Yearly Archives

2021

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଭାସି ଜରିଆରେ ୫୭ଟି ପ୍ରକଳ୍ପର ଶିଳାନ୍ୟାସ ଓ ୨୨ଟି ପ୍ରକଳ୍ପର ଉଦ୍‌ଘାଟନ ହେବ

ବୌଦ୍ଧ, (ବଂଶୀଧର ମାଝୀ) : ଆସନ୍ତା ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କ ଦ୍ୱାରା ଆଭାସି ଜରିଆରେ ବୌଦ୍ଧ ଜିଲ୍ଲାରେ ୪୬୩ କୋଟି ଟଙ୍କାର ୫୭ଟି ପ୍ରକଳ୍ପର ଶିଳାନ୍ୟାସ ଓ ୨୦ କୋଟି ଟଙ୍କାର ୨୨ ଗୋଟି ପ୍ରକଳ୍ପର ଉଦ୍‌ଘାଟନ କରାଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏହି ଅବସରରେ
Read More...

ପାଇକମାଲ ବସ୍ତିରେ ଡିଭାଡର ଦାବୀରେ ହେବାକୁ ଥିବା ଆନ୍ଦୋଳନ ସ୍ଥଗିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବସ୍ତିରେ ଯାଇଥିବା ବିଜୁଏକ୍ସପ୍ରେସ ୱେରେ ଡିଭାଡର ସ୍ଥାପନ ଦାବୀରେ ୨୫ ତାରିଖ ହେବାକୁ ଥିବା ଆନ୍ଦୋଳନ ସ୍ଥଗିତ ରଖାଯାଇଛି । ଆଜି ପୁର୍ତ୍ତ ବିଭାଗ ଏସ୍‌ଡିଓ ଜିତେନ୍ଦ୍ର ମେହେର ପାଇକମାଲ ଆସି ସାମ୍ବାଦିକମାନଙ୍କ ସହ ଯୋଗାଯୋଗ କରି ଥାନା ପରିସରରେ
Read More...

ଓ.ପି. ଜିନ୍ଦଲ ସ୍କୁଲର ଡିଜିଟାଲ ଲାଇବ୍ରେରି ଉନ୍ମୋଚିତ

ଅନୁଗୋଳ, (ଆର୍ତ୍ତତ୍ରାଣ ପାଣି) : ଡିଜିଟାଲ କ୍ରାନ୍ତିରେ ସାମିଲ ହୋଇ ସ୍ଥାନୀୟ ଜିନ୍ଦଲ ନଗର ସ୍ଥିତ ଓ.ପି. ଜିନ୍ଦଲ ସ୍କୁଲ ତାର ଡିଜିଟାଲ ଲାଇବ୍ରେରି ଉନ୍ମୋଚିତ କରିଅଛି, ଯାହା ବିଶ୍ଵର କୋଣ ଅନୁକୋଣରେ ରହୁଥିବା ସମସ୍ତେ ଦେଖି ପାରିବେ । ଏହି ଅବସରରେ ଜେଏସ୍‌ପିଏଲ୍‌ ଅନୁଗୋଳ ପ୍ଳାଣ୍ଟର
Read More...

ଜେଏସ୍‌ପିଏଲ୍‌ ଜିତିଲା ଆମିଟି ଇଣ୍ଟର ଇଣ୍ଡଷ୍ଟ୍ରି ଟି-୨୦ କ୍ରିକେଟ ଟୁର୍ନାମେଣ୍ଟ ୨୦୨୧

ଅନୁଗୋଳ, (ଆର୍ତ୍ତତ୍ରାଣ ପାଣି) : ସ୍ଥାନୀୟ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସ୍‌ପିଏଲ୍‌)ର ଜିନ୍ଦଲ ନଗର ପରିସରର କ୍ରୀଡାଙ୍ଗନଠାରେ ଆମିଟି କପ, ଇଣ୍ଟର ଇଣ୍ଡଷ୍ଟ୍ରିଟି-୨୦ କ୍ରିକେଟ ଟୁର୍ନାମେଣ୍ଟ – ୨୦୨୧ ଉଦ୍‌ଯାପନ ହୋଇଅଛି । ଆଜିର ଏହି ଚିତ୍ତାକର୍ଷକ ଫାଇନାଲ ମ୍ୟାଚ
Read More...

