀ
Read More...