Daily Archives

ଋଷିକୂଲ୍ୟା, ବଡ଼ନଦୀ, ବାହୁଦା, ବଂଶଧାରା ନାଗାବଳୀରେ ଜଳ ପତ୍ତନ ବୃଦ୍ଧି

ତିନିଦିନ ଧରି ଲଘୁଚାପଜନିତ ଲଗାଣବର୍ଷା ନେଇ ଗୃହପାଳିତ ପଶୁ, ପକ୍ଷୀ ଓ ଲୋକଙ୍କ ଧନଜୀବନ ରକ୍ଷା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନର ସତର୍କତ୍ତା ମୂଳକ ପଦକ୍ଷେପ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଚେତାବନୀ ପ୍ରକାରେ ବଙ୍ଗୋପ ସାଗରରେ ସୃଷ୍ଟି
Read More...

ବିଜେପୁରରେ ପରବାସୀ କୁଟୁମର ନୂଆଁଖାଇ ଉତ୍ସବ : ସମ୍ମାନୀତ ହେଲେ ୭ ପ୍ରତିଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ମଧ୍ୟପଡା କଲ୍ୟାଣ ମଣ୍ଡପଠାରେ ପରବାସୀ କୁଟୁମର ନୂଆଁଖାଇ ଭେଟଘାଟ ପାଳିତ ହୋଇଯାଇଛି । ସମଲେଶ୍ଵରୀଙ୍କ ପୂଜାର୍ଚ୍ଚନା ପରେ ପ୍ରଥମ ଅଧିବେଶନ କପିଲେଶ୍ୱର ଖମାରୀଙ୍କ ସଭାପତିତ୍ଵରେ ଏବଂ ଅଧ୍ୟାପକ ସୁଶାନ୍ତ ମିଶ୍ରଙ୍କ
Read More...

ଖାଗସାକନାରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ

ତରଭା, (ପୁସ୍ତମ୍ ଯୁଆଡି) : ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ମେଣ୍ଡା ଗ୍ରାମ ପଞ୍ଚାୟତର ଖଗସାକନା ଗ୍ରାମରେ ନୂଆଁଖାଇ ପାଳନ ଉପଲକ୍ଷେ ନୂଆଁଖାଇ ଭେଟଘାଟ-୨୦୨୧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜକ ମାହେଶ୍ୱରୀ ପରିବାର ଗାଁରେ ମାରାଥନ, ପୁଚିଖେଳ, ବାଧା ଦୌଡ଼, ରଙ୍ଗୋଲି,
Read More...

ସାମୂହିକ ନୂଆଁଖାଇ ସୃଷ୍ଟି କରୁଛନ୍ତି ଭାଇଚାରାର ଉଦାହରଣ 

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ଗାଁର ମେହେର ପରିବାରରେ ସାମୁହିକ ନୂଆଁଖାଇ ତିହାର୍‌ ଆଡମ୍ବର ସହକାରେ ପାଳନ କରିଛନ୍ତି । ୨୧ଟି ପରିବାରର ୧୦୮ଜଣ ସଦସ୍ୟ ଏକାଠି ରାଧାକୃଷ୍ଣ ଭଗବତ୍ ମନ୍ଦିର ପରିସରରେ ନବାନ୍ନ ଭକ୍ଷଣ କରିଥିଲେ । ପ୍ରଥମେ ମହାଲକ୍ଷ୍ମୀଙ୍କ ଠାରେ ଓ
Read More...

ପି.ଆର. ହାଇସ୍କୁଲ ଇନ୍‌ଡୋର ଷ୍ଟାଡିୟମ ପରିଦର୍ଶନ କଲେ ନରସିଂହ : ସେପ୍ଟେମ୍ବର ଶେଷ ସୁଦ୍ଧା କାମ ସାରିବା ଉପରେ ଦେଲେ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଦିବା ଘ.୧୧.୩୦ମି.ରେ ବଲାଙ୍ଗିର ବିଧାୟକ ବଲାଙ୍ଗିର ସହର ସ୍ଥିତ ପୃଥ୍ୱୀରାଜ ହାଇସ୍କୁଲ ଖେଳ ପଡିଆ ପରିସରରେ ନିର୍ମଣାଧିନ ବ୍ୟାଡମିଣ୍ଟନର ଇନ୍‌ଡୋର ଷ୍ଟାଡିୟମର କାର୍ଯ୍ୟ ତଦାରଖ କରିଛନ୍ତି । ୧୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଏହି ଇନ୍‌ଡୋର
Read More...

