Daily Archives

ପୁଣି ଏକ ବାଇକ ଚୋରି : ୧ ମାସ ମଧ୍ୟରେ ୨ ଟି ବାଇକ ଚୋରି ହେଲାଣି

କଳାହାଣ୍ଡି, (ନରୋତମ ସେଲମା) : ରିଷିଡା ସାପ୍ତାହିକ ବଜାର ନିକଟ ବନ୍ଧହୁଡାରୁ ପୁଣି ଏକ ବାଇକ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗତକାଲି ରିଷିଡା ସପ୍ତାହିକ ହାଟକୁ ବିନ୍ଧାଣୀ ଗ୍ରାମର ଜନୈକ ଯୁବକ ନିଜର ଏଚ୍‌ଏଫ ଡିଲକ୍ସ ବାଇକରେ ବଜାର କରିବାକୁ ଆସି ବଜାର ନିକଟସ୍ଥ
Read More...

ପାରା ଅଲିମ୍ପିକ୍ସରେ ଭାବିନାଙ୍କୁ ମିଳିଲା ରୌପ୍ୟ

ଟୋକିଓ : ଟୋକିଓ ପାରାଅଲିମ୍ପିକ୍ସରେ ଟେବୁଲ ଟେନିସ ଫାଇନାଲ ମ୍ୟାଚରେ ଭାରତର ଭାବିନା ପଟେଲଙ୍କୁ ରୌପ୍ୟ ମିଳିଛି । ଫାଇନାଲ ମ୍ୟାଚରେ ହାରି ରୌପ୍ୟ ଜିତିଛନ୍ତି ଭାବିନା । ଟେବୁଲ ଟେନିସ ମହିଳା ଫାଇନାଲ ରାଉଣ୍ଡରେ ଭାବିନା ପଟେଲଙ୍କୁ ଚାଇନାର ଜିଓ ୟିଙ୍ଗ ୩-୦ରେ ହରାଇଛନ୍ତି ।
Read More...

ଜିଲ୍ଲାପାଳଙ୍କ ସ୍ମାର୍ଟ ସ୍କୁଲ ପରିଦର୍ଶନ

କଳାହାଣ୍ଡି, (ନରୋତମ ସେଲମା) : ରାଜ୍ୟ ସରକାର ବର୍ତମାନ ରାଜ୍ୟର କେତୋଟି ସରକାରୀ ହାଇସ୍କୁଲକୁ ୫-ଟି ରୁପାନ୍ତରିକରଣ ଯୋଜନାରେ ସ୍ମାର୍ଟ ସ୍କୁଲ ମାନ୍ୟତା ଦେଇ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରୁଛନ୍ତି । ଏଇ କ୍ରମରେ କର୍ଲାମୁଣ୍ଡା ବ୍ଳକର ସର୍ବପୁରାତନ ହାଇସ୍କୁଲ ବାପୁଜୀ ସରକାରୀ ଉଚ୍ଚ
Read More...

ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ଉଠାଇ ନେବା ପ୍ରୟାସ ବନ୍ଦ ହେଉ : ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କୁ ଓୟୁଜେର ସ୍ମାରକପତ୍ର

ସମ୍ବଲପୁର, (ନିରୋଜ କୁମାର ପାଣୀ) : ଦୀର୍ଘ ଚାରି ଦଶନ୍ଧିରୁ ଅଧିକ ଧରି ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ପଶ୍ଚିମ ଓଡିଶା ଜନ ଜୀବନର ଏକ ଅଭିନ୍ନ ଅଙ୍ଗ ହୋଇ ଆସିଛି । ସାହିିତ୍ୟ ଓ ସଂସ୍କୃତିର ପ୍ରାଣକେନ୍ଦ୍ର ସମ୍ବଲପୁରରେ ସୃଜନଶୀଳ ଲେଖକ ଓ କଳାକାରଙ୍କୁ ପ୍ରୋତ୍ସାହିତ କରିଆସୁଥିବା ଏହି
Read More...

ବ୍ୟବସାୟୀଙ୍କୁ ମାଡ଼ ମାରିବା ସହ ଟଙ୍କା ଲୁଟ୍‌ : ଥାନାରେ ଅଭିଯୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଅଂଚଳରେ ଥିବା ଚକାଡୋଳା ମୋବାଇଲ ଦୋକାନକୁ ଆସି କିଛି ଦୁର୍ବୃତ୍ତମାନେ ଦୋକାନ ମାଲିକଙ୍କୁ ମାଡ଼ ମାରିବା ସହ ଟଙ୍କା ଲୁଟି ନେଇଥିବା ନେଇ ସଇଁନ୍ତଲା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ମୋବାଇଲ ଦୋକାନ ମାଲିକ
Read More...