Daily Archives

ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଇଁ ପ୍ରାକ ପ୍ରସ୍ତୁତି

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ନିମନ୍ତେ ପ୍ରାକ ପ୍ରସ୍ତୁତି ବୈଠକ ଶିକ୍ଷାନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଡ଼.ଶଙ୍କର ନାରାୟଣ ବେଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ
Read More...

ନୂଆଁଖାଇ ଦିନ ମୃତ ମା’ର ଶବ ସତ୍କାର କରିବା ପାଇଁ ମନା କଲା ପୁଅ : ସଂକଳ୍ପ ପରିବାର କଲା ଶବ ସତ୍କାର

ବରଗଡ଼, (ନିରୋଜ କୁମାର ପାଣୀ) : ନୂଆଁଖାଇ ଦିନ ନିଜ ଜନ୍ମ କଲା ମା'ର ମୃତ ଶରୀରକୁ ସତ୍କାର କରିବା ପାଇଁ ମନା କଲା ପୁଅ । ଦୀର୍ଘ ୧୫ଘଣ୍ଟା ପର୍ଯ୍ୟନ୍ତ ପଡି ରହିଥିଲା ଶବ । ପରେ ଖବର ପାଇ ସ୍ବେଛାସେବୀ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ସ୍ଥାନୀୟ ଜୀରାନଦୀ କୂଳରେ ତାଙ୍କର ଶବ ସତ୍କାର
Read More...

ବଙ୍ଗୋମୁଣ୍ଡା ଜମିଦାରପଡ଼ାରେ ଲୁଟ ଉଦ୍ୟମ : ଦିନ ଦ୍ୱିପହରରେ ହତ୍ୟାକାଣ୍ଡ

ବେଙ୍ଗୋମୁଣ୍ଡା : ଲୁଟ ପାଇଁ ବଙ୍ଗୋମୁଣ୍ଡାରେ ଦିନ ଦିପହରରେ ହତ୍ୟାକାଣ୍ଡ ଘଟିଯାଇଛି । ବଙ୍ଗୋମୁଣ୍ଡାରେ ବାରମ୍ବାର ଲୁଟ, ଚୋରୀ ଘଟଣା ଘଟୁଥିଲେ ମଧ୍ୟ ପୋଲିସ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି । ଯଦ୍ୱାରା ଏହି ଅଞ୍ଚଳରେ ଅପରାଧ ବୃଦ୍ଧି ପାଉଛି । ଗତ କିଛି ମାସ ପୂର୍ବରୁ ଗୋହିରାପଦର ଗ୍ରାମର
Read More...

ନମିତାଙ୍କୁ ଆର୍ଥିକ ପୁରସ୍କାର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ର ସୁନା ଝିଅ ମମତା ପ୍ରଧାନଙ୍କୁ ଗତକାଲି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଅବସରରେ ବରଗଡ଼ ମାରୁତି ଏନକ୍ଲେଭ ଠାରେ ଓଡ଼ିଶା ମାଷ୍ଟର ଆଥଲେଟିକ ଏସୋସିଏସନ ପକ୍ଷରୁ ଆୟୋଜିତ ସମର୍ଦ୍ଧନା ସଭାରେ ସର୍ଦାର ପ୍ରୀତମ
Read More...

ମୁକ୍ତିଲାଭ କଲା ସମ୍ବଲପୁରୀ ଗୀତ ‘ପାଗଲ୍‌ ପ୍ରେମୀ’

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରେମ ପାଇଁ କିଏ ପାଗଳ ତ ପ୍ରେମ ପାଇଁ ଅନ୍ଧ । ତେବେ ପ୍ରେମିକା ଓ ପ୍ରେମିକ ଭିତରେ ପ୍ରେମ ସମ୍ପର୍କକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ତାହାକୁ ନେଇ ସମ୍ବଲପୁରୀରେ ପ୍ରସ୍ତୁତ ହୋଇଥିବା 'ପାଗଲ୍‌ ପ୍ରେମୀ' ଗୀତ ଟି ଆଜି ଅଜିତ କୁମାର ସାହୁ ଅଫିସିୟାଲ
Read More...

