Monthly Archives

August 2021

ପାଟଣାଗଡ ବିଜେଡି କାର୍ଯ୍ୟାଳୟରେ ସଂକଳ୍ପ ବୈଠକ

ପାଟଣାଗଡ, (କେପିଏନ୍‌ଏସ୍‌) : ଗତକାଲି ପାଟଣାଗଡ ବିଧାୟକ ସରୋଜ କୁମାର ମେହେରଙ୍କ ନେତୃତ୍ୱରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ, ବେଳପଡା ବ୍ଲକ, ଖପ୍ରାଖୋଲ ବ୍ଲକ ଓ ପାଟଣାଗଡ ଏନ୍ଏସିର ବିଜୁ ଜନତା ଦଳର କର୍ମକର୍ତ୍ତାଙ୍କୁ ନେଇ ଏକ ସଂକଳ୍ପ ବୈଠକ ପାଟଣାଗଡ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ
Read More...

ଆଇଆରଇଏଲ କମ୍ପାନୀରେ ସ୍ଥାୟୀ କର୍ମଚାରୀଙ୍କ ମୃତ୍ୟୁ ପରେ ଉତ୍ତରାଧିକାରୀଙ୍କୁ କମ୍ପାନୀରେ ନିଯୁକ୍ତି ଦାବୀର ନ୍ୟାୟ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଇଆରଇଏଲ(ଇଣ୍ଡିଆ) କମ୍ପାନୀରେ ସ୍ଥାୟୀ ଭାବେ କାର୍ଯ୍ୟରତ ଥାଇ ମୃତ ଶ୍ରମିକଙ୍କ ଉତ୍ତରାଧିକାରୀଙ୍କୁ କମ୍ପାନୀରେ ନିଯୁକ୍ତି ପ୍ରଦାନ କରିବାରେ କମ୍ପାନୀ କର୍ତ୍ତୃପକ୍ଷ ଜାଣିଶୁଣି ଅବହେଳା କରୁଛନ୍ତି ବୋଲି ମୃତ ଶ୍ରମିକଙ୍କ ପରିବାର ବର୍ଗ ଅଭିଯୋଗ
Read More...

ପାଳିବନ୍ଧ ପଞ୍ଚାୟତ କାର୍ଯ୍ୟାଳୟରୁ ବିଷଧର ସରୀସୃପ ଉଦ୍ଧାର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ନାଗ ସାପ ପଶି ଯାଇଥିଲା । ସେହି ବିଷଧର ସରୀସୃପଟିକୁ ଗଞ୍ଜାମ ସ୍ନେକ ହେଲ୍ପ ଲାଇନ ସଦସ୍ୟମାନେ ଉଦ୍ଧାର କରି ନେଇ ଜନ ବସତିଠାରୁ ଦୂରରେ ନିକଟସ୍ଥ ଜଙ୍ଗଲରେ ଛାଡି ଦେଇ ଥିବା ଜଣାପଡିଛି ।
Read More...

ନଗର ମଣ୍ତଳ କାର୍ଯ୍ୟକାରିଣୀ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀ ବିଜେପି ନଗର ତରଫରୁ ସ୍ଥାନୀୟ ଦିଲ୍ଲୀପ କଲ୍ୟାଣ ମଣ୍ଡପଠାରେ ଭାରତୀୟ ଜନତା ପାର୍ଟିର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ନଗର ସଭାପତି ସୁନୀଲ ଅଗ୍ରୱାଲଙ୍କ ସଭାପତିତ୍ୱରେ ତଥା ନଗର ସାଧାରଣ ସମ୍ପାଦକ ଅଶୋକ ମିଶ୍ରଙ୍କ
Read More...

ହଜାରେ ତଳକୁ ଖସିଲା ସଂକ୍ରମଣ : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୮୬ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଦୈନିକ ହଜାରେ ତଳକୁ ଖସିଛି କରୋନା ସଂକ୍ରମଣ ସଂଖ୍ୟା । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୮୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୧୧୪୮୬କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୧୨ ଜଣ
Read More...

