Yearly Archives

2021

ଉତ୍କଳ ସାଂସ୍କୃତିକ ପରିଷଦ ତରଫରୁ ବୋଇତ ବନ୍ଦାଣ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଉତ୍କଳ ସାଂସ୍କୃତିକ ପରିଷଦ ତରଫରୁ ସେକ୍ଟର ୨ ଦୁର୍ଗାପୂଜା ପଡ଼ିଆଠାରେ ୩୧ତମ ପ୍ରତୀକାତ୍ମକ ବୋଇତବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀ ଯୋଗୁଁ ଗତବର୍ଷ ଭଳି ଏଥର ମଧ୍ୟ ନିରାଡମ୍ବର ତଥା କୋଭିଡ ନିୟମ
Read More...

ବନୁପାଲି ଗ୍ରାମରେ କାର୍ତ୍ତିକ ଚତୁର୍ଦ୍ଦଶୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବନୁପାଲି ଗ୍ରାମରେ କାର୍ତ୍ତିକ ଚତୁର୍ଦ୍ଦଶୀ ପାଳିତ ହୋଇଯାଇଛି । ଏଥିରେ ପ୍ରଥମେ ଶିବ ଓ ହନୁମାନ ଭଗବାନଙ୍କ ପ୍ରତିମୂର୍ତ୍ତିକୁ ଘଣ୍ଟ, ଶଙ୍ଖ, ହୁଳହୁଳିର ମିଳିତ ସ୍ୱରରେ କିର୍ତ୍ତନ ତାଳରେ ସ୍ୱାଗତ କରାଯାଇଛି । ଏହି ଭଗବାନଙ୍କ
Read More...

ବଲାଙ୍ଗିର ଲ’କଲେଜରେ ପ୍ରବେଶ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବଲାଙ୍ଗିର ଆଇନ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷଠାରେ ମହାବିଦ୍ୟାଳୟର ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କ ପାଇଁ ଛାତ୍ର ସଂସଦ ପକ୍ଷରୁ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଥମ କରି କଲେଜକୁ ପାଦ ଦେଇଥିବା
Read More...

ସମ୍ମାନର ସହ ଅସହାୟ ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ୍‌ ସମ୍ମାନର ସହ ଅସହାୟ ଶବ ସତ୍କାର କରିଥିବା ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ସହରରେ ଏକ ଅସହାୟ ମାନସିକ ରୋଗୀ ମୁଣ୍ଡରେ ପୋକ ସୁଲୁବୁଲୁ ହୋଇ ପଡିରହିଥିଲେ । ଏ ଖବର ପାଇ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ୍‌ର ସଦସ୍ୟମାନେ
Read More...

ୱାର୍ଡ ବୃଦ୍ଧି ପାଇଁ ଦାବୀ କଲେ ବିଜେପି ପ୍ରତିନିଧି ଦଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ୧୧ ୱାର୍ଡ ବିଶିଷ୍ଟ ଏକ ବହୁ ପୁରାତନ ବିଜ୍ଞାପିତ ଅଞ୍ଚଳ ଅଟେ, କ୍ରମଶଃ ଏହାର ଜଣ ସଂଖ୍ୟା ତଥା ବସ୍ତି ଅଞ୍ଚଳ ବିସ୍ତାରିତ ହେବାକୁ ଲାଗୁଥିବା ବେଳେ ବର୍ତ୍ତମାନ ଯାଏ ଏହାର ୱାର୍ଡ ସଂଖ୍ୟା ବୃଦ୍ଧି ହୋଇ ପାରି ନାହିଁ ଯାହା
Read More...

ମା’ ତାରିଣୀ ମହିଳା ସଂଘ ତରଫରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ଦିନକୁ ଦିନ ପଦ୍ମପୁର ସହରର ପୋଖରୀଗୁଡିକରେ ଫୁଲ, ମଇଳା ଆବର୍ଜନା ପଡିବାରୁ ପୋଖରୀ ପାଣି ଦୂଷିତ ହେବାରେ ଲାଗିଛି । ଏନେଇ ଆଜି ଶକ୍ତି ବିହାରର ମା' ତାରିଣୀ ମହିଳା ସଂଘ ତରଫରୁ ଦେହେଲି ବନ୍ଦଠାରେ ସଭାପତି ଜୋସ୍ନା କରଙ୍କୁ ନେତୃତ୍ୱରେ ସଫେଇ
Read More...

