Yearly Archives

2021

ଶ୍ରୀ ସତ୍ୟସାଇ ବାବାଙ୍କ ୯୬ତମ ଜନ୍ମଦିନ ପାଳନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରପୁର ଶ୍ରୀ ସତ୍ୟସାଇ ମନ୍ଦିର ଆମ୍ରକାନନରେ ମଙ୍ଗଳବାର ଦିନ ୯୬ତମ ବାର୍ଷିକ ଉତ୍ସବରେ ଉପଲକ୍ଷେ ନଗର ସଂକୀର୍ତନ ପରେ ବିରଞ୍ଚି ନାରାୟଣ ପୁଟେଲ ଏବଂ ଜନକ ମେହେରଙ୍କ ଦ୍ୱାରା ପୂଜାର୍ଚ୍ଚନା ହୋଇଥିଲା । ଅବନୀ
Read More...

ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ବିରୁଦ୍ଧରେ ବିଜେଡିର ବିକ୍ଷୋଭ

ନାରୀଙ୍କ ପାଇଁ ପରିହାସ ପାଲଟିଛି ଉଜ୍ଜ୍ୱଳା ଯୋଜନା : ବିଜେଡି ବଲାଙ୍ଗିର, (ଦେବାଶିଷ ମିଶ୍ର) : ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧିକୁ ନେଇ ଆଜି ସାରା ରାଜ୍ୟରେ ବିଜେଡି କେନ୍ଦ୍ରର ମୋଦୀ ସରକାରଙ୍କୁ ଘେରିଛିି । ସେହି କ୍ରମରେ ଆଜି ବଲାଙ୍ଗିର ବିଜୁ ଜନତା ଦଳର ଶତାଧିକ କର୍ମକର୍ତ୍ତା
Read More...

ବରିଷ୍ଠ ନାଗରିକ ମଂଚର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ତୃତୀୟ ସାଧାରଣ ପରିଷଦ ବୈଠକ ଉପ-ସଭାପତି ଶ୍ରୀକାନ୍ତ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ସଦାଇପାଲି ସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ବିଗତ ବର୍ଷରେ ସ୍ୱର୍ଗତ ଆତ୍ମାଙ୍କ ସଦଗତି
Read More...

ସ୍ୱର୍ଗତ ନବକୃଷ୍ଣ ଚୌଧୁରୀ ଓ ଜମିଦାର ଲାଲ ଜଗନ୍ନାଥ ପ୍ରସାଦ ସିଂଦେଓଙ୍କ ଜୟନ୍ତୀ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ଅପରାହ୍ନ ୫ଟା ସମୟରେ ଦେଓଗାଁ ବ୍ଲକ ଜରାସିଂହା ସ୍ଥିତ ମିନି ଷ୍ଟଡିୟମରେ ବ୍ରଜେନ୍ଦ୍ର ନାରାୟଣ ଏଥେଲେଟିକ୍ ଏସୋସିଏସନ, ଜରାସିଂହା ଆନୁକୂଲ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀ ଓ ଜରାସିଂହା ଜମିଦାର ସ୍ୱର୍ଗତ ଲାଲ ଜଗନ୍ନାଥ
Read More...

ସାଲେପାଲିରେ ଦେଓଗାଁ ବ୍ଳକ ବିଜେଡିର ବ୍ଲକସ୍ତରୀୟ କର୍ମୀ ସମ୍ମିଳନୀ

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ଦିନ ଦେଓଗାଁ ବ୍ଲକ୍ ସାଲେପାଲି ପଞ୍ଚାୟତରେ ଦେଓଗାଁ ବ୍ଲକ ବିଜୁ ଜନତା ଦଳର ବ୍ଲକ୍ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ଲକ ବିଜେଡ଼ି ସଭାପତି ସୁଶିଲ ଚାନ୍ଦ ସଭାପତିତ୍ୱ କରିଥିବା ବେଳେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବ ରାଜ୍ୟସଭା
Read More...