ଅଲ୍‌ ଇଣ୍ଡିଆ ମୋବାଇଲ ରିଟେଲର ଏସୋସିଏସନ୍‌ର ବାର୍ଷିକ ଉତ୍ସବ

ଅନଲାଇନ୍‌ ପରିବତ୍ତେ ସ୍ଥାନୀୟ ଦୋକାନ ଉପରେ ଭରଷା ରଖନ୍ତୁ ଗ୍ରାହକ - ଅମିରା ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଦେଶରେ ବିଭିନ୍ନ ଅନଲାଇନ୍‌ ବିକ୍ରୟ ସଂସ୍ଥା ଗୁଡିକ ଛତୁ ଫୁଟିଲା ପରି ଫୁଟୁଛନ୍ତି । ଜିନିଷ ବିକ୍ରି କରିବା ପାଇଁ ଗ୍ରାହକମାନଙ୍କୁ ନାନା ଲୋଭ ଦେଖାଇ କୌଣସି ମତେ ତାଙ୍କ
Read More...

ଗଞ୍ଜେଇ ଚୋରା ଚାଲାଣ ବେଳେ ୬୯.୭୩ କେଜି ଗଞ୍ଜେଇ ଜବତ ସହ ଦୁଇ ଗିରଫ

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ଥାନା ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ ବୋଲି ଖବର ମିଳିଛି । ମୋହନଗିରି ଅଞ୍ଚଳରୁ ଏକ ପିକ୍ଅପ ଭ୍ୟାନର ଗୁପ୍ତ ଚ୍ୟାମ୍ବରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ମ.ରାମପୁର ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା । ଏହାପରେ ଏକ
Read More...

ଗୁଜରାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଭୁପେନ୍ଦ୍ର ପଟେଲ

ନୂଆଦିଲ୍ଲୀ : ଗୁଜରାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଭୁପେନ୍ଦ୍ର ପଟେଲ । ତେବେ ଶନିବାର ବିଜୟ ରୂପାନୀଙ୍କ ଇସ୍ତଫା ପରେ ଆଜି ବିଜେପି ଗୁଜରାଟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଭୁପେନ୍ଦ୍ର ପଟେଲଙ୍କୁ ଘୋଷଣା କରିଛି । ଗାନ୍ଧିନଗରରେ ବିଜେପି ବିଧାନସଭା ଦଳର ବୈଠକ ପରେ ଏହି
Read More...

ଆସନ୍ତା କାଲିଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସୁବର୍ଣ୍ଣପୁର ମ୍ୟୁନିସିପାଲିଟି ସହ ସମସ୍ତ ବ୍ଲକ ଅଞ୍ଚଳରେ ୧୮ରୁ…

ଦ୍ଵିତୀୟ ଡୋଜ଼ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ତା ୧୩/୦୯/୨୧ରିଖ ଠାରୁ ତା୧୫/୦୯/୨୧ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସମସ୍ତ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ : ଘଟଣା ସ୍ଥଳରୁ ଉଦ୍ଧାର କଲା ସଂକଲ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ସୁକୁଡ଼ା ନଲିଛୁଆଁ ରାସ୍ତାରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ସୂଚନା ମିଳିଛି । ସୂଚନା ମୁତାବକ ଆଜି ଦିନ ୧୨ଟା ୩୦ମିନିଟ ସମୟରେ ଭଟଲି ବ୍ଲକ ନଲିଛୁଆଁ ରାସ୍ତା କଡରେ ଏକ
Read More...