ଅଗଷ୍ଟ ୦୯ ବିଶ୍ୱ ଆଦିବାସୀ ଦିବସ : ଏକ ଅନୁଚିନ୍ତା

ଅଧ୍ୟାପକ କୌତୁକ ପନ୍ଦର “ସିଂହ ନିଜର ଇତିହାସ ନ ଲେଖିଲା ପର୍ୟ୍ୟନ୍ତ ଶିକାରୀ ତା’ର ନିଜ ଗୁଣଗାନ କରି ହିଁ ଶିକାରର ଇତିହାସକୁ ପରିବର୍ଦ୍ଧିତ କରି ଚାଲିଥିବ ।” ଉପରୋକ୍ତ ମନ୍ତବ୍ୟ ଦେଇଥିବା ପ୍ରଖ୍ୟାତ ଲେଖକ ହେଲେ ନାଇଜେରିଆବାସୀ ଚିନୁଆ ଆଚେବେ (ଥିଙ୍ଗଫଲ ଏପାର୍ଟ) ଉପନ୍ୟାସକାର ।
Read More...

ବରିଷ୍ଠ କବି ବିନୋଦ ପଶାୟତଙ୍କୁ ସମ୍ବର୍ଦ୍ଧନା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସୃଷ୍ଟି ଫାଉଣ୍ଡେସନ ବରଗଡ଼ ପକ୍ଷରୁ ଆଜି ବରିଷ୍ଠ କବି, ଲେଖକ, ଗୀତିକାର ଏବଂ ନାଟ୍ୟକାର ବିନୋଦ ପଶାୟତଙ୍କୁ ତାଙ୍କ ଜୀବନ ବ୍ୟାପି ଅବଦାନ ପାଇଁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବରଗଡ଼ ଅଗ୍ରଗାମୀ ଯୁବକ ସଂଘଠାରେ କବି ରୋହିତ ଦାଶଙ୍କ ଅଧ୍ୟକ୍ଷତାରେ
Read More...

ଗାୟତ୍ରୀ ପରିବାର ପକ୍ଷରୁ ଉଦୟନାଥ ମନ୍ଦିର ପରିସରରେ ବୃକ୍ଷ ରୋପଣ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବିରୁଳି ରାଜାଙ୍କ ଦ୍ୱାରା ପ୍ରତିଷ୍ଠିତ ଶୈବପୀଠ ଉଦୟନାଥ ମନ୍ଦିର ପରିସରରେ ଗାୟତ୍ରୀ ପରିବାର ବିଶ୍ୱମଙ୍ଗଳ ଗୋ କଲ୍ୟାଣ ସମିତି ରମ୍ଭା, ପତଞ୍ଜଳି ଯୋଗ ସମିତି ରମ୍ଭା, ଖଲିକୋଟ ବନ ବିଭାଗ ଓ ବନ୍ୟପ୍ରାଣୀ ବନାଞ୍ଚଳ ରମ୍ଭାର ମିଳିତ ସହଯୋଗରେ ବୃକ୍ଷ ରୋପଣ
Read More...

ପଦ୍ମପୁର ଏସଡିପିଓ ଭାବେ ଯୋଗଦେଲେ ବିଭୂତିଭୂଷଣ ଭୋଇ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପୋଲିସ ଅଧିକାରୀ ଭାବରେ ବିଭୂତିଭୂଷଣ ଭୋଇ ଯୋଗଦାନ କରିଛନ୍ତି । ଏହା ପୂର୍ବରୁ ଥିବା ଅଧିକାରୀ ପ୍ରଦୀପ କୁମାର ସାହୁଙ୍କୁ ସମ୍ବଲପୁର ସଦର ଏସଡିପିଓ ଭାବରେ ବଦଳି ହେବା ପରେ ଶ୍ରୀ ଭୋଇ ବୁର୍ଲାରୁ ପଦ୍ମପୁରକୁ ଏସଡିପିଓ ଭାବରେ ଯୋଗ
Read More...

ବିଡିଓଙ୍କ ଅଧ୍ୟକ୍ଷତାରେ ତିନୋଟିି ପଂଚାୟତର ସମୀକ୍ଷା ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗୋଡିଫୁଟମାଟିଆପଡା ପଂଚାୟତ ଅଫିସ କାର୍ଯ୍ୟାଳୟଠାରେ ବିଡିଓ ଦିଲ୍ଲିପ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ୩ଟି ପଂଚାୟତର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୋଡିଫୁଟମାଟିଆପଡା, ରେଙ୍ଗଳ ଓ ହରିରାଜପୁର ପଂଚାୟତର ବିଭିନ୍ନ
Read More...