Yearly Archives

2021

ବାତ୍ୟା ‘ଜୱାଦ’ ଦୁର୍ବଳ ହେବାରେ ଲାଗିଛି, କିନ୍ତୁ ବର୍ଷା ଲାଗି ରହିଛି

ଭୁବନେଶ୍ୱର : ବାତ୍ୟା 'ଜୱାଦ' ଦୁର୍ବଳ ହୋଇଯିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ବାତ୍ୟା ଦୁର୍ବଳ ହେଉଥିଲେ ବି ଏହାର ପ୍ରଭାବରେ କିନ୍ତୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଜୱାଦ ଏବେ ପଶ୍ଚିମ ଓଡିଶା ମୁହାଁ ହୋଇଥିବା ବେଳେ ଆଜି ଦକ୍ଷିଣ ଓଡିଶା ଓ ଉପକୂଳ ଓଡିଶାର ବିଭିନ୍ନ
Read More...

ଯେଉଁମାନେ ଟୀକା ନେଇନାହାନ୍ତି, ସେମାନଙ୍କୁ ଡିସେମ୍ବର ୧୨ରୁ ବଜାରରେ ବୁଲାବୁଲି ମନା

ମଦୁରାଇ : ଦେଶରେ ଏକ ନୂତନ କରୋନା ଭାରିଆଣ୍ଟ ଓମିକ୍ରନ୍‌ ପରିସ୍ଥିତି ସୃଷ୍ଟି ହେବା ପରେ ତାମିଲନାଡୁର ମଦୁରାଇ ଜିଲ୍ଲାରେ ଡିସେମ୍ବର ୧୨ରୁ ଟୀକା ନେଇନଥିବା ଲୋକଙ୍କୁ ସର୍ବସାଧାରଣ ସ୍ଥାନରେ ପ୍ରବେଶ କରିବାକୁ ଦିଆଯିବ ନାହିଁ । ଜିଲ୍ଲା କଲେକ୍ଟର ଅନିଷ ଶେଖର କହିଛନ୍ତି ଯେ, କରୋନାର ନୂତନ
Read More...

ଗତ ୨୪ ଘଂଟାରେ ୧୮୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୮୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୨୫ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୩୧୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୩ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ରାଞ୍ଚିରେ ଚିହ୍ନଟ ହେଲେ ଆଉ ଜଣେ ଓମିକ୍ରନ୍‌ ସଂକ୍ରମିତ

ରାଞ୍ଚି : ରାଞ୍ଚିରେ କରୋନାଙ୍କ ନୂତନ ପ୍ରକାର ଓମିକ୍ରନ୍‌ର ଜଣେ ସନ୍ଦିଗ୍ଧ ରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏହି ରୋଗୀର ନମୁନାକୁ ଜିନୋମ କ୍ରମ ପାଇଁ ଭୁବନେଶ୍ୱରକୁ ପଠାଯାଇଥିବା କୁହାଯାଉଛି । ସତର୍କତା ହିଁ ଓମିକ୍ରନ୍‌ ଠାରୁ ରକ୍ଷା ପାଇବାର ବଡ଼ ଆୟୁଧ ବୋଲି ବିଶେଷଜ୍ଞମାନେ
Read More...

ଓମିକ୍ରନ୍‌ ସଂକ୍ରମଣ କରୋନାର ଆଉ ଏକ ତରଙ୍ଗ ଆଣିବ କି ? ଆଗାମୀ ୮ ସପ୍ତାହରେ ଚିତ୍ର ସ୍ପଷ୍ଟ ହେବ, କହିଲେ ବିଶେଷଜ୍ଞ

ନୂଆଦିଲ୍ଲୀ : ଶନିବାର ଦିନ ଦେଶରେ କରୋନା ଭୂତାଣୁ ସଂକ୍ରମଣର ଓମିକ୍ରନ୍‌ ଭାରିଆଣ୍ଟର ଦୁଇଟି ନୂତନ ମାମଲା ରିପୋର୍ଟ ହୋଇଛି । ଗୁଜୁରାଟର ଜଣେ ୭୨ ବର୍ଷ ବୟସ୍କ ବ୍ୟକ୍ତି ଓ ମହାରାଷ୍ଟ୍ରର ୩୩ ବର୍ଷ ବୟସ୍କ ଓମିକ୍ରନ୍‌ ଦ୍ୱାରା ସଂକ୍ରମିତ ହେବା ନିଶ୍ଚିତ ହେବା ପରେ ଦେଶରେ ଏହି ପ୍ରକାରର ଚାରିଟି
Read More...