କନସିଂହା ଏନ୍‌ଆଇଏସ୍‌ଇ କମ୍ପ୍ୟୁଟର ସେଣ୍ଟରରେ ଗଣେଶ ପୂଜା ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କରୋନା ମହାମାରୀର ବର୍ତ୍ତମାନ ସଂକ୍ରମଣ କମିଥିବା ବେଳେ ସଚେତନ ନ ହେଲେ ସଂକ୍ରମଣ ହେବାର ଆହୁରି ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ସରକାର ପାର୍ବଣ ପାଇଁ ସ୍ୱତନ୍ତ୍ର ଗାଇଡଳାଇନ ଘୋଷଣା କରିଛନ୍ତି । ବିଘ୍ନରାଜ ଗଣେଶଙ୍କ ପୂଜା ସମସ୍ତ ଶିକ୍ଷାନୁଷ୍ଠାନ
Read More...

ଗଞ୍ଜାମ ମହାବିଦ୍ୟାଳୟରେ ଅଗ୍ରପୂଜ୍ୟ, ବିଦ୍ୟାଦାତା ଶ୍ରୀ ବିନାୟକ ପ୍ରତିମୂର୍ତ୍ତୀ ସ୍ଥାପିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପବିତ୍ର ଗଣେଶ ଚତୁର୍ଥୀ ଦିବସରେ ଗଞ୍ଜାମ ସହରସ୍ଥିତ ଗଞ୍ଜାମ ମହାବିଦ୍ୟାଳୟର କାର୍ଯ୍ୟାଳୟ ସମ୍ମୁଖ ଫାଟକ ନିକଟରେ ଅଗ୍ରପୂଜ୍ୟ, ବିଦ୍ୟାଦାତା ଶ୍ରୀ ବିନାୟକଙ୍କ ଏକ ପ୍ରତିମୂର୍ତ୍ତୀ ସ୍ଥାପିତ ହୋଇଯାଇଛି । ଗଂଜାମ କଲେଜ ଅଧ୍ୟକ୍ଷ ଡ଼. ପ୍ରବୀଣ କୁମାର ନନ୍ଦ
Read More...

ରାଜ୍ୟରେ କରୋନା ସଂକ୍ରମଣ : ଗତ ୨୪ ଘଂଟା ମଧ୍ୟରେ ୬୩୦ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୩୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୦୨୦ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୧୬ ଜଣ ୦ ରୁ ୧୮ ବର୍ଷ ବୟସର ସଂକ୍ରମିତ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୬୮ ଜଣ
Read More...

ସଡ଼କ ଦୁର୍ଘଟଣାରେ ମେଗାଷ୍ଟାର ଚିରଞ୍ଜିବୀଙ୍କ ଭଣଜା ସାଇ ଧରମ ତେଜ ଗୁରୁତର ଆହତ

ହାଇଦ୍ରାବାଦ : ମେଗାଷ୍ଟାର ଚିରଞ୍ଜିବୀଙ୍କ ଭଣଜା ତଥା ତେଲୁଗୁ ଚଳଚ୍ଚିତ୍ରର ଅଭିନେତା ସାଇ ଧରମ ତେଜ ଶୁକ୍ରବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି ବୋଲି ଖବର ମିଳିଛି । ସୂଚନା ଅନୁସାରେ ଅଭିନେତା ସାଇ ଧରମ ଏକ ସ୍ପୋର୍ଟସ ବାଇକ୍ ଚଳାଉଥିବା ବେଳେ ହାଇଦ୍ରାବାଦର
Read More...

କୃତଜ୍ଞତା ଓ ଭାଇଚାରାର ପର୍ବ ନୂଆଁଖାଇ

ଅଧ୍ୟାପକ କୌତୁକ ପନ୍ଦର “ଅନ୍ନ ବିହୁନେ ହଂସ ହାନିଯୋଗ ସାଧିବୁ କାହା ଘେନି ।।”(ଭାଗବତ, ଜଗନ୍ନାଥ ଦାସ) ମନୁଷ୍ୟ ସଭ୍ୟତାର ପ୍ରାକ୍‌ କାଳରୁ ବଂଚିବା ସକାଶେ ତା’ର ମୌଳିକ ଆବଶ୍ୟକତା ନିତାନ୍ତ ଜରୁରୀ । ତା’ ଭିତରୁ ଖାଦ୍ୟ ହେଉଛି ଏକ ମୌଳିକ ଓ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା । ଏହା
Read More...