Yearly Archives

2021

ପଥରଚେପା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧିତ କଲେ ଅନଙ୍ଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପଥରଚେପା ଆଦର୍ଶ ବିଦ୍ୟାଳୟ ଗତ ଦୁଇବର୍ଷ ହେଲା ଜାତୀୟସ୍ତରରେ ଉତ୍କର୍ଷତା ଦେଖାଇଛି । ସରକାରୀ ଇଂରାଜୀ ମିଡିୟମ ସ୍କୁଲମାନଙ୍କ ମଧ୍ୟରେ ହୋଇଥିବା ସର୍ଭେରେ ଗତବର୍ଷ ଜାତୀୟସ୍ତରରେ ୫ନଂରେ ଥିବା ବେଳେ ଚଳିତବର୍ଷ ଶ୍ରେଷ୍ଠ ୧୦ନଂ ସ୍ଥାନରେ ରହିଛି । ଏହା
Read More...

ମହାସମାରୋହରେ ପାଳିତ ହେବ ଶଲାବୁଢା ଅଟଳ ବିହାରୀ ପଣ୍ଡାଙ୍କ ଜନ୍ମ ଜୟନ୍ତୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ଡିସେମ୍ବର ୧ ତାରିଖ ଦିନ ଶଲାବୁଢା ଅଟଳ ବିହାରୀ ପଣ୍ଡାଙ୍କ ଜନ୍ମ ଜୟନ୍ତୀକୁ ସ୍ଥାନୀୟ ପିପି ଏକାଡେମି ଠାରେ ମହାସମାରୋହରେ ପଳନ କରାଯିବ । ଅଟଳ ପଣ୍ଡା ସ୍ମୃତି କମିଟି ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି ।
Read More...

ଗଣ୍ଡାବଜା ପତ୍ରିକା ତରଫରୁ ସମ୍ବିଧାନ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗଣ୍ଡାବଜା ପତ୍ରିକା ଦ୍ୱାରା ଆଇନ ମହାବିଦ୍ୟାଳୟ ବଲାଙ୍ଗିର ପରିସରରେ ସମ୍ବିଧାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସଂପାଦକ ତ୍ରିଲୋଚନ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଓ ଦୌରା ଜଜ୍‌ ବଲାଙ୍ଗିର ଲୋକନାଥ
Read More...

ପୁଇଁନ୍ତଲା ବ୍ଲକ ଓଷ୍ଟା ଶାଖାର ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବହଲପଦର ଦମୟନ୍ତୀ ହାଇସ୍କୁଲ ଠାରେ ପୁଇଁନ୍ତଲା ବ୍ଲକର ଓଷ୍ଟା ଶାଖାର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲିପ କୁମାର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଓଷ୍ଟା ରାଜ୍ୟ ସଭାପତି ବିନୋଦ
Read More...

ପ୍ରଥମାଷ୍ଟମୀରେ ଜ୍ୟେଷ୍ଠ ସନ୍ତାନଙ୍କ ଖୁସି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମାର୍ଗଶୀର ମାସ କୃଷ୍ଣ ପକ୍ଷର ଅଷ୍ଟମୀତିଥିକୁ ପ୍ରଥମାଷ୍ଟମୀ ବା ପୋଢୁଆଁଷ୍ଟମୀ ପର୍ବ ରୂପେ କେଉଁ ଆବାହନ କାଳରୁ ଓଡ଼ିଶାରେ ପାଳିତ ହେଇଆସୁଛି । ଏହି ଅବସରରେ ଡେଲାଙ୍ଗର ପୁରପଲ୍ଲୀରେ ପ୍ରତ୍ୟକ ପରିବାରର ଜ୍ୟେଷ୍ଠ ସନ୍ତାନମାନଙ୍କ ମଙ୍ଗଳକାମନା,
Read More...

ସାପଲହରଠାରେ ବିଜେପିର ଲଖମରା ମଣ୍ତଳ କାର୍ଯ୍ୟକର୍ତ୍ତା ସମ୍ମିଳନୀ : ବିଜେଡି ଓ କଂଗ୍ରେସର ବହୁ ସଦସ୍ୟ ବିଜେପିରେ ସାମିଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ତ୍ରିସ୍ତରୀୟ ନିର୍ବାଚନ ପ୍ରସ୍ତୁତି ପାଇଁ ଭାରତୀୟ ଜନତା ପାର୍ଟି ଲଖମରା ମଣ୍ତଳ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ମଣ୍ତଳ ସଭାପତି ଭୀଷ୍ମଦେବ ସାହୁଙ୍କ ଅଧ୍ୟକ୍ଷତାରେ ଆଜି ସାପଲହର ଗ୍ରାମଠାରେ ଅନୁଷ୍ଠିତ ହୋଇଯାଇଛି । ମାଣ୍ତିଆଢିପା, କେଛୋଦାଦର,
Read More...

ଖଲିଆପାଲି ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅନ୍ତର୍ଗତ ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଇକୋ କ୍ଲବ ଓ ଜୁନିୟର ରେଡକ୍ରସ ଶାଖା ଆନୁକୂଲ୍ୟରେ କୋଭିଡ ଗାଇଡ୍‌ଲାଇନ୍‌ ଅନୁପାଳନ କରି ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜାତିର ପିତା ମାହାତ୍ମାଗାନ୍ଧୀ ଓ
Read More...

ଓସିଏ ଭିଜନ୍‌ ୨୦୨୪ ସିନିୟର ଇନ୍‌ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ : ମାନସ ସାହାଣି ଏବଂ ଅଂଶୁମାନ ମିଶ୍ରଙ୍କ ଶତକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାନ୍ଧି ଷ୍ଟାଡିୟମଠାରେ ଚାଲିଥିବା ଓସିଏ ଭିଜନ ୨୦୨୪ ସିନିୟର ଇଣ୍ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ ଆଜିର ତୃତୀୟ ଦିନରେ କଣ୍ଟାବାଞ୍ଜି ଓ ନାଏକ କ୍ରିକେଟ ଏକାଡେମୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍‌ ଜିଣି ପ୍ରଥମେ କଣ୍ଟାବାଞ୍ଜି ଦଳ ନାଏକ କ୍ରିକେଟ
Read More...

ଦିବଙ୍ଗତ ସାମ୍ବାଦିକ ସୁଶୀଳ ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାରୁ ପ୍ରକାଶିତ ହେଉଥିବା ‘ଅତଏବ’ ପତ୍ରିକାର ସମ୍ପାଦକ ତଥା ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ସଦସ୍ୟ ସ୍ୱର୍ଗତ ସୁଶୀଳ ପଣ୍ଡାଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି
Read More...

ହାତୀପଲଙ୍କ ଉପଦ୍ରବ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଲକ ଅନ୍ତର୍ଗତ ଭାଲୁପାଲି ଗ୍ରାମରେ ଗତକାଲି ରାତି ୮ଟାରୁ ସକାଳ ପର୍ଯ୍ୟନ୍ତ ପାଖାପାଖି ୧୫ରୁ ୨୦ଟି ହାତୀପଲ ରମାଇ ପାହାଡ ସଂରକ୍ଷିତ ଜଙ୍ଗଲରୁ ଆସି ଧାନ କିଆରୀରେ ପଶି ସମସ୍ତ ଧାନ ଖାଇ ଓ ମାଡିଦଳି ନଷ୍ଟ କରି ଦେଇଥିବା ଅଭିଯୋଗ
Read More...