ଶବଦାହ ପାଇଁ କାଠ ନଥିବାରୁ ମୃତଦେହ ରଖି ଡିଏଫ୍‌ଓ ଅଫିସ୍‌ ସମ୍ମୁଖରେ ଧାରଣା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଶବଦାହ ପାଇଁ ବରଗଡ଼ ସହରରେ କାଠ ଅଭାବ ଦେଖାଦେଇଛି । ଫଳରେ ଶବଦାହ ପାଇଁ ଲୋକଙ୍କୁ ହଟହଟା ହେବାକୁ ପଡୁଛି । ଏ ସମ୍ପର୍କରେ ବାରମ୍ବାର ସ୍ଥାନୀୟ ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ଏବଂ ଜିଲ୍ଲା ପ୍ରଶାସନକୁ ଅବଗତ କଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇ ନାହିଁ ।
Read More...

ଝାରମୁଣ୍ଡାରେ ଜନ ସଚେତନତା କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନ୍‌ଏସ୍‌) : ବାଲ୍ୟବିବାହ ଓ ଯୌତୁକ ରାକ୍ଷସ ଭଳି ଘୃଣ୍ୟ ପ୍ରଥାକୁ ସମୂଳେ ନାଶ କରିବା ସହ ନାରୀ ନିର୍ଯ୍ୟାତନା ଭଳି କୁସଂସ୍କାରକୁ ସମାଜରୁ ହଟାଇବା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଝରମୁଣ୍ଡ। ଏଥଲେଟିକ ଏସୋସିଏସନ୍‌ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ
Read More...

ବିଧାୟାକଙ୍କ ଦ୍ୱାରା ୨ଟି ଓଏସ୍‌ଡି ପାର୍କ ସହ ସ୍ମାର୍ଟ ଟୈଲେଟ ଉଦ୍‌ଘାଟିତ

କଂଟାବାଂଜି, (ଅର୍ଜୁନ କୁମାର ହଂସ) : କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ୱାରା ୨ଟି ଓପନ ସ୍ପେସ ଡେଭଲ୍ପମେଂଟ ଚିଲଡ୍ରେନ ପାର୍କ ଏବଂ ଏକ ସ୍ମାର୍ଟ ଟୈଲେଟ ଗୁରୁବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ସ୍ଥାନୀୟ ଏନ୍‌ଏସି ଦ୍ୱାରା ପଂଚଦଶ ସ୍ୱତନ୍ତ୍ର ଆର୍ଥିକ ଅନୁଦାନରେ ପୃଥକ ପୃଥକ
Read More...

ପରିବାର ମଧ୍ୟରେ ହିଁ ଶିଶୁର ସାମଗ୍ରିକ ବିକାଶ ସମ୍ଭବ : ୱାଇସିଡିଏ ବଲାଙ୍ଗିର ଶାଖା ତରଫରୁ ଶିଶୁର ପରିବାରରେ ରହିବାର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିଶୁ ପରିବାରଠାରୁ ଦୂରରେ ରହିଲେ ତା'ର ବିକାଶ ପ୍ରକ୍ରିୟାରେ ବାଧା ପହଞ୍ଚେ । ଶିଶୁ ଯତ୍ନ ଅନୁଷ୍ଠାନ ଆଦି ମାଧ୍ୟମରେ ଶିଶୁର ଯତ୍ନ କରାଯାଉଥିଲେ ମଧ୍ୟ ପରିବାର ଭିତରେ ହିଁ ତା'ର ପ୍ରକୃତ ବିକାଶ ସମ୍ଭବ ହୋଇଥାଏ । ଅଭାବ ଅସୁବିଧା ଭିତରେ ତା'ର ବ୍ୟକ୍ତିତ୍ୱର
Read More...