ବଣଭୋଜି ସାରି ଫେରୁଥିବା ବେଳେ ଜଗିଥିଲା କାଳମୁହାଁ ଦୁର୍ଘଟଣା : ୩ ଜଣଙ୍କ ଜୀବନ ନେଲା, ୫ ଜଣଙ୍କୁ ଘାଇଲା କଲା

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ବଣଭୋଜି ସାରି ଫେରୁଥିବା ବେଳେ ଜଗିଥିଲା କାଳମୁହାଁ ଦୁର୍ଘଟଣା । ୩ ଜଣଙ୍କ ଜୀବନ ନେଲା, ୫ ଜଣଙ୍କୁ ଘାଇଲା କଲା । ସୂଚନା ଅନୁସାରେ ଆଜି ଭୋର୍‌ରୁ ବଲାଙ୍ଗିର ସଦର ବ୍ଲକ ଅଞ୍ଚଳର ଆଠଜଣ ସାଙ୍ଗ ବଣଭୋଜି ସାରି ବୋଲେରୋ ଗାଡ଼ି ନଂ ଓଡ଼ି୦୩ ଜି ୫୪୪୯ରେ ଫେରୁଥିବା
Read More...

ନଭେମ୍ବରରେ ହେବାକୁ ଥିବା କଳାକାର ସମ୍ମିଳନୀ ବାତିଲ ନିଷ୍ପତ୍ତି : ଡିସେମ୍ବରରେ ରାଜଧାନୀ ଚାଲ ଡାକରା ଦେଲା କଳାକାର…

ବରଗଡ, (ସତ୍ୟନାରାୟଣ ପ୍ରଧାନ) : କଳାକାରଙ୍କ ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିବା ପାଇଁ ଚଳିତ ମାସ ବରଗଡ଼ଠାରେ ଅନୁଷ୍ଠିତ ହେବାକୁ ଥିବା କଳାକାର ସମ୍ମିଳନୀକୁ ବାତିଲ ଘୋଷଣା କରାଯାଇ ଆସନ୍ତା ଡିସେମ୍ବର ମାସ ଶେଷ ସପ୍ତାହରେ ରାଜଧାନୀ ଭୁବନେଶ୍ୱରରେ ପଶ୍ଚିମ ଓଡିଶା କଳାକାର ମହାସଂଘ
Read More...

ଏସିସି ଟ୍ରଷ୍ଟ ଓ ଜାତୀୟ ଯକ୍ଷ୍ମା ରୋଗ ନିରାକରଣ ବରଗଡ ଆନୁକୂଲ୍ୟରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ ସ୍ଥିତ ବରଡୋଲ ଆଶ୍ରମ ବିଦ୍ୟାଳୟଠାରେ ଏକ 'ଯକ୍ଷ୍ମା ରୋଗ ପରୀକ୍ଷଣ ଓ ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର' ଅନୁଷ୍ଠିତ ହୋଇଯାଇଛି । ବରଡୋଲ ଗ୍ରାମ ପଞ୍ଚାୟତର ସରପଞ୍ଚ ସରତ ଅଦାବର କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏସିସି
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଶିକ୍ଷା ବିଭାଗର ସ୍ୱାଗତ ସମ୍ବର୍ଦ୍ଧନା ସମାରୋହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶିକ୍ଷା ବିଭାଗର ନୂତନ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିବା ପାଇଁ ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର କନଫରେନ୍ସ କୋଠରୀରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅଧ୍ୟକ୍ଷ ଡଃ ଲଳିତେନ୍ଦୁ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ମୁଖ୍ୟ ଡଃ ତୁଷାରକାନ୍ତ
Read More...

ଆଞ୍ଚଳିକ ଲୋକକଳା ମହୋତ୍ସବର ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୀର ବଜରଙ୍ଗ ଆଞ୍ଚଳିକ କଳାକାର ସଂଘ ଆନୁକୂଲ୍ୟରେ ହେବାକୁ ଥିବା ଆଞ୍ଚଳିକ ଲୋକକଳା ମହୋତ୍ସବର ପ୍ରସ୍ତୁତି ବୈଠକ ସଂଘର ସଭାପତି ତୁଳାରାମ ପାଣ୍ଡେଙ୍କ ଅଧ୍ୟକ୍ଷତାରେ ସାତୋଟି ଗ୍ରାମ ପଞ୍ଚାୟତର କଳାକାରମାନଙ୍କୁ ନେଇ ଆଗାମୀ ଦିନରେ ହେବାକୁ ଥିବା ଆଞ୍ଚଳିକ
Read More...

ଝିଅ ବାହାଘରେ ରକ୍ତଦାନ ଶିବିର

ବରଗଡ଼, (ନିରୋଜ କୁମାର ପାଣୀ) : ସୋହେଲା ମାଧବ ନଗରରେ ସମାଜସେବୀ ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସ୍ୱର୍ଗୀୟ ଜୟପ୍ରକାଶ ସୁନା ଓ ମାତା ଶ୍ରୀମତୀ ସୌଦାମିନୀ ସୁନାଙ୍କ ଝିଅ ରିଙ୍କି ସୁନାଙ୍କ ବାହାଘର ଅବସରରେ ସ୍ୱେଛାସେବୀ ଅନୁଷ୍ଠାନ ସଂକଳ୍ପ ପରିବାର ଓ ଜୀବନ ଜ୍ୟୋତି ରକ୍ତଦାତା ସଂଗଠନର
Read More...