ବିଜେଡ଼ିରେ ଯୋଗ ଦେଲେ ବିଜେପିର ପୁରୁଣା କର୍ମୀ

ପାଟଣାଗଡ, (ଗୋରେଖନାଥ ବରିହା) : ରାଜ୍ୟବ୍ୟାପୀ ବିଜୁଜନତା ଦଳ ପକ୍ଷରୁ ଦରଦାମ୍‌ ବୃଦ୍ଧିକୁ ନେଇ ପ୍ରତିବାଦ ପ୍ରଦର୍ଶନ ପୂର୍ବରୁ ପାଟଣାଗଡ଼ ବିଜେଡି କାର୍ଯ୍ୟାଳୟରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ଉପସ୍ଥିତିରେ ଏକ ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା । ଆୟୋଜିତ ମିଶ୍ରଣ ପର୍ବରେ
Read More...

ପ୍ରକଳ୍ପ ନିର୍ଦେଶକଙ୍କ ଚିଠିକୁ ଗୁରୁତ୍ୱ ଦେଉନାହାନ୍ତି ଜିଲ୍ଲାର ବିଭିନ୍ନ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୃନ୍ଦ :…

ବରଗଡ, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାର ୨୦୧୮ ମସିହାରୁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅଧୀନରେ ପ୍ରତ୍ୟେକ ଗ୍ରାମରେ ଗୋଟିଏ ଲେଖାଏଁ ଗ୍ରାମୀଣ ଉଦ୍ୟାନ ନିର୍ମାଣ କରିବା ପାଇଁ ଯୋଜନା କରିଥିଲେ । ୨୦୧୮ ମସିହାରେ ପ୍ରଥମ
Read More...

ଘୋରଡିଆ ବଜାରର ଲୁହା ଦୋକାନରୁ ଲୁଟ ଅଭିଯୋଗ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଥାନା ଅନ୍ତର୍ଗତ ଘୋରଡିଆ ବଜାରରୁ ସୋମବାର ସନ୍ଧ୍ୟା ୭.୩୦ ମିନିଟରେ ଏକ ଲୁହା ଦୋକାନରୁ କେହି ଦୁର୍ବୁତ୍ତ ଟଙ୍କା ଲୁଟି ନେଉଥିବା ଭିଡ଼ିଓ ଚିତ୍ର ସିସି କ୍ୟାମେରାରେ କୟଦ ହୋଇଥିବା ନେଇ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି । ଲୁହା ଦୋକାନୀ ମାଲିକ
Read More...

ଡେଲାଙ୍ଗରେ ଜିଲ୍ଲାସ୍ତରୀୟ ଖୋ ଖୋ ପ୍ରଶିକ୍ଷଣ ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଖୋ ଖୋ ପ୍ରଶିକ୍ଷଣ ଶିବିର । ଚଳିତ ମାସ ତା୨୫/୧୧/୨୦୨୧ରିଖଠାରୁ ତା୧୧/୧୨/୨୦୨୧ରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲାସ୍ତରୀୟ ବରିଷ୍ଠ ବିଭାଗର ଉଭୟ (ପୁରୁଷ, ମହିଳା) ଖୋ ଖୋ ପ୍ରଶିକ୍ଷଣ ଶିବିର ଡେଲାଙ୍ଗ ବ୍ଲକ ଅଧିନସ୍ତ କବି ପ୍ରସନ୍ନ
Read More...

ବ୍ଳକସ୍ତରୀୟ ଦିବ୍ୟାଙ୍ଗମାନଙ୍କ ଚିହ୍ନଟ ଶିବିର ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଅନୁସନ୍ଧାନ କେନ୍ଦ୍ର ଓ ସର୍ବଶିକ୍ଷା ଅଭିଯାନ ବଲାଙ୍ଗିରଙ୍କ ମିଳିତ ଆନୁକୂଲ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦ୍ଵାରା ତୁରେକେଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଦିବ୍ୟାଙ୍ଗ
Read More...