ଅଞ୍ଚଳ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଓ ତିନି ବାଣିଜ୍ୟର ସ୍ୱାଗତ ସମାରୋହ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର କନଫେରାନ୍ସ ହଲଠାରେ ଯୁକ୍ତ ଦୁଇ ଓ ତିନି ବାଣିଜ୍ୟ ବିଭାଗର ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ଲଳିତେନ୍ଦୁ ନାୟକ ଯୋଗ ଦେଇଥିବା ବେଳେ ବାଣିଜ୍ୟ ବିଭାଗର ଅଧ୍ୟାପକ ନବକୃଷ୍ଣ ମିଶ୍ର,
Read More...

ଆଇନ ମହାବିଦ୍ୟାଳୟର ଦ୍ୱିଦିବସୀୟ ଆଲୋଚନାଚକ୍ର ଉଦ୍‌ଯାପିତ

ଆଇନ ଏକ ଶୃଙ୍ଖଳିତ ବ୍ୟବସ୍ଥା, ଆଇନ ନରହିଲେ ପୃଥିବୀ ଧ୍ୱଂସ ହେବ : ଡଃ ସିଂହ ରାଉରକେଲା, (ସସ୍ମିତା ପ୍ରଧାନ) : ଆଇନ ଏକ ଶୃଙ୍ଖଳିତ ବ୍ୟବସ୍ଥା । ଆଇନ ନରହିଲେ ପୃଥିବୀ ଧ୍ୱଂସ ହେବ ବୋଲି କେନ୍ଦ୍ର ସାହିତ୍ୟ ଏକାଡେମୀର ଓଡିଆ ଆବାହକ ଡଃ ବିଜୟାନନ୍ଦ ସିଂହ କହିଛନ୍ତି । ରାଉରକେଲା ଆଇନ
Read More...

ପେଟ ପାଇଁ ମା’ ଓ ଛୁଆ ବିକ୍ରି କରୁଛନ୍ତି ଖଜୁରୀ ପାତିଆ ଝାଡୁ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଗରିବ, ନିରୀହ, ଭିକ୍ଷା ବୃତ୍ତି କରୁଥିବା ଲୋକଙ୍କ ପାଇଁ ଅନେକ ଯୋଜନା କରୁଥିବା କଥା କହୁଛନ୍ତି ହେଲେ ଏବେ ବି ଅନେକ ଲୋକେ ଭୋକ ଉପାସରେ ବୃକ୍ଷମୂଳେ ଆଶ୍ରୟ ନେଉଛନ୍ତି । ଯାହା ଫଳରେ ଅନାହାର ମୃତ୍ୟୁ ବରଣ କରୁଥିବା ନଜର କୁ ଆସୁଛି
Read More...

ରକ୍ତଦାନ କରି ଦୁଇଟି ଜୀବନ ବଞ୍ଚାଇଲେ ରକ୍ତଦାତା ଭାରତ ଓ ଅଜିତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଦେଓଗାଁ ବ୍ଲକ କୂଳିଆବାହାଲ୍ ଗାଁର ଜଣେ ରୋଗୀଙ୍କୁ ରକ୍ତ ଦରକାର ଥିବା ବେଳେ ଦେଓଗାଁ ବ୍ଲକର ରକ୍ତଦାତା ନିତ୍ୟାନନ୍ଦ ଷଡ଼ଙ୍ଗୀଙ୍କ ଦ୍ଵାରା ଖବର ପାଇ ଅବନୀ ସାହୁଙ୍କୁ ଜଣାଇଥିଲେ । ସେ ବରକାନି ଗାଁର ଭାରତ
Read More...

୫-ଟି ଅନୁଦାନପ୍ରାପ୍ତ ସ୍କୁଲର ଉନ୍ନତିକରଣରେ ସାହାଯ୍ୟ ପାଇଁ ହାତ ବଢାଇଲା ଗାଁ କୃଷକ ସମିତି : ପ୍ରଦାନ କଲେ ୧ଲକ୍ଷ…

ଦେଓଗାଁ, (ମନୀଷ କୁମାର ସାହୁ) : ରାଜ୍ୟ ସରକାର ବିଦ୍ୟାଳୟ ଗୁଡ଼ିକ ରୁପାନ୍ତରଣ କରି ୫-ଟି ଜରିଆରେ ମୋ ସ୍କୁଲ ଅଭଯାନରେ ଲକ୍ଷାଧିକ ଟଙ୍କାର ଉନ୍ନତିକରଣ କାମ କରାଉଥିବା ବେଳେ ସ୍କୁଲର ଉନ୍ନତି ପାଇଁ ଗାଁ ପାଣ୍ଠିରୁ ୧ଲକ୍ଷ ଟଙ୍କା ଦାନ ଦେଇ ଉଦାହରଣ ପାଟଲିଛନ୍ତି ଦେଓଗାଁ ବ୍ଲକ ଉଡ଼ାର ପଞ୍ଚାୟତର